Posted inଜାତୀୟ

୭୮ଟି ଲୋକ ସଭା ଆସନ ହାର୍‌ଜିତ୍‌ରେ ଗ୍ରହଣ କରିବ ନିର୍ଣ୍ଣାୟକ ଭୂମିକା

ନୂଆଦିଲ୍ଲୀ,୨୨।୫: ଲୋକ ସଭା ନିର୍ବାଚନର ଫଳାଫଳ ଗୁରୁବାର ପ୍ରକାଶ ପାଇବ। ତେବେ ଫଳ ପ୍ରକାଶ ପୂର୍ବରୁ ହାର୍‌ଜିତ୍‌ ନେଇ ଅଙ୍କକଷା ଜୋର୍‌ ଧରିଛି। ଚଳିତ ନିର୍ବାଚନରେ ୭୮ଟି ଲୋକ ସଭା ଆସନ ଏନଡିଏ ଏବଂ ୟୁପିଏ ହାର୍‌ଜିତ୍‌ରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି। ଏହି ଆସନରେ କଡ଼ା ମୁକାବିଲା ହେବାର ସମ୍ଭାବନା ରହିଛି। ଏଥିରୁ ଭାଜପାକୁ ୩୩ ଏବଂ ଏହାର ସହଯୋଗୀ ଦଳଙ୍କୁ ୪ ଟି ଆସନ ଯିବାର ଆଶା ରହିଛି। ସେହିପରି କଂଗ୍ରେସ ଖାତାକୁ ୧୩ ଏବଂ ଏହାର ସହଯୋଗୀ ୪ ଆସନ ହାତେଇବାର ଆଶା ରହିଛି। ସେହିପରି ଅନ୍ୟ ଆସନରେ ଆଞ୍ଚଳିକ ଦଳ ମୁଖ୍ୟ ଭୂମିକା ଗ୍ରହଣ କରିବାର ଆଶା ରହିଛି। ଏହି ଆସନଗୁଡିକରୁ ଅଧିକରେ ଭାଜପା ବିଜୟୀ ହେଲେ କେନ୍ଦ୍ରରେ ସରକାର ଗଠନ କରିବାରେ ପ୍ରତିବନ୍ଧକ ରହିବ ନାହିଁ। ତେବେ ଅପରପକ୍ଷରେ ଏଥରୁ କଂଗ୍ରେସ ଅଧିକରେ ବିଜୟୀ ହେଲେ ଶାସନ ଡୋର ୟୁପିଏ ହାତକ ଯିବାର ଆଶା ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦରେ ପହଞ୍ଚିଲେ ଅର୍ଥମନ୍ତ୍ରୀ, ବଜେଟ ଉପସ୍ଥାପନ ପୂର୍ବରୁ ବସିବ କ୍ୟାବିନେଟ ବୈଠକ

ନୂଆଦିଲ୍ଲୀ, ୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ବଜେଟ ଉପସ୍ଥାପନ ଲାଗି ସଂସଦ ଭବନରେ ପହଞ୍ଚିଛନ୍ତି । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଜେଟ...

ଓମିକ୍ରନ୍‌ ତାଣ୍ଡବ ଆରମ୍ଭ, ଆକ୍ରାନ୍ତଙ୍କ ସଂଖ୍ୟା ୨,୧୩୫…

ନୂଆଦିଲ୍ଲୀ, ୫।୧: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ସଂକ୍ରମଣ ଗ୍ରାଫ୍‌ ଉପର ମୁହାଁ ହେବାରେ ହୋଇଛି।...

ଅକ୍ଟୋବର ୩ରେ ଅଟଳ ଟନେଲର ଲୋକାର୍ପଣ

ରୋହତଙ୍ଗ, ୧।୧୦: ଅକ୍ଟୋବର ୩ ପୂର୍ବାହ୍ନ ୧୦ଟାରେ ହିମାଚଳପ୍ରଦେଶର ରୋହତଙ୍ଗଠାରେ ଥିବା ଅଟଳ ଟନେଲର ଲୋକାର୍ପଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଲୋକାର୍ପିତ କରିବେ।...

ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି: ୮୦୦ଥର ଫୋନ୍‌ ପରେ ବି ମିଳିଲାନି ସହାୟତା

ଭୋପାଳ,୨୬।୫: ମଧ୍ୟପଦେଶରେ କରୋନା ପରେ ଏବେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି। ବ୍ଲାକ୍‌ ଫଙ୍ଗସ୍‌ ଚିକିତ୍ସା ପାଇଁ ଜଣେ ରୋଗୀଙ୍କୁ ପ୍ରାୟ ୬୦ଟି ଇଞ୍ଜେକ୍ସନ...

ଓମାର ଅବଦ୍ଦୁଲା କରୋନା ପଜିଟିଭ୍‌

ଶ୍ରୀନଗର,୯।୪: ନ୍ୟାସନାଲ କନ୍‌ଫରେନ୍ସ ନେତା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଓମାର ଟୁଇଟ କରି ସୂଚନା ଦେଇଛନ୍ତି।...

ମୁମ୍ବାଇରେ ଅଟକ ଉତ୍ତରାଖଣ୍ଡ ମହିଳା

ବେଙ୍ଗାଲୁରୁ,୫ା୧: ବିବାଦୀୟ ‘ବୁଲ୍ଲି ବାଈ’ ମାମଲାରେ ମୁମ୍ବାଇ ପୋଲିସ ମଙ୍ଗଳବାର ବେଙ୍ଗାଲୁରୁର ଜଣେ ୨୧ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ (ଜଣେ...

ଗୋଟିଏ ଡୋଜ୍‌, କରୋନା ଛୁ’: ସ୍ପୁଟ୍‌ନିକ୍‌ ଲାଇଟ ଟିକାକୁ ମିଳିଲା ସବୁଜ ସଙ୍କେତ

ନୂଆଦିଲ୍ଲୀ,୬।୨:ସମଗ୍ର ବିଶ୍ୱରେ ମହାମାରୀ କରୋନା ଆତଙ୍କ ସୃଷ୍ଟି କରିଛି। କରୋନା ଯୋଗୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। କରୋନା ବିରୋଧ ଲଢେଇରେ କେବଳ...

ଭାଜପା ଅଫିସ୍‌ ଜଗିବେ ଅଗ୍ନିବୀର

ନୂଆଦିଲ୍ଲୀ,୨୦।୬: ସେନାରେ ଠିକା ନିଯୁକ୍ତି ଯୋଜନା ‘ଅଗ୍ନିପଥ’କୁ ନେଇ ଦେଶବ୍ୟାପୀ ଆକ୍ରୋଶର ନିଆଁ ଜଳୁଥିବାବେଳେ ଭାଜପା ନେତା କୈଳାସ ବିଜୟଭର୍ଗୀୟ ରବିବାର ସେଥିରେ ଘିଅ ଢାଳିଛନ୍ତି।...

Advertisement
Archives

Model This Week