Categories: Video

ଏକାମ୍ରକ୍ଷେତ୍ର ଯୋଜନା କାର୍ଯ୍ୟ ଆରମ୍ଭ

ଶ୍ରୀଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଉଦ୍ଦିଷ୍ଟ ଉଚ୍ଛେଦ କାମ ଦୀର୍ଘ ଦିନ ପରେ ପୁଣି ଆରମ୍ଭ ହୋଇଛି । ଏକାମ୍ରକ୍ଷେତ୍ର ଯୋଜନାରେ ଲିଙ୍ଗରାଜ ମନ୍ଦିରର ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତତ୍ପର ହୋଇ ଉଠିଛି ଜିଲ୍ଲା ପ୍ରଶାସନ । ଏହି ଉଚ୍ଛେଦ କାର୍ଯ୍ୟ ଲକଡାଉନ ଯୋଗୁ ପ୍ରାୟ ୨ମାସରୁ ଅଧିକ ଦିନ ହେଲା ବନ୍ଦ ରହିଥିଲା ।