ଇଷ୍ଟର ସଣ୍ଡେ ବିସ୍ଫୋରଣର ପ୍ରତିଶୋଧ ନେଲା ଶ୍ରୀଲଙ୍କା ଆର୍ମି: ୧୫ ସନ୍ଦିଗ୍ଧଙ୍କ ଏନ୍‌କାଉଣ୍ଟର

କଲମ୍ବୋ,୨୭।୪: ଶ୍ରୀଲଙ୍କା ଆର୍ମି ଇଷ୍ଟର ସଣ୍ଡେ ବିସ୍ଫୋରଣର ପ୍ରତିଶୋଧ ନେଇଛି। ଶ୍ରୀଲଙ୍କାର ପୂର୍ବପ୍ରାନ୍ତରେ ଥିବା ସମ୍ମନତୁରଇଠାରେ ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା କେତେକ ସନ୍ଦିଗ୍ଧଙ୍କ ସହିତ ମୁହାଁମୁହିଁ ଶ୍ରୀଲଙ୍କା ଆର୍ମି ଶୁକ୍ରବାର ରାତିରେ ହୋଇଥିଲା । ଏଥିରେ ୧୫ ଜଣ ସନ୍ଦିଗ୍ଧଙ୍କର ଏନ୍‌କାଉଣ୍ଟର ହୋଇଥିବା କୁହାଯାଉଛି। ଏନ୍‌କାଉଣ୍ଟର ସମୟରେ ଜଣେ ସନ୍ଦିଗ୍ଧ ଆତ୍ମଘାତୀ ବିସ୍ଫୋରଣ କରିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସନ୍ଦିଗ୍ଧଙ୍କଠାରୁ୍ବ ବିସ୍ଫୋରଣ ସାମଗ୍ରୀ, ଗୋଟିଏ ଡ୍ରୋନ୍‌ ଏବଂ ଇସଲାମିକ୍‌ ଷ୍ଟେଟ୍‌ର ବ୍ୟାନର ଜବତ ହୋଇଛି। ଇତିମଧ୍ୟରେ ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ୭୫ ଜଣ ଲୋକଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରୁ ଓହରିଲା ଇରାନ

ତେହରାନ୍‌ ,୧୧ା୩: ଇରାନ କ୍ରୀଡ଼ା ମନ୍ତ୍ରୀ ଅହମ୍ମଦ ଡୋନିଆମାଲି ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଇରାନ ଫୁଟବଲ ଦଳ 2026 ଫିଫା ବିଶ୍ୱକପ ଖେଳିବ ନାହିଁ…

ଇରାନ ସପକ୍ଷରେ ବାହାରିଲା ତୁର୍କୀ: ଏର୍ଡୋଗାନ କହିଲେ ‘ନା ଶିଆ, ନା ସୁନ୍ନି…ଆମେ ସମସ୍ତେ ମୁସଲମାନ; ଯଦି…

ଅଙ୍କାରା, ୧୧।୩: ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଏବେ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ସଂଘର୍ଷ ମଧ୍ୟରେ ତୁର୍କୀ…

୧୨ ଦିନରେ ଯୁଦ୍ଧ: ଟାର୍ଗେଟ୍‌ରେ ଆର୍ଥିକ ଅନୁଷ୍ଠାନ, ବ୍ୟାଙ୍କ

ତେହରାନ୍‌ ,୧୧ା୩: ଇରାନ୍‌-ଆମେରିକା ଯୁଦ୍ଧ ୧୨ ଦିନରେ ପହଞ୍ଚି ଥିଲାବେଳେ ଉଭୟ ପକ୍ଷଙ୍କ ଆକ୍ରମଣ ଲକ୍ଷ୍ୟ ଦିନକୁ ଦିନ ବଦଳିବାରେ ଲାଗିଛି। ପ୍ରଥମେ ତୈଳ ରିଫାଇନେରିଗୁଡିକୁ ଉଭୟ…

ମୁକେଶ ଅମ୍ବାନୀଙ୍କୁ ଧନ୍ୟବାଦ ଜଣାଇଲେ ଟ୍ରମ୍ପ, ଆମେରିକାରେ ରିଲାଏନ୍ସର ବିଶାଳ ପୁଞ୍ଜିନିବେଶ

ନୂଆଦିଲ୍ଲୀ,୧୧ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ଶକ୍ତି କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ଘୋଷଣା କରିଛନ୍ତି। ଆମେରିକାର ଟେକ୍ସାସ ସ୍ଥିତ ବ୍ରାଉନ୍ସଭିଲ୍ ଠାରେ ଏକ ବିଶାଳ…

ସାହାଯ୍ୟ କରୁଥିଲା ପାକିସ୍ତାନ, ଶେହବାଜଙ୍କୁ ଆଖି ଦେଖାଇଲା ଇରାନ

ଇସଲାମବାଦ,୧୧।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କଥା ହୋଇଛନ୍ତି। ପେଜେଶକିୟାନ ଇରାନ ଉପରେ ବିମାନ…

ଷ୍ଟ୍ରେଟ୍‌ ଅଫ୍‌ ହୋର୍ମୁଜ୍‌ରେ ଥାଇଲାଣ୍ଡ ଜାହାଜ ଉପରକୁ ଆକ୍ରମଣ, ୨୩ କ୍ରୁ ମେମ୍ବର…

ନୂଆଦିଲ୍ଲୀ,୧୧।୩: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଏହି ସଂଘର୍ଷ ମଧ୍ୟରେ ଇରାନ ହୋର୍ମୁଜ୍ ଷ୍ଟ୍ରେଟ ଉପରେ…

ଏୟାର ଇଣ୍ଡିଆ ଏକ୍ସପ୍ରେସର ହାର୍ଡ ଲ୍ୟାଣ୍ଡିଂ; ଭାଙ୍ଗିଲା ନୋଜ୍ ଗିୟର, ୧୩୩ ଯାତ୍ରୀ…..

ନୂଆଦିଲ୍ଲୀ,୧୧ା୩: ବୁଧବାର ଦିନ ଥାଇଲ୍ୟାଣ୍ଡର ଫୁକେଟ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ହାର୍ଡ ଲ୍ୟାଣ୍ଡିଂ ।ବିମାନ IX ୯୩୮ ହାର୍ଡ ଲ୍ୟାଣ୍ଡିଂ କରିବା ପରେ ଏକ ବଡ଼…

କୋରିଆକୁ ସେନା ପଠାଇଲେ ଟ୍ରମ୍ପ, ତାତିଲେ କିମ୍‌… ଯୁଦ୍ଧ ଘୋଷଣା!

ନୂଆଦିଲ୍ଲୀ,୧୧।୩: ମଧ୍ୟପ୍ରାଚ୍ୟରେ ଚାଲିଛି ମହାଯୁଦ୍ଧ। ଇରାନ୍ ଉପରେ ଏକକାଳୀନ ଆଟାକ୍ କରୁଛି ଇସ୍ରାଏଲ ଓ ଆମେରିକା। ପାଲଟା ଜବାବ ଦେଉଛି ତେହରାନ।  ମଧ୍ୟପ୍ରାଚ୍ୟର ଯୁଦ୍ଧରେ ଗୋଟେ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri