Categories: Video

କରୋନା ପରେ ଓଡ଼ିଶାକୁ ବାତ୍ୟା ଭୟ | After corona, cyclone scares Odisha

ଓଡ଼ିଶାରେ ଏପର୍ଯ୍ୟନ୍ତ ୯୪ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିସାରିଛି। ଏହାରି ଭିତରେ ଆସୁଥିବା ଆଉ ଏକ ବାତ୍ୟା ଓଡ଼ିଶା ପାଇଁ ଭୟ ସୃଷ୍ଟି କରିଛି। ସୂଚନା ମୁତାବକ ମେ’ ୩ରେ ଓଡିଶା ପୁଣି ଆଉ ଏକ ବାତ୍ୟାର ସମ୍ମୁଖୀନ ହେବାକୁ ଯାଉଛି ବୋଲି ଆଶଙ୍କା କରାଯାଉଛି।