Categories: Video

ଅନଲାଇନରେ ଟିକେଟ୍ ବୁକିଂ ଆରମ୍ଭ

କରୋନା ଭାଇରସ ଓ ଲକଡାଉନ୍ ପାଇଁ ଗତ କିଛି ଦିନ ହେବ ଠପ୍ ପଡିଥିବା ରେଳ ସେବାକୁ ଭାରତୀୟ ରେଳ ବିଭିନ୍ନ ଚରଣରେ କାର୍ଯ୍ୟକ୍ଷମ କରୁଛି । ଏହାରି ମଧ୍ୟରେ ରେଲୱେ, ଜୁନ ୧ରୁ ଚାଲିବାକୁ ଥିବା ୧୦୦ ଯୋଡା ପାସେଞ୍ଜର ଟ୍ରେନର ଲିଷ୍ଟ ଜାରି କରିଛି । ଏଥିରେ ଦୁରନ୍ତ , ସମ୍ପର୍କକ୍ରାନ୍ତି , ଜନ ଶତାଦ୍ଦୀ, ଏକ୍ସପ୍ରେସ ପରି ଲୋକପ୍ରିୟ ଟ୍ରେନ୍ ବି ସାମିଲ ଅଛି । ଏହିସବୁ ଟ୍ରେନ୍ ଲାଗି ଆଜି ସକାଳ ୧୦ଟାରୁ ଟିକେଟ୍ ବୁକିଂ ଆରମ୍ଭ ହୋଇଛି ।