ଆଶ୍ୱସ୍ତ ହେଲେ ସଲମାନ

ନୂଆଦିଲ୍ଲୀ,୨୯।୧୧: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ଗତବର୍ଷ ସଲମାନଙ୍କ ନାଁରେ ଏକ ମାମଲା କରାଯାଇଥିଲା। ଗତବର୍ଷ ସେ ଫିିଲ୍ମ ‘ଲଭ ୟାତ୍ରୀ’ ନିର୍ମାଣ କରିଥିବା ବେଳେ ଏଥିରେ ସେ ଧାର୍ମିକ ଭାବନାକୁ କଠୋର ଆଘାତ ପହଞ୍ଚାଇଥିଲେ ବୋଲି ଅଭିଯୋଗ ହୋଇଥିଲା। ହେଲେ ଏହି ଅଭିଯୋଗକୁ ନେଇ ସୁପ୍ରିମକୋର୍ଟ କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ନ ଥିବା ଶୁକ୍ରବାର ଜଣାପଡିଛି। ତେଣୁ ଏହି ମାମଲରେ ସଲମାନଙ୍କୁ ସାମନ୍ୟ ଆଶ୍ୱସ୍ତି ମିଳିଛି ବୋଲି କୁହାଯାଉଛି।

Share