Categories: ଖେଳ

କୋହଲିଙ୍କ ଚିତା ଫଟୋ ଭାଇରାଲ

ବେଙ୍ଗାଲୁରୁ,୨୦।୧- ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଅନୁଷ୍ଠିତ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ଚମତ୍କାର କ୍ୟାଚ୍‌ ନେଇ ମାର୍ନୁସ ଲାବୁସେନଙ୍କୁ ଆଉଟ୍‌ କରିଥିଲେ। ସେହି କ୍ୟାଚ୍‌ବେଳେ କୋହଲିଙ୍କ ଛାଇ ପୂରା ଚିତାବାଘ ଭଳି ଦେଖାଯାଉଥିଲା। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି।

Share