Categories: Video

କରୋନା ସଂକ୍ରମିତ ଦାଉଦ ଇବ୍ରାହିମ୍

ପାକିସ୍ତାନରେ ଲୁଚିଥିବା ଅଣ୍ଡରୱାଲର୍ଡ ଡନ୍ ଦାଉଦ୍ ଇବ୍ରାହିମକୁ କରୋନା ହୋଇଥିବା ପାକିସ୍ତାନ ମିଡିଆ ରିପୋର୍ଟରୁ ସୂଚନା ମିଳିଛି । କେବଳ ଦାଉଦ୍ ନୁହନ୍ତି ତାଙ୍କ ପତ୍ନୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଥିବା ସୂଚନା ମିଳିଛି ।