୪୧ ବର୍ଷ ପରେ ମା’ଙ୍କୁ ଭେଟିଲେ ପୁଅ

ଚେନ୍ନାଇ,୨୪।୧୧: ତାମିଲନାଡୁରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଦୀର୍ଘ ୪୧ ବର୍ଷ ପରେ ମା’ଙ୍କୁ ଭେଟିଛନ୍ତି ପୁଅ। ଏହି ମିଳନ ପରେ ଉଭୟ ମା’ ଏବଂ ପୁଅ ଭାବବିହ୍ବଳ ହୋଇପଡିଥିଲେ। ତାମିଲନାଡୁରେ ରହୁଥିବା ଧନଲକ୍ଷ୍ମୀ ୧୯୭୬ରେ ଅଭାବ ଅନାଟନ ଭିତରେ ନିଜ ୨ ପୁଅଙ୍କ ସହ ଆଶ୍ରାସ୍ଥଳରେ ରହୁଥିଲେ। ସେଠାରେ କିଛିଦିନ ରହିବା ପରେ ତାଙ୍କୁ ତଡି ଦିଆଯାଇଥିଲା। କୌଣସି ଉପାୟ ନ ପାଇ ସେ ନିଜ ୨ ବର୍ଷର ପୁଅ ଡେଭିଡଙ୍କୁ ଏକ ଅନାଥ ଆଶ୍ରମରେ ଛାଡି ଆସିଥିଲେ। କିଛିଦିନ ପରେ ଡେନମାର୍କର ଜଣେ ଦମ୍ପତ୍ତି ଆସି ଡେଭିଡଙ୍କୁ କୋଳେଇ ନେଇଥିଲେ। ଅନେକ ବର୍ଷ ପରେ ଧନଲକ୍ଷ୍ମୀ ନିଜ ପୁଅକୁ ନେବା ପାଇଁ ଅନାଥ ଆଶ୍ରମ ଆସିଥିଲେ। କିନ୍ତୁ ଅନ୍ୟ ଜଣେ ଦମ୍ପତ୍ତି ତାଙ୍କ ପୁଅକୁ କୋଳେଇ ନେଇଯାଇଥିବା କଥା ଶୁଣି ମନ ଦୁଃଖ କରିଥିଲେ ମଧ୍ୟ ପୁଅ ଡେନମାର୍କରେ ଭଲରେ ଥିବା ଅନାଥ ଆଶ୍ରମ କର୍ମଚାରୀମାନେ ଧନଲକ୍ଷ୍ମୀଙ୍କୁ କହିଥିଲେ। ଏବଂ ତାଙ୍କ ଫଟୋ ମଧ୍ୟ ଦେଖାଇଥିଲେ। ଏଥିରେ ଖୁସି ହୋଇ ଫେରିଯାଇଥିଲେ ଧନଲକ୍ଷ୍ମୀ। ୨୦୧୩ରେ ଡେଭିଡ ଭାରତ ଆସିଥିଲେ ଏବଂ ଆଶ୍ରମ କର୍ମଚାରୀଙ୍କୁ ନିଜ ମା’ଙ୍କ ବିଷୟରେ ପଚାରିଥିଲେ। କିନ୍ତୁ ସେମାନେ ତାଙ୍କ ଠିକଣା ଜାଣି ନ ଥିବା କହିଥିଲେ। କିନ୍ତୁ ମା’ଙ୍କୁ ଖୋଜିବା ବନ୍ଦ କରି ନ ଥିଲେ ଡେଭିଡ୍‌। ପୁଣି ଡେନମର୍କ ପଳାଥିବା ମଧ୍ୟ କିଛି କିଛି ସାମାଜିକ କର୍ମକର୍ତ୍ତାଙ୍କ ସହ ଯୋଗାଯୋଗରେ ଥିଲେ। ଦୀର୍ଘ ୬ ବର୍ଷ ପରେ ସେ ଗତ ଶନିବାର ଦିନ ନିଜ ମା’ଙ୍କୁ ଭେଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିକା ପାଇଁ କମ୍ପାନୀ ରିହାତି

ବେଙ୍ଗାଲୁରୁ, ୨୪।୬: କୋଭିଡ୍‌ ଟିକାକୁ ନେଇ କେତେକଙ୍କ ମଧ୍ୟରେ ରହିଥିବା କୁଣ୍ଠାବୋଧ ଦୂର କରିବା ଓ ଟିକାକରଣ ଅଭିଯାନରେ ବହୁସଂଖ୍ୟାରେ ସାମିଲ ହେବାକୁ ପ୍ରୋତ୍ସାହିତ କରିବା...

