୧୨ ତାଲିବାନ୍‌ ଆତଙ୍କବାଦୀ ନିହତ: ୧୬ ସାଧାରଣ ଲୋକ ମୁକ୍ତ

କାବୁଲ,୨୦।୧୦: ଆଫଗାନିସ୍ତାନରେ ମିଳିତ ସୁରକ୍ଷାବଳଙ୍କୁ ଏନ୍‌ କାଉଣ୍ଟରରେ ୧୨ ତାଲିବାନ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି। ତାଲିବାନ୍‌ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ହୋଇଥିବା ୧୬ ଜଣ ସାଧାରଣ ଲୋକଙ୍କୁ ମିଳିତ ସୁରକ୍ଷାକର୍ମୀ ମୁକ୍ତ କରିଛନ୍ତି। ବାଘଲାନ୍‌ ପ୍ରଦେଶର ଉତ୍ତର ଅଞ୍ଚଳରେ ଜାରି ରହିଥିବା ସର୍ଚ୍ଚ ଅପରେଶନ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ଏହି ସଫଳତା ମିଳିଛି। ତାଲିବାନ୍‌ ଆତଙ୍କବାଦୀ ଅପହୃତଙ୍କୁ ଦାଣ୍ଡ୍‌-ଇ-ଘୋରି, ଦାଣ୍ଡ୍‌-ଇ-ଶାହାବୁଦ୍ଦିନ୍‌ ଏବଂ କିଲାଗାଇଠାରେ ବନ୍ଦୀ ଭାବେ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ହଟା ନ ଗଲେ ଆସିବ ମହାଭିଯୋଗ

ଓ୍ବାଶିଂଟନ୍‌,୮।୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ନେଇ ରାଜନୈତିକ କନ୍ଦଳ ଦେଖାଯାଇଛି। ଆମେରିକାର କ୍ୟାପିଟାଲ ହିଲ ବିଲଡିଂ ବାହାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ହିଂସା...

ଫ୍ରାନ୍ସ ନାଗରିକତ୍ୱ ଚାହାନ୍ତି ବୋରିସ୍‌ଙ୍କ ପିତା

ପ୍ୟାରିସ୍‌, ୨।୧: ୟୁରୋପୀୟ ୟୁନିୟନରୁ ବ୍ରିଟେନ ଅଲଗା ହେବାପରେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନଙ୍କ ପିତା ଷ୍ଟାନଲି ଜନସନ୍‌ ଫ୍ରାନ୍ସର ନାଗରିକ ହେବା ପାଇଁ ଇଚ୍ଛା କରିଛନ୍ତି।...

ଆଫଗାନୀସ୍ତାନରୁ ଆମେରିକା ସୈନ୍ୟ ହଟିବେ;ଗୋଇନ୍ଦା ବିଭାଗ ପୂର୍ବ ଭଳି ଜାରି ରଖିବ କାର୍ଯ୍ୟ: ଟ୍ରମ୍ପ୍‌

ଓ୍ବାଶିଂଟନ,୨।୭: ତାଲିବାନ୍‌ ଏବଂ ଆମେରିକା ମଧ୍ୟରେ ଶାନ୍ତି ପ୍ରୟାସ ଜାରି ରହିଛି। ଏହା ଅନ୍ତର୍ଗତ ଆମେରିକା ଆଫଗାନୀସ୍ତାନରୁ ସୈନ୍ୟ ହଟାଇବା ପାଇଁ ଯୋଜନା କରିଛି। ତେବେ...

ଗାଡ଼ିରେ ଲେଖାଥିଲା ପ୍ରେସ୍‌, ଭିତରୁ ବାହାରିଲା ମେଣ୍ଢା; ପୂରା ଘଟଣା ଜାଣିଲେ…

ଶ୍ରୀନଗର,୧୬ା୭: ସୋସିଆଲ ମିଡିଆରେ ଏବେ ଏକ ଫଟୋ ଖୁବ୍‌ ଭାଇରାଲ ହେଉଛି। ଯେଉଁ ଫଟୋଟି ଜମ୍ମୁ-କଶ୍ମୀରର ବୋଲି ଜଣାପଡୁଛି। ଏହି ଫଟୋରେ ଏକ ଅଟୋରେ ପ୍ରେସ୍‌...

ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ୍‌: ୬ ତାଲିବାନ୍‌ ଆତଙ୍କବାଦୀ ମୃତ

କାବୁଲ,୨୪।୧୧: ଆଫଗାନିସ୍ତାନର ଉତ୍ତର ବଲଖା ପ୍ରଦେଶରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ୬ ତାଲିବାନ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୪ରୁ ଅଧିକ ଆତଙ୍କବାଦୀ ଆହତ ହୋଇଥିବା...

ପାର୍କିଂ ସ୍ଥାