Categories: Video

କାମ ଦେଉନି ମାସ୍କ ସଚେତନତା

ମାରାତ୍ମକ କରୋନା ଭାଇରସ୍ କବଳରେ ସାରା ବିଶ୍ବ । ଏଥିରୁ ରକ୍ଷା ପାଇବା ଲାଗି ସରକାର ଅନେକ ସଚେତନତାମୁଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ତାହା ମଧ୍ୟରୁ ଗୋଟିଏ ହେଉଛି ସର୍ବସାଧାରଣ ସ୍ଥାନରେ ମୁହଁକୁ ମାସ୍କ କିମ୍ବା ରୁମାଲ/ଓଢଣୀ ଦ୍ୱାରା ଆବରଣ କରିବା । କିନ୍ତୁ ଦେଖିବାକୁ ମିଳିଛି ଅନେକ ମାସ୍କ ପିନ୍ଧୁନାହାନ୍ତି । ଏହାକୁ ନେଇ ଲୋକେ କଣ କହୁଛନ୍ତି ଆସନ୍ତୁ ଦେଖିବା …