Posted inଫୁରସତ

ଏମିତି ଗୁରୁଦ୍ୱାର, ଯେଉଁଠି ଦିଆଯାଏ ନାହିଁ ଲଙ୍ଗର

ଆମ ଦେଶରେ କିଛି ମନ୍ଦିର ଏବଂ ଗୁରୁଦ୍ୱାର ରହିଛି, ଯାହା ସମ୍ପର୍କରେ ଅନେକ ରହସ୍ୟ ଲୁଚି ରହିଛି। ଏମିତି ଏକ ଗୁରୁଦ୍ୱାର ଅଛି, ଯେଉଁଠି କେବେ ଲଙ୍ଗର ଦିଆଯାଏ ନାହିଁ, ତଥାପି ଲୋକେ ଭୋକରେ ରୁହନ୍ତି ନାହିଁ। ଚଣ୍ଡୀଗଡ଼ର ସେକ୍ଟର -୨୮ରେ ଏହି ଗୁରୁଦ୍ୱାର ରହିଛି। ଏଠାରେ ଲଙ୍ଗର ପ୍ରସ୍ତୁତ ହୁଏ ନାହିଁ। ତେଣୁ ଯେଉଁମାନେ ଏଠାକୁ ଆସିଥାନ୍ତି ସେମାନେ ଘରୁ ତିଆରି କରି ଆଣିଥାନ୍ତି। ଲଙ୍ଗରରେ ଦେଶୀ ଘିଅର ପରଟା, ଲହୁଣୀ, କିଛି ପନିପରିବା ଏବଂ ଡାଲି, ମିଠାଇ ଏବଂ ଫଳ ସାମିଲ ହୋଇଥାଏ। ଲଙ୍ଗର ଖାଇବା ପରେ ଯାହା ବଳିପଡ଼ିଥାଏ ତାହାକୁ ସେକ୍ଟର ୧୬ ଏବଂ ୩୨ରେ ଥିବା ହସ୍ପିଟାଲ ବ୍ୟତୀତ ପିଜିଆଇକୁ ପଠାଇ ଦିଆଯାଏ। ସେଠାରେ ଲୋକେ ଏହାକୁ ପ୍ରସାଦ ଭାବରେ ଗ୍ରହଣ କରନ୍ତି।
ଏହି ଗୁରୁଦ୍ୱାରର ନିର୍ମାଣ ଦୀପାବଳି ଦିନ ହୋଇଥିଲା। ନାନକସର ଗୁରୁଦ୍ୱାରର ପ୍ରମୁଖ ବାବା ଗୁରୁଦେବ ସିଂହଙ୍କ ଅନୁଯାୟୀ, ଗୁରୁଦ୍ୱାର ନିର୍ମାଣ ହୋଇଥିଲା। ଦୁଇ ଏକର ଜାଗାରେ ଏହା ନିର୍ମାଣ ହୋଇଛି। ପ୍ରତିବର୍ଷ ମାର୍ଚ୍ଚ ମାସରେ ଏଠାରେ ବାର୍ଷିକ ଉତ୍ସବ ୭ ଦିନ ଧରି ପାଳନ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର

ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

ଏବେ ବଢ଼ିବନି ରାତି ତାପମାତ୍ରା, ୩ ଜିଲାକୁ କୁହୁଡ଼ି ଓ୍ୱାର୍ନିଂ

ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି...

ବର୍ବରତା, ୭ ବର୍ଷର ଝିଅକୁ ଜୀଅନ୍ତା ଜାଳିଦେଲେ ଲୋକେ, ସରକାରଙ୍କୁ ୨୪ ଘଣ୍ଟାର ଅଲ୍ଟିମେଟମ

ଢାକା,୨୧।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ଘଟିଥିବା ବ୍ୟାପକ ହିଂସା ସମୟରେ ଜଣେ ନିର୍ଦ୍ଦୋଷ ଝିଅକୁ ଜୀବନ୍ତ ଜାଳି ଦିଆଯିବାର...

ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ...

ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…

ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

୧୦ ଟଙ୍କାରେ ଧାନ ବିକିଲେ ଚାଷୀ

ବିନିକା, ୨୧ା୧୨(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲାରେ ଗତ ୯ ତାରିଖରୁ ମଣ୍ଡି ଖୋଲିଛି। ହେଲେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri