Categories: Video

କଟକରେ ରାତି କର୍ଫ୍ୟୁ ଦୃଶ୍ୟ | Visuals of night curfew from Cuttack

କୋଭିଡ଼-୧୯ କୁ ନେଇ ଏବେ ଦେଶରେ ଲକଡାଉନ ୪.୦ ଏବଂ ରାତ୍ରୀକାଳିନ କର୍ଫ୍ୟୁ ଜାରି ରହିଛି । ସନ୍ଧ୍ୟା ୭ଟା ହେବା ମାତ୍ରେ ରାତ୍ରୀକାଳିନ କର୍ଫ୍ୟୁ ଆରମ୍ଭ ହେଉଥିବାରୁ ଦୋକାନ ବଜାର ବନ୍ଦ କରାଯିବା ସହ ଲୋକଙ୍କୁ ବାହାରକୁ ନ ବାହାରିବା ପାଇଁ କୁହାଯାଇଛି । ଚାଲନ୍ତୁ ଦେଖିବା କଟକରେ କିଭଳି ରହିଛି ରାତ୍ରୀକାଳିନ କର୍ଫ୍ୟୁ ।