ଓଡ଼ିଶା: ଆଜିର ଫଟୋ (୯ ମେ, ୨୦୨୪)

ରାଜଧାନୀ ଭୁବନେଶ୍ୱରର ବାଣୀବିହାର ଠାରୁ ଆଚାର୍ଯ୍ୟ ବିହାର ଯାଏ ପ୍ରବଳ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଛି

ରାଜଧାନୀରେ ପ୍ରବଳ ଖରାରେ ଲୋକମାନେ ରାସ୍ତାରେ ଯାଉଛନ୍ତି

ପୁରୀ ରଥଯାତ୍ରା ପାଇଁ ଶହୀଦନଗରରେ ଏକ ଟ୍ରକରେ ରଖାଯାଇଥିବା ରଥକାଠ କୁ ଭକ୍ତମାନେ ମୁଣ୍ଡିଆମାରୁଛନ୍ତି