Posted inଜାତୀୟ

୪୫ ବର୍ଷ ତଳେ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ହୋଇଥିଲା ଭାରତ

ନୂଆଦିଲ୍ଲୀ,୧୮ା୫: ଭାରତ ୪୫ ବର୍ଷ ତଳେ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ରର ମାନ୍ୟତା ଳାଭ କରିଥିଲା। ୧୯୭୪ ମେ ୧୮ରେ ରାଜସ୍ଥାନ ପୋଖରାନରେ ଏନେଇ ସଫଳ ପରୀକ୍ଷା ହୋଇଥିଲା। ଭାରତ ଶାନ୍ତି ପ୍ରୟାସରେ ଏହାର ଉପଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ତତ୍କାଳନୀ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହାକୁ ବୁଦ୍ଧ ହସିଲେ ବୋଲି କହିଥିଲେ। ବୁଦ୍ଧ ପୂର୍ଣ୍ଣିମାରେ ଏହା ସମ୍ପନ୍ନ ହୋଇଥିଲା। ଏଠାରେ୨ ହଜାର ଟିଏନ୍‌ଟି କ୍ଷମତା ବିଶିଷ୍ଟ ବିସ୍ଫୋରକ ବ୍ୟବହୃତ ହୋଇଥିଲା। ସ୍ଥାନୀୟ ଲୋହାରିକା ଗାଁ ନିକଟରେ ଥିବା ମଲକା ଗାଁରେ ଏହି ପରୀକ୍ଷଣ କରାଯାଇଥିଲା। ଏଠାରେ ଏକ ସ୍ମାରକ ମଧ୍ୟ ନିର୍ମିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସର ୮ ବିଧାୟକ ସାମ୍ବିଧାନିକ ନିୟମ ଅନୁଯାୟୀ ଭାଜପାରେ ହୋଇଛନ୍ତି ସାମିଲ: ଗୋଆ ବାଚସ୍ପତି…

ପଣଜୀ,୧୨।୧୦ : ନିକଟରେ ଗୋଆରେ ଆଠ ଜଣ କଂଗ୍ରେସ ବିଧାୟକଙ୍କ ଭାଜପାରେ ଯୋଗଦାନ ସମ୍ପର୍କରେ ଗୋଆ ବିଧାନସଭା ବାଚସ୍ପତି ରମେଶ ତାଭଡକର ଏକ ବଡ଼ ବିବୃତ୍ତି...

କରୋନା ଟୀକା ପ୍ରଥମେ ଦିଆଯିବ ଏସବୁ ସହରରେ…

ନୂଆଦିଲ୍ଲୀ, ୨୭।୭: ଭାରତରେ କରୋନା ମହାମାରୀ ସଙ୍କଟ ସୃଷ୍ଟି କରିଛି। ପ୍ରତିଷେଧକ ଟୀକା ପ୍ରସ୍ତୁତିରେ ବିଭିନ୍ନ ଦେଶର ବୈଜ୍ଞାନିକ ଲାଗି ରହିଛନ୍ତି। ଏପରିସ୍ଥଳେ ଭାରତ ମଧ୍ୟ...

ବେରୋଜଗାର ୭.୮୩%କୁ ବୃଦ୍ଧି

ନୂଆଦିଲ୍ଲୀ, ୩ା୫: ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି(ସିଏମ୍‌ଆଇଇ)ର ତଥ୍ୟ ଅନୁସାରେ ମାର୍ଚ୍ଚରେ ବେରୋଜଗାର ହାର ୭.୬୦% ଥିବା ବେଳେ ଏପ୍ରିଲ୍‌ରେ ତାହା ବୃଦ୍ଧି ଘଟି...

ଏଏପି ନେତା ବିଜୟ ନାୟାର, ବ୍ୟବସାୟୀ ଅଭିଷେକ ବୋଇନପଲ୍ଲୀଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ,୧୪ ।୧୧: ଲିକର ପଲିସି ମାମଲାରେ ଆମ ଆଦମୀ ପାର୍ଟି(ଏଏପି)ର ଚିନ୍ତା କମିବାର ନାଁ ନେଉନି । ମିଡିଆ ରିପୋର୍ଟ ଅନୁଯାୟୀ,  ଏଏପି ନେତା ବିଜୟ...

କାମ୍‌ରୁଜ୍ଜନ ସରକାରଙ୍କୁ ଫାଶୀଦଣ୍ଡ

କୋଲକାତା,୭।୭: ସିରିୟଲ କିଲର ଭାବେ ଜଣାଶୁଣା ପଶ୍ଚିମବଙ୍ଗର କାମ୍‌ରୁଜ୍ଜନ ସରକାରଙ୍କୁ ସୋମବାର ଫାଶୀ ଦଣ୍ଡାଦେଶ ଶୁଣାଯାଇଛି। ୯ ମହିଳାଙ୍କୁ ହତ୍ୟା କରିବା ଓ ସେମାନଙ୍କ ୨...

ରାତ୍ର ୯ରୁ ଭୋର୍‌ ୫: ଘରୁ ବାହାରିବା ମନା

ଚଣ୍ଡିଗଡ଼,୧୮।୩: ପଞ୍ଜାବରେ କରୋନା ସଂକ୍ରମଣ ବଢ଼ିଚାଲିଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨ ହଜାର ୪୫...

ବିଏସ୍‌ଏଫ୍ ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ

ଜମ୍ମୁ,୧୨ ।୮: ଜମ୍ମୁ-କଶ୍ମୀର କୁଲଗାମର କାଜିଗୁଣ୍ଡ ଅଞ୍ଚଳରେ ଗୁରୁବାର ବିଏସ୍‌ଏଫ୍ ଯବାନଙ୍କ ଗାଡି ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ସୂଚନା ଅନୁଯାୟୀ, ଯେତେବେଳେ ସେହି...

ଶିବରାଜଙ୍କ ୧୪ ମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲା କଂଗ୍ରେସ

ଭୋପାଳ, ୧୩।୧୦: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ପାଇଁ କଂଗ୍ରେସ ସଙ୍କଟ ସୃଷ୍ଟି କରିଛି। ଶିବରାଜଙ୍କ ୧୪ ଜଣ ମନ୍ତ୍ରୀଙ୍କ ବିରୋଧରେ ରାଜ୍ୟ କଂଗ୍ରେସ...

Advertisement
Archives

Model This Week