୪ ଖାଦ୍ୟ ପ୍ଲେଟ୍‌ ମଧ୍ୟରୁ କିଏ ଅସଲି କିଏ ନକଲି, ଚିହ୍ନିଲେ ଦେଖି…

ଅନେକ ଲୋକ ଚିତ୍ର ଆଙ୍କିବାକୁ ପସନ୍ଦ କରନ୍ତି। କିନ୍ତୁ ସମସ୍ତେ ଭଲ ଚିତ୍ର ଆଙ୍କିବାରେ ସକ୍ଷମ ହୋଇପାରନ୍ତି ନାହିଁ। ପେଣ୍ଟିଂ ହେଉଛି ଏପରି ଏକ କଳା...

ସପ୍ତାହରେ ୨ ଦିନ ବନ୍ଦ ରହିବ ଡେରାଡୁନ

ଡେରାଡୁନ,୪।୬: କରୋନା ସଂକ୍ରମଣ ଦୃଷ୍ଟିରୁ ଗତ ମାର୍ଚ୍ଚ ମାସଠାରୁ ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ଜୁନ୍‌ ପହିଲାରୁ ଅନ୍‌ଲକ୍‌ ୧.୦ ଲାଗୁ କରାଯାଇଛି। ଏହି...

ଦୈନିକ ସଂକ୍ରମଣ ୨ ଶହ ଟପିଲା…

ନୂଆଦିଲ୍ଲୀ, ୨୬।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ନୀତିଶ-ସୁଶୀଲଙ୍କ ଇଫତାର ପାର୍ଟି: ବିବାଦୀୟ ମନ୍ତବ୍ୟ ଦେଲେ ଗିରିରାଜ

ପାଟନା, ୪।୬: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ସୁଶୀଲ ମୋଦିଙ୍କ ଇଫତାର୍‌ ପାର୍ଟି ନେଇ କେନ୍ଦ୍ରୀୟ ପଶୁପାଳନ ମନ୍ତ୍ରୀ ଗିରିରାଜ ସିଂ ବିବାଦୀୟ ମନ୍ତବ୍ୟ...

ମାଡ଼ି ଆସିଲା ବିପଦ: ବ୍ଲାକ୍‌-ହ୍ବାଇଟ୍‌ ପରେ ଏବେ ୟେଲୋ ଫଙ୍ଗସ୍‌ ଆତଙ୍କ..

ଗାଜିଆବାଦ୍‌,୨୪।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। କରୋନା ଭୂତାଣୁ ସହିତ ବ୍ଲାକ୍‌ ଏବଂ ହ୍ବାଇଟ୍‌ ଫଙ୍ଗସ୍‌ ନେଇ ଦେଶରେ ସଙ୍କଟ...

ବଂଶଧାରା ଜଳ ବିବାଦ: ଦୀପାବଳି ପରେ ଚୂଡ଼ାନ୍ତ ଶୁଣାଣି…

ନୂଆଦିଲ୍ଲୀ/ଭୁବନେଶ୍ୱର,୨୫।୯: ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଜାରି ରହିଥିବା ବଂଶଧାରା ଜଳ ବିବାଦ ମାମଲାରେ ଶନିବାର ସୁପ୍ରିମ୍‌କୋର୍ଟ ସ୍ବତନ୍ତ୍ର ଲିଭ୍‌ ପିଟିଶନ ଜାରି କରିଛନ୍ତି। ୨୦୧୭...

ମୋଦି ନେତା, ରାଜନାଥ ଉପନେତା

ନୂଆଦିଲ୍ଲୀ,୧୩ା୬(ପି.ଟି.): ଭାଜପା ସଂସଦୀୟ ଦଳ କାର୍ଯ୍ୟକାରିଣୀ କମିଟି ବୁଧବାର ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାରେ ଏହାର ନେତା ହୋଇଥିବାବେଳେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ...

Advertisement
Archives

Model This Week