୨ଶହ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ‘ହାଉସ୍‌ଫୁଲ୍‌-୪’

ମୁମ୍ବାଇ: ଗତ ଧନତେରସରେ ରିଲିଜ ହୋଇଥିବା ବଲିଉଡ୍‌ ମୁଭି ‘ହାଉସ୍‌ଫୁଲ-୪’ ଏବେ ୨ଶହ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି। ଅକ୍ଷୟ କୁମାର, ବବି ଦେଓଲ, ରିତେଶ ଦେଶମୁଖ, କ୍ରିତି ସାନନ, ପୂଜା ହେଗଡେ ଓ କୃତି ଖରବନ୍ଦାଙ୍କ ଭଳି କଳାକାର ଏଥିରେ ଅଭିନୟ କରିଛନ୍ତି। ସୋମବାର ଏହା ୫.୫୦ରୁ ୫.୭୫ କୋଟି ବ୍ୟବସାୟ କରିଛି। ତେବେ ୧୧ଦିନ ମଧ୍ୟରେ ଫିଲ୍ମଟି ପ୍ରାୟ ୧୭୫ କୋଟି ଆୟ କରିଥିବା ଜଣାପଡିଛି। ତେଣୁ ଏହାକୁ ଦେଖିଲେ ଲାଗୁଛି କି ଏହା ଖୁବ୍‌ଶୀଘ୍ର ୨ଶହ କୋଟି କ୍ଲବରେ ସାମିଲ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଅଜୟ ଦେବଗନଙ୍କ ପୂର୍ବରୁ ଏହି ଅଭିନେତାଙ୍କୁ ପ୍ରେମ କରି ବସିଥିଲେ କାଜୋଲ

କୁହାଯାଏ ପ୍ରେମ ଯେତେ ଲୁଇଲେ ବି ଲୁଚି ରହେନା। ସେହିଭଳି ବଲିଉଡ ସେଲିବ୍ରିଟିଙ୍କ ପ୍ରେମ କାହାଣୀ ବେଶ୍‌ ମଧ୍ୟ ବହୁତ ରଙ୍ଗୀନ। ଅଭିନେତ୍ରୀ କାଜୋଲଙ୍କ ପ୍ରେମ...

‘ହେରା ଫେରି ୩’ରେ କାର୍ତ୍ତିକ ନୁହେଁ ବରଂ ରାଜୁ ଭୂମିକାରେ ନଜର ଆସିବେ ଅକ୍ଷୟ, ଫିଲ୍ମର ଶୁଟିଂ ଆରମ୍ଭ

ମୁମ୍ବାଇ: ଫିଲ୍ମ ‘ହେରା ଫେରି ୩’ ଦର୍ଶକ ଅପେକ୍ଷା କରି ରହିଛନ୍ତି। ଏହି ସମୟରେ ଫିଲ୍ମକୁ ନେଇ ଏକ ଖବର ସାମ୍ନାକୁ ଆସିଛି। ବାସ୍ତବରେ, ‘ଭୁଲ...

ରୋମାଣ୍ଟିକ ମୁଡରେ ବିରୁଷ୍କା

ମୁମ୍ବାଇ: ବଲିଉଡ ପାୱାର କପୁଲ ଅନୁଷ୍କା ଶର୍ମା ଓ ବିରାଟ କୋହଲି ନିକଟରେ ଇଣ୍ଡିଆ ସ୍ପୋର୍ଟସ ଅନର ଆୱାର୍ଡରେ ପହଞ୍ଚିଥିଲେ । ଉଭୟ ସେମାନଙ୍କ ଲୁକକୁ...

ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ଲଗାତାର ବଦଳା ଯାଇଛି କମ୍ପାନୀର ଆଇପି ଆଡ୍ରେସ୍‌!

ମୁମ୍ବାଇ, ୧୧।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଜୁନ୍‌ ୨୩ଠାରୁ ଅଗଷ୍ଟ ୭ ମଧ୍ୟରେ ତାଙ୍କ କମ୍ପାନୀର ଆଇପି ଆଡ୍ରେସ୍‌ ୩...

ଶେଷରେ ମୁହଁ ଖୋଲିଲେ ଅଙ୍କିତା: ସୁଶାନ୍ତଙ୍କ ମୃତ୍ୟୁକୁ ନେଇ କହିଲେ….

ବମ୍ବେ: ପ୍ରେମିକା ହେବ ତ ଅଙ୍କିତା ଲୋଖଣ୍ଡେଙ୍କ ଭଳି। ରିୟା ଚର୍କବର୍ତ୍ତୀଙ୍କ ଭଳି ନୁହେଁ। ଏକଥା ଆମେ କହୁନାହୁଁ କହୁଛନ୍ତି ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ...

ସ୍ବାମୀ ପ୍ରଥମ ବିବାହ କରିବା ବେଳେ ୧୧ ବର୍ଷର ଥିଲେ ଏହି ଅଭିନେତ୍ରୀ: କହିଥିଲେ ‘ ବିବାହର ଶୁଭେଚ୍ଛା ଅଙ୍କଲ’

ବମ୍ବେ: ବଲିଉଡ୍‌ର ବେବୋଙ୍କ ହାତ ଧରିବା ପୂର୍ବରୁ ନିଜଠାରୁ ବାର ବର୍ଷ ବଡ଼ ଅଭିନେତ୍ରୀ ଅମୃତା ସିଂହଙ୍କୁ ବିବାହ କରିଥିଲେ ନବାବ ସୈଫ ଅଲ୍ଲୀ ଖାନ।...

ପୁଣି ପୂର୍ବତନ ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ରାଖୀ

ପୁଣି ଚର୍ଚ୍ଚାରେ ଡ୍ରାମା କୁଇନ ରାଖୀ ସାୱନ୍ତ। ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଆଣଛନ୍ତି ରାଖୀ। ଦୁହେଁ ପରସ୍ପର ଉପରେ ଲଗାତର ଅଭିଯୋଗ ଆଣିବାରେ ଲାଗିଛନ୍ତି। ଏବେ...

ଗାୟତ୍ରୀ ମନ୍ତ୍ରରୁ ନୂଆ ବର୍ଷ ଆରମ୍ଭ କଲେ ଅକ୍ଷୟ କୁମାର

ନୂଆ ବର୍ଷ ଆରମ୍ଭ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅକ୍ଷୟ କୁମାର ମଧ୍ୟ...

Advertisement
Archives

Model This Week