ଆଦର୍ଶ ଶିକ୍ଷକ ପୂର୍ଣ୍ଣଚନ୍ଦ୍ରଙ୍କ ପରଲୋକ

ଭବାନୀପାଟଣା,୧୫।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଦେପୁର ଗ୍ରାମର ଆଦର୍ଶ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାବତଙ୍କ ୭୧ ବର୍ଷ ବୟସରେ ପରଲୋକ ଘଟିଛି ା ସ୍ବର୍ଗତ ସାବତ ଜଣେ ଆଦର୍ଶ ଶିକ୍ଷକ ଭାବେ କଳାହାଣ୍ଡି ଜିଲାରେ ପରିଚିତ ଥିଲେ ା ସେ ଦୀର୍ଘଦିନ ଧରି କିଡ୍‌ନୀ ଜନିତ ରୋଗରେ ପୀଡିତ ହୋଇ ଚିକିସତ୍ିତ ହେଉଥିଲେ ା ତାଙ୍କ ବଡ଼ପୁଅ ସଞ୍ଜୀବ ସାବତ ମୁଖାଗ୍ନୀ ଦେଇଥିବା ବେଳେ ବହୁସଂଖ୍ୟାରେ ମାନ୍ୟଗନ୍ୟ ବ୍ୟକ୍ତି ଶେଷ ଦର୍ଶନ କରିବା ସହ ଅନ୍ତିମ ସତ୍କାରରେ ସାମିଲ ହୋଇଥିଲେ।