Categories: ଜାତୀୟ

କର୍ନାଟକରେ ଗଣତନ୍ତ୍ରର ପରାଜୟ ଘଟିଛି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୨୪।୭: କର୍ନାଟକ କ୍ଷମତା ଲୋଭିଙ୍କ ବିଜୟ ଏବଂ ଗଣତନ୍ତ୍ରର ପରାଜୟ ଘଟିଛି ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି। କ୍ଷମତା ହାସଲ ପାଇଁ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ପ୍ରଥମ ଦିନରୁ ହିଁ ଟାର୍ଗେଟରେ ରହିଥିଲା। ମେଣ୍ଟ ଭିତରେ ଏବଂ ବାହାର ଲୋକେ କ୍ଷମତା ପାଇଁ ଷଡଯନ୍ତ୍ର ରଚିଥିଲେ। ଆଜି କ୍ଷମତା ଲୋଭିଙ୍କ ବିଜୟ ହୋଇଛି। ଗଣତନ୍ତ୍ର, ସାଧୁତା ଏବଂ କର୍ଣ୍ଣାଟକର ଲୋକେ ହାରିଯାଇଛନ୍ତି ବୋଲି ରାହୁଲ କହିଛନ୍ତି।

Share