୨ଫୁଟ ବରକୁ ୬ ଫୁଟ କନ୍ୟା

ଇସଲାମାବାଦ,୨୨।୧୧: ପାକିସ୍ତାନ ବାସିନ୍ଦା ବୁରହାନ ଚିସ୍ତିଙ୍କ ଉଚ୍ଚତା ୨ ଫୁଟ୍‌। ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାହା ପୁଣି ତାଙ୍କ ବିବାହ ସମୟର। ଉକ୍ତ ଭିଡିଓରେ ସେ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖାଯାଇଛି। ତାହାପୁଣି ଜଣେ ୬ ଫୁଟ୍‌ କନ୍ୟା ସହ। ସୂଚନାଯୋଗ୍ୟ, ଚିସ୍ତି ପିଲାବେଳୁ ପୋଲିଓରେ ଆକ୍ରାନ୍ତ ଥିବା ବେଳେ ତାଙ୍କର ଉଚ୍ଚତା ଆଉ ବଢି ପାରି ନ ଥିଲା। ହେଲେ ସେ ତାଙ୍କ ଜୀବନରେ ଖୁବ୍‌ ମଜା କରୁଥିବା ଲୋକେ କୁହନ୍ତି। ଯେବେବି ସେ କୌଣସି ସେଲିବ୍ରିଟି ସହ ସାକ୍ଷାତ୍‌ କରନ୍ତି ସେତେବେଳେ ସେ ସାଙ୍ଗେ ସାଙ୍ଗେ ତାଙ୍କ ସହ ସେଲ୍‌ଫି ନେଇ ତାକୁ ସୋସିଆଲ ମିଡିଆରେ ଅପଲୋଡ କରି ଦିଅନ୍ତି। ଏବେ ତାଙ୍କ ବିବାହରେ ମଧ୍ୟ ସେ ଖୁବ୍‌ ମଜା କରିଥିବା ଦେଖାଯାଇଛି। ପ୍ରଥମେ ହ୍ବିଲ ଚେୟାରେ ବସି ଡ୍ୟାନ୍ସ କରୁଥିବା ଚିସ୍ତିଙ୍କୁ ତାଙ୍କ ସାଥୀମାନେ ପରେ କୋଳକୁ ଉଠାଇ ନେଉଥିବା ଭିଡିଓରେ ଦେଖାଯାଇଛି। ଆଉ ଏହି ବିବାହରେ ଯୋଗ ଦେଇଥିବା ଅତିଥିମାନେ ମଧ୍ୟ ଖୁବ୍‌ ମଜା କରିଛନ୍ତି। କୁହାଯାଏ ପାଖାପାଖି ୧୩ଟି ଦେଶରୁ ଅତିଥି ଚିସ୍ତିଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ

ଇସ୍‌ଲାମାବାଦ,୨୮।୩: ପାକିସ୍ତାନ ବିରୋଧୀ ଦଳ ନେତା ତଥା ପିଏମ୍‌ଏଲ୍‌-ଏନ୍‌ ଅଧ୍ୟକ୍ଷ ଶେହବାଜ ଶରିଫ୍‌ ସୋମବାର ନ୍ୟାଶନାଲ ଆସେମ୍ବ୍ଲିରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ...

ଓମିକ୍ରନ୍‌କୁ ମାଇଲ୍ଡ ବୋଲି ବୁଝିବା ବଡ ଭୁଲ୍ ହେବ: ଡବ୍ଲୁଏଚଓ

ଜେନେଭା,୭ ।୧: କରୋନା ଭାଇରସର ଓମିକ୍ରନ୍ ଭାରିଏଣ୍ଟ ଏବେ ସାରା ବିଶ୍ୱରେ ତାଣ୍ଡବ ରଚି ଚାଲିଛି । ଏହା କିନ୍ତୁ ଡେଲ୍ଟା ଭଳି ପ୍ରାଣଘାତି ନୁହେଁ...

ଛୋଟ ବଡି ବିଲ୍ଡର

ବଡି ବିଲ୍ଡରଙ୍କ କଥା ଉଠିଲେ ବଳିଷ୍ଠ ମାଂସପେଶୀ ଥିବା ଜଣେ ଡେଙ୍ଗା ବ୍ୟକ୍ତିଙ୍କ ଚେହେରା ଆପେ ମନକୁ ଆସିଯାଏ। ହେଲେ ଜଣେ କମ୍‌ ଉଚ୍ଚତା ବିଶିଷ୍ଟ...

ନ ଛୁଇଁଲେ ବି ବାଜିବ ମନ୍ଦିରର ଘଣ୍ଟି

ମନ୍ଦସୌର,୧୩।୬: କରୋନା ସଂକ୍ରମଣକୁ ନେଇ ଲାଗୁ କରାଯାଇଥିବା ଲକ୍‌ଡାଉନ ହଟିବା ପରେ ଏବେ ଧାର୍ମିକସ୍ଥଳ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ହେଲେ ସେଠାରେ ସାମାଜିକ ଦୂରତା...

ମହାକାଶରେ ବନ୍ଧା କୋବି ଚାଷ କଲା ନାସା

ଓ୍ବାଶିଂଟନ, ୧୨।୩: ମହାକାଶ ଗବେଷଣା ସଂସ୍ଥା ନାସା ଏକ ନୂଆ ଅଧ୍ୟୟନ କରିଛି। ମହାକାଶରେ ନାସାର ବୈଜ୍ଞାନିକ ସାଲାଡରେ ବ୍ୟବହାର କରାଯାଉଥିବା ବନ୍ଧା କୋବି(ଲେଟସ୍‌) ଚାଷ...

ଟ୍ରମ୍ପ୍‌ଙ୍କ ପାଖକୁ ଜହର ପ୍ୟାକେଟ: ସୁରକ୍ଷା ଅଧିକାରୀଙ୍କ ହାତରେ ପଡ଼ିଲା ଧରା

ଓ୍ବାଶିଂଟନ, ୨୦।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପାଖକୁ ପଠାଯାଇଥିବା ଏକ ଜହର ପ୍ୟାକେଟ ସୁରକ୍ଷା ଅଧିକାରୀଙ୍କ ହାତରେ ଧରା ପଡ଼ିଛି। ଏଥିରେ ରିସିନ୍‌ ନାମକ...

ଗର୍ଭବତୀ ମହିଳାଙ୍କ ପରି ବଢୁଥିଲା ଏହି ବ୍ୟକ୍ତିଙ୍କ ପେଟ, କାରଣ ଜାଣି ଡାକ୍ତର ହେଲେ ଆଶ୍ଚର୍ଯ୍ୟ

ମାନବ ଶରୀର ଅତ୍ୟନ୍ତ ଅଜବ। ଆହୁରି ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯଦି ଜଣେ ପୁରୁଷଙ୍କ ପେଟ ଗର୍ଭବତୀ ମହିଳାଙ୍କ ପରି ବଢ଼ିଚାଲେ। ସେମିତି...

ରାଜରାସ୍ତାରେ ଯମରାଜ-ଚିତ୍ରଗୁପ୍ତ ଯୋଡ଼ି: ଭିଡ଼ିଓ ଭାଇରାଲ

ରାୟପୁର, ୧୮।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଛତିଶଗଡ଼ରେ ଯମରାଜ ଏବଂ ଚିତ୍ରଗୁପ୍ତଙ୍କ ଯୋଡ଼ି ରାଜରାସ୍ତାରେ ବୁଲିବୁଲି ଲୋକଙ୍କୁ କରୋନା ସଂକ୍ରମଣରୁ...

Advertisement
Archives

Model This Week