Posted inଜାତୀୟ

୩ ଆଇଏସ୍‌ ସହଯୋଗୀ ଗିରଫ

ନୂଆଦିଲ୍ଲୀ,୨୬ା୧୧: ଆଇଏସ୍‌ ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖିଥିବା ୩ ଆତଙ୍କବାଦୀଙ୍କୁ ବିସ୍ଫୋରକ ସହ ଦିଲ୍ଲୀ ପୋଲିସ ଆସାମ୍‌ର ଗୋଲ୍‌ପାରାରୁ ଗିରଫ କରିଛି। ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ କରିବା ଲାଗି ଏମାନେ ଯୋଜନା କରୁଥିଲେ ବୋଲି ଜଣାପଡ଼ିଛି। ଗିରଫ ରଣଜୀତ ଅଲି, ମୁକଦର ଓ ଜମିଲ୍‌ଙ୍କୁ ହେପାଜତ୍‌କୁ ନିଆଯାଇ ଜେରା କରାଯାଉଛି। ଏମାନଙ୍କଠାରୁ ଆଇଇଡି ଜବତ କରାଯାଇଥିବା ସ୍ପେଶାଲ ସେଲ୍‌ ଡିସିପି ପ୍ରମୋଦ ସିଂ କୁଶ୍‌ଓ୍ବାହ ପ୍ରକାଶ କରିଛନ୍ତି। ଦିଲ୍ଲୀ ପୋଲିସ ଓ ଆସାମ ପୋଲିସର ମିଳିତ ଅପରେଶନ ସେମାନଙ୍କ ଯୋଜନାକୁ ପଣ୍ଡ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଭିନ୍ନ ଧର୍ମାବଲମ୍ବୀଙ୍କ ମଧ୍ୟରେ ହେଉଥିବା ବିବାହରେ ୩୦ ଦିନିଆ ନୋଟିସ୍‌ ବାଧ୍ୟତାମୂଳକ ନୁହେଁ

ଆହ୍ଲାବାଦ୍‌,୧୪।୧: ଦୁଇ ଭିନ୍ନ ଧର୍ମାବଲମ୍ବୀଙ୍କ ମଧ୍ୟରେ ସ୍ପେଶାଲ ମ୍ୟାରେଜ୍‌ ଆକ୍ଟ ଅନୁସାରେ ହେଉଥିବା ବିବାହରେ ୩୦ ଦିନିଆ ନୋଟିସ୍‌ ବାଧ୍ୟତାମୂଳକ ନୁହେଁ। ଏନେଇ ଆହ୍ଲାବାଦ ହାଇକୋର୍ଟ...

କିଏ ସେହି ସିଦ୍ଧୁ ମୁସେୱାଲା?

ଅମୃତସର,୨୯।୫: ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଦିନ ଦ୍ୱିପହରରେ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।...

ଥରୁରଙ୍କୁ ଇଂରାଜୀ ଶିଖାଇଲେ ଅଠାୱଲେ!

ନୂଆଦିଲ୍ଲୀ,୧୧ ।୨: ନିଜର ଇଂରାଜୀ ଜ୍ଞାନ ଓ କଠିନ ଶବ୍ଦର ବ୍ୟବହାରକୁ ନେଇ ଚର୍ଚ୍ଚାରେ ରହୁଥିବା କଂଗ୍ରେସର ବରିଷ୍ଠ ନେତା ଓ ତିରୁଭାନନ୍ତପୁରମର ଲୋକ ସଭା...

ଲଦାଖରେ ଶକ୍ତି ବଢ଼ାଉଛି ଭାରତ

ନୂଆଦିଲ୍ଲୀ,୪।୮: ଚାଇନା ସହ ସୀମା ବିବାଦ ସମାଧାନ ହେବା ପରିବର୍ତ୍ତେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଚାଇନାର ସାମ୍ରାଜ୍ୟବାଦୀ ଆଭିମୁଖ୍ୟ ଯୋଗୁ ଭାରତ ସୀମାରେ ଶକ୍ତି ବୃଦ୍ଧି...

ଦ୍ୱିତୀୟ ଡୋଜ ଟିକା ନେଇଥିଲେ ବି ବଢୁଛି ସଂକ୍ରମଣ: ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଜମ୍ମୁ,୭ ।୧୧: ଜମ୍ମୁ-କଶ୍ମୀରରେ ବିଭିନ୍ନ ପ୍ରକାର ଉତ୍ସବ ପାଳନ ସମୟରେ କୋଭିଡ ଏସ୍‌ଓପିର ଅବମାନନା କରିବା ଏବେ ମହଙ୍ଗା ପଡିଛି । ନୂଆ ସଂକ୍ରମିତଙ୍କ ମଧ୍ୟରେ...

ନବବିବାହିତ ସ୍ତ୍ରୀଙ୍କ ସହ ଝଗଡା: ଚରମ ପଦକ୍ଷେପ ନେଲେ ଏହି ଖେଳାଳି

ଜାମସେଦ୍‌ପୁର,୧୧।୮: ନବବିବାହିତ ସ୍ତ୍ରୀଙ୍କ ସହ ଝଗଡା ହେବାରୁ ଜଣେ ଜାତୀୟସ୍ତରର ହ୍ୟାଣ୍ଡବଲ ଖେଳାଳି ବ୍ୟକ୍ତିଗତ ରିଭଲଭର ସାହାଯ୍ୟରେ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି। ଜାମସେଦପୁରର ଗୋଲମୁରୀରେ...

୧.୨୯ କୋଟି ଭାକ୍ସିନ୍‌ କିଣିଛନ୍ତି ଘରୋଇ ହସ୍ପିଟାଲ, ବ୍ୟବହାର ହୋଇଛି ୨୨ ଲକ୍ଷ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୧୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ମେ’ ମାସରେ...

୪୧ ବର୍ଷ ମଧ୍ୟରେ ବିଭିନ୍ନ ରାଜ୍ୟରେ ଗଠିତ ହୋଇଛି ୪୦ ମେଣ୍ଟ ସରକାର: ହାରାହାରି କାର୍ଯ୍ୟକାଳ ୨୬ ମାସ

ନୂଆଦିଲ୍ଲୀ,୩।୧୧: ଦେଶର ବିଭିନ୍ନ ରାଜ୍ୟରେ ଗତ ୪୧ ବର୍ଷ ମଧ୍ୟରେ ୧୯୭୭ଠାରୁ ୪୦ ମେଣ୍ଟ ସରକାର ଗଠନ ହୋଇଛି। ତେବେ ଏସବୁ ସରକାରଙ୍କ ହାରାହାରି କାର୍ଯ୍ୟକାଳ...

Advertisement
Archives

Model This Week