Posted inଫୁରସତ

ଏହି ରାଜକୁମାରୀଙ୍କ ପାଇଁ ପ୍ରାୟ୧୩ ପ୍ରେମିକ ହାରିଥିଲେ ଜୀବନ

ଜଣେ ଝିଅର ସୌନ୍ଦର୍ଯ୍ୟକୁ ନେଇ ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ମତ ରହିଛି। କାହାକୁ ଗୋରା ପତଳା ଝିଅ ପସନ୍ଦ ଆସୁଥିବା ବେଳେ କାହାକୁ ଶ୍ୟାମଳ ଓ ସୁନ୍ଦର ଗଢ଼ଣ ଥିବା ଝିଅ ପସନ୍ଦ ଆସିଥାଏ। କିନ୍ତୁ ୧୯ ଶତାଦ୍ଦୀରେ ଏଭଳି ନ ଥିଲା। ଗୋଟିଏ ଝିଅର ସୌନ୍ଦର୍ଯ୍ୟ ତାର ମନର ସୁନ୍ଦର ଭାବନାକୁ ଓ ମେଦବହୁଳତାକୁ ବୁଝାଉଥିଲା। ସେହି ସମୟରେ ଇରାନର ରାଜକୁମାରୀଙ୍କ ସୌନ୍ଦର୍ଯ୍ୟର କାହାଣୀ ବିଷୟରେ ଆଜି ବି ସମସ୍ତଙ୍କୁ ଅଳ୍ପେ ବହୁତେ ମନେ ଥିବ। କୁହାଯାଏ, ରାଜକୁମାରୀ ତାଜ ଅଲ କଜର ସୁଲ୍‌ତାନାଙ୍କର ସୌନ୍ଦର୍ଯ୍ୟ ସହ ଯେମିତି କୌଣସି ସମ୍ପର୍କ ନ ଥିଲା। ତାଙ୍କ ଚେହେରାରେ ପୁରୁଷଙ୍କ ଭଳି ଘନ ଆଇବ୍ରୋ ଓ ନିଶ ରହିଥିବା ବେଳେ ସେ ବହୁ ମୋଟା ମଧ୍ୟ ଥିଲେ।

 

କିନ୍ତୁ ସେହି ସମୟରେ ତାଙ୍କୁ ଖୁବ୍‌ ସୁନ୍ଦର ବୋଲି କୁହାଯାଉଥିଲା। ସେତେବେଳେ ତାଙ୍କୁ ଆଧୁନିକ ଯୁଗର ମହିଳା ବୋଲି କୁହାଯାଉଥିଲା। କାରଣ ସେ ଓ୍ବେର୍ଷ୍ଟନ୍‌ ଡ୍ରେସ ପିନ୍ଧିବାକୁ ବହୁତ ପସନ୍ଦ କରୁଥିଲେ। ସେହି ସମୟର ଯୁବକମାନେ ତାଙ୍କୁ ପସନ୍ଦ କରିବା ସହ ବିବାହ କରିବାକୁ ଚାହୁଁଥିଲେ। ହେଲେ ରାଜକୁମାରୀ ସେମାନଙ୍କର ପ୍ରସ୍ତାବକୁ ମନା କରିଦେଇଥିଲେ। ଏହି କଥାକୁ ନେଇ ପ୍ରାୟ ୧୩ଜଣ ଯୁବକ ନିଜର ଜୀବନ ହାରିଦେଇଥିଲେ। ରାଜକୁମାରୀଙ୍କ ଏଭଳି କରିବାର ପଛରେ ମଧ୍ୟ କାରଣ ରହିଛି। ସେ ପୂର୍ବରୁ ଅମୀର ହୁସୈନ ଖାନ ଶୋଜା-ଏ-ସଲ୍‌ତନେହଙ୍କୁ ବିବାହ କରିଥିଲେ। ସେମାନଙ୍କର ୨ଟି ଝିଅ ଓ ୨ ପୁଅ ଥିଲେ। ହେଲେ ପରେ ସେମାନଙ୍କର ବିବାହ ବିଚ୍ଛେଦ ହୋଇଯାଇଥିଲା। କୁହାଯାଏ, ସେହି ସମୟରେ ବହୁ ଯୁବକଙ୍କ ସହ ରାଜକୁମାରୀଙ୍କ ସମ୍ପର୍କ ରହିଥିଲା। ଯେଉଁଥିରୁ ୨ଜଣ ତାଙ୍କର ଅତି ନିକଟତର ଥିଲେ। ତାଙ୍କର ପ୍ରେମ କାହାଣୀ ଆଜି ବି ବେଶ୍‌ ଚର୍ଚ୍ଚାରେ।


Enter your email to get our daily news in your inbox.

All Right Reserved By Dharitri.Com

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri