Posted inଜାତୀୟ

୫୧ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ/ମୁମ୍ବାଇ,୩୦ା୯(ପି.ଟି.): ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ ରବିବାର ପ୍ରଥମ ପର୍ଯ୍ୟାୟରେ ୫୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚଭନଙ୍କୁ ଭୋକାର ଆସନରୁ ପ୍ରାର୍ଥୀ କରାଯାଇଥିବାବେଳେ ଦଳର ରାଜ୍ୟ ସଭାପତି ବିଜୟ ଓରଫ ବାଲାସାହେବ ଥୋରାଟ ସାଙ୍ଗମନେର୍‌ରୁ ଲଢ଼ିବେ। କଂଗ୍ରେସର ୨୩ ଜଣ ବିଧାୟକଙ୍କୁ ପ୍ରାର୍ଥୀ ହେବା ଲାଗି ସୁଯୋଗ ମିଳିଛି। ୨୦୧୪ ନିର୍ବାଚନରେ ଦଳ ୪୨ ଆସନରେ ଜିତିଥିଲା।
ପୂର୍ବତନ ମୁଖ୍ୟମନ୍ତ୍ରୀ ବିଳାସରାଓ ଦେଶମୁଖଙ୍କ ପୁଅ ଅମିତଙ୍କୁ ଲାଟୁର ଆସନରୁ ପ୍ରାର୍ଥୀ କରାଯାଇଥିବାବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଶୀଲ କୁମାର ସିନ୍ଦେଙ୍କ କନ୍ୟା ପ୍ରଣୀତି ସୋଲାପୁର ସିଟି ସେଣ୍ଟ୍ରାଲ ଆସନରୁ ଲଢ଼ିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦରଦାମ୍‌ ବୃଦ୍ଧି ନେଇ ପାର୍ଲାମେଣ୍ଟ ଅଚଳ

ନୂଆଦିଲ୍ଲୀ,୯।୩: ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବୃଦ୍ଧି ଯୋଗୁ ସଙ୍କଟ ଦେଖାଦେଇଛି। ଏହି ପ୍ରସଙ୍ଗକୁ ନେଇ ବିରୋଧୀଦଳ ରାଜ୍ୟ ସଭା ଏବଂ ଲୋକ ସଭାରେ ଶାସକ...

ଫେବୃୟାରୀରେ ଶୀର୍ଷ ଛୁଇଁବ ଓମିକ୍ରନ୍‌: ଦୈନିକ ସଂକ୍ରମଣ ୫ ଲକ୍ଷ ଅତିକ୍ରମ କରିବ

ନୂଆଦିଲ୍ଲୀ,୯ ।୧: ଦେଶରେ ଓମିକ୍ରନ୍ ସଂକ୍ରମଣ ଯୋଗୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଇଛି । ଗତ ୨୪ ଘଣ୍ଟାରେ ରାଜଧାନୀ...

ଉଦ୍ଧବଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଶିନ୍ଦେ…

ମୁମ୍ବାଇ, ୨୭।୭ : ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ୬୨ ତମ ଜନ୍ମଦିନ ବୁଧବାର ପାଳନ କରୁଛନ୍ତି। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ...

ଚେତାଶୂନ୍ୟ ଅବସ୍ଥାରେ ଭେଣ୍ଟିଲେଟରରେ ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ, ୧୩।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ଧୀରେଧୀରେ ସଙ୍କଟଜନକ ହେବାରେ ଲାଗିଛି। ସେ ଚେତାଶୂନ୍ୟ ଅବସ୍ଥାରେ ଭେଣ୍ଟିଲେଟରରେ ଥିବା ଭାରତୀୟ ସେନା ହସ୍ପିଟାଲ...

୩ ଆତଙ୍କବାଦୀ ନିହତ

ଶ୍ରୀନଗର,୨୧।୬: ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମା ଏବଂ ବାରମୁଲ୍ଲା ଜିଲାରେ ସୁରକ୍ଷା କର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀଙ୍କ ସମେତ ୩ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ...

୧୫ ଦିନ ବଢ଼ିଲା ନାଇଟ୍‌ କର୍ଫ୍ୟୁ

ଅହମ୍ମଦାବାଦ,୨୭।୨: କୋଭିଡ୍‌-୧୯ର ନୂତନ ଷ୍ଟ୍ରେନ ବୃଦ୍ଧିକୁ ଦୃଷ୍ଟିରେ ରଖି ଗୁଜରାଟ ସରକାର ଅହମ୍ମଦାବାଦ ସମେତ ରାଜ୍ୟର ୪ଟି ପ୍ରମୁଖ ସହରରେ ରାତ୍ର କର୍ଫ୍ୟୁକୁ ଆଉ ୧୫...

ରାହୁଲଙ୍କ ଇସ୍ତଫା: ପାଟନାରେ ଲାଗିଲା କଂଗ୍ରେସକର୍ମୀଙ୍କ ମିଳିତ ଆତ୍ମଦାହ ପୋଷ୍ଟର

ପାଟନା,୬।୭: ରାହୁଲ ଗାନ୍ଧୀଙ୍କ ଇସ୍ତଫା ନେଇ ବିହାରର ପାଟନାରେ କଂଗ୍ରେସକର୍ମୀଙ୍କ ପକ୍ଷରୁ ମିଳିତ ଆତ୍ମଦାହ କରିବା ଲାଗି ପୋଷ୍ଟର ଲଗାଯାଇଛି। ରାହୁଲ ଇସ୍ତଫା ଫେରାଇ ନ...

ପ୍ରକାଶ ପାଇଲା ସିବିଏସ୍‌ଇ ଦଶମ ପରୀକ୍ଷା ଫଳ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୨।୭(ବ୍ୟୁରୋ): ସିବିଏସ୍‌ଇ ଦଶମ ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। www.cbse.nic.in ଓ୍ବେବ୍‌ସାଇଟ୍‌ ମାଧ୍ୟମରେ ଛାତ୍ରୀଛାତ୍ର ପରୀକ୍ଷାଫଳ ଦେଖିପାରିବେ । ଚଳିତ ବର୍ଷ ୯୪.୪୦% ପାସ୍‌ ହାର...

Advertisement
Archives

Model This Week