୨୫ କଂଗ୍ରେସ କର୍ମୀ ଗିରଫ

ଭୁବନେଶ୍ୱର,୩।୧୨(ବ୍ୟୁରୋ): ପୁରୀରେ ନାବାଳିକାଙ୍କୁ ଗଣବଳାତ୍କାର ଘଟଣାରେ ରାଜ୍ୟ କଂଗ୍ରେସ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ରାତିରେ ନବୀନ ନିବାସ ଘେରାଉ ଉଦ୍ୟମ କରାଯାଇଥିଲା। ମାଷ୍ଟରକ୍ୟାଣ୍ଟିନସ୍ଥିତ କଂଗ୍ରେସ ଭବନରୁ ଶତାଧିକ କର୍ମୀ ରାତି ପ୍ରାୟ ୧୧ଟାରେ କ୍ୟାଣ୍ଡେଲ ଧରି ନବୀନ ନିବାସ ଅଭିମୁଖେ ବାହାରିଥିଲେ। ଶିଶୁଭବନ ଛକ ନିକଟରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ କଂଗ୍ରେସ କର୍ମୀମାନଙ୍କୁ ବୁଝାଇଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ। ପୁରୀ ଜିଲାପାଳଙ୍କ ଇସ୍ତଫା ସହ ନାବାଳିକାଙ୍କୁ ନ୍ୟାୟ ଦିଆଯାଉ ବୋଲି ସେମାନେ ଦାବି କରି ରାସ୍ତା ଉପରେ ବସି ରହିଥିଲେ। ଶେଷରେ ପୋଲିସ ୨୫ରୁ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀଙ୍କୁ ଗିରଫ କରି ନେଇଥିଲା। ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାନ, ଗୁଟ୍‌ଖା ଖାଇ ଶ୍ରୀମନ୍ଦିରକୁ ପ୍ରବେଶ ମନା

ପୁରୀ ଅଫିସ, ୩୦।୭: ଏଣିକି ପାନ ଖାଇ କେହି ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ। ସେବାୟତ ହୁଅନ୍ତୁ ଅବା ଭକ୍ତ କେହି ବି ଧରାପଡ଼ିଲେ ସେମାନଙ୍କଠାରୁ...

ଅଧିକାରୀଙ୍କ ସହ ସଲାସୁତୁରା: ଚାଲିଛି ଟିକସ ଫାଙ୍କି ଖଣିଜ କାରବାର

ଭୁବନେଶ୍ୱର (ବ୍ୟୁରୋ)/ ଯୋଡ଼ା (ଡି.ଏନ.ଏ.), ୮ା୧୧: ୨୦୧୦-୧୧ରେ ଓଡ଼ିଶାର ଖଣି ଦୁର୍ନୀତି ସାରା ଦେଶରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏମ୍‌.ବି. ଶାହ କମିଶନ ଓ...

ରାଜନଗରରେ ବିଜେଡିର ବାଜିମାତ, ଧ୍ରୁବ ବିଜୟୀ

ରାଜନଗର, ୨୩।୫(ଡି.ଏନ୍‌.ଏ.)- ରାଜନଗର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଧ୍ରୁବ ଚରଣ ସାହୁ କଂଗ୍ରେସର ଅଂଶୁମାନ ମହାନ୍ତିଙ୍କୁ ହରାଇ ବିଜୟୀ ହୋଇଛନ୍ତି। ଧ୍ରୁବ ପ୍ରାୟ ୧୬,୭୨୫...

ଆଜିଠୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଯାଞ୍ଚ କଡ଼ାକଡ଼ି

ଭୁବନେଶ୍ୱର, ୨୩।୬(ସତ୍ୟଜିତ୍‌ ରାଉତ): ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇ ନ ଥିଲେ ଚାଳକ ତଣ୍ଡ ଗଣିବେ। ଜୁନ୍‌ ୨୩ ଅର୍ଥାତ ଶୁକ୍ରବାରଠାରୁ ଏନେଇ ସ୍ପେଶାଲ...

ଭାଜପା ସହ ବୁଝାମଣା ପାଇଁ ସବୁ ଦଳ ପିଣ୍ଡାରେ ବସୁଛନ୍ତି: ବିଷ୍ଣୁ

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବିବାଦୀୟ ମନ୍ତବ୍ୟ। ମଙ୍ଗଳବାର ଭାଜପା ସହ ବୁଝାମଣା ପାଇଁ ସମସ୍ତେ ଆଗ୍ରହୀ କି ପ୍ରଶ୍ନରେ ବିଷ୍ଣୁ...

ବଳାତ୍କାର ପୀଡ଼ିତାଙ୍କୁ ୫ ଲକ୍ଷ ଦିଅ

କଟକ ଅଫିସ୍‌/କୁଜଙ୍ଗ, ୨୪।୯ (ଡି.ଏନ୍‌.ଏ.):ଜଗତ୍‌ସିଂପୁର ଜିଲା କୁଜଙ୍ଗ ଥାନା ଅଞ୍ଚଳର ବଳାତ୍କାରର ଶିକାର ହୋଇଥିବା ଜଣେ ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ...

ସମ୍ବଲପୁର ହିଂସାକାଣ୍ଡ ଘଟଣା: ୪ ଜଣିଆ ଯାଞ୍ଚ ଟିମ ଗଠନ କଲା ଭାଜପା

ଭୁବନେଶ୍ୱର,୨୮।୪(ବ୍ୟୁରୋ): ହନୁମାନ ଜୟନ୍ତୀ ପୂର୍ବରୁ ସମ୍ବଲପୁରରେ ଘଟିଥିବା ବ୍ୟାପକ ହିଂସାକାଣ୍ଡର ତଦନ୍ତ ନିମନ୍ତେ ଭାଜପା ଏକ ୪ ଜଣିଆ ଯାଞ୍ଚ ଟିମ ଗଠନ କରିଛି। ଏହି...

ଆଇଆଇସି ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ସ୍ତ୍ରୀ

ଗୁଣପୁର/ରାମନାଗୁଡ଼ା,୨୭ା୩(ଡି.ଏନ୍‌.ଏ.): ସର୍ଭିସ ରିଭଲଭରରୁ ଗୁଳି ଫୁଟି ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଆଇଆଇସି ଦେବ୍‌ ଗମାଙ୍ଗଙ୍କ ମୃତ୍ୟୁ ଘଟଣାରେ ଶନିବାର ମୁହଁ ଖୋଲିଛନ୍ତି ସ୍ତ୍ରୀ କିରଣ...

Advertisement
Archives

Model This Week