Categories: Video

କାହିଁକି କ୍ଷମା ମାଗିଲେ ଯୁବରାଜ ?

ସ୍ପୋର୍ଟ୍ସ ରାଉଣ୍ଡଅପର ଏହି ଏପିସୋଡରେ ଦେଖିବା..

* ଆଜିଙ୍କ୍ୟ ରାହେଣ ଜଣେ ସଫଳ କ୍ରିକେଟର ହେବା ପଛରେ କାହାର ଭୂମିକା ଅଧିକ ରହିଛି

* କାହିଁକି କ୍ଷମା ମାଗିଲେ ଯୁବରାଜ ସିଂ

* ଲକଡାଉନ ବେଳେ କେତେ ଟଙ୍କା ଆୟ କରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି

* କ୍ରିକେଟ ପ୍ରେମୀଙ୍କ ଲାଗି କେଉଁ ଖୁସି ଖବର ଆସିଛି

* କ୍ରିକେଟ ଛାଡି ପାଇଲଟ ହେଲେ କେଉଁ କ୍ରିକେଟର