ଉପାଦେୟ ଗୁଣରେ ଭରପୂର ମୁଗ: ଡାଇବେଟିସ ରୋଗୀଙ୍କ ପାଇଁ ଲାଭଦାୟକ

ପୋଷକ ତତ୍ତ୍ୱରେ ଭରପୂର ମୁଗ ଡାଲି ଶରୀର ପାଇଁ ବେଶ୍‌ ଲାଭଦାୟକ। ସବୁଜ ରଙ୍ଗର ଏହି ଡାଲି ଶରୀରର ଓଜନ କମ୍‌ କରିବା ଠାରୁ ଆରମ୍ଭକରି ଡାଇବେଟିସ ପରି ରୋଗ ପାଇଁ ବହୁ ଉପକାରୀ।
-ମୁଗରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ଭରପୂର ମାତ୍ରାରେ ରହିଛି। ଯାହାକି ପାଚନ କ୍ରିୟାକୁ ଠିକ୍‌ ରଖିବାରେ ସହାୟକ ହୋଇଥାଏ।
-ମୁଗରେ ଆଣ୍ଟି ଫଙ୍ଗଲ ଏବଂ ଆଣ୍ଟି ମାଇକ୍ରୋବାୟଲ ଗୁଣ ମଧ୍ୟ ରହିଛି। ତେଣୁ ଏହା ଡାଇବେଟିସ ରୋଗୀଙ୍କ ପାଇଁ ଉପକାରୀ। କାରଣ ଏହା ବ୍ଲଡ ସୁଗାର ସ୍ତରକୁ ନିୟନ୍ତ୍ରିତ ରଖିଥାଏ।
– ମୁଗ ଉଚ୍ଚ ରକ୍ତରାପ ଦୂର କରିଥାଏ।
-ଏଥିରେ ଆଣ୍ଟି କ୍ୟାନ୍‌ସର ଏବଂ ଆଣ୍ଟି ଟ୍ୟୁମର ଗୁଣ ରହିଛି। ଏଥିସହ ଓଜନ କମ୍‌ କରିବା ପାଇଁ ଚାହୁଁଥିଲେ ଏହା ସବୁଠାରୁ ଲାଭଦାୟକ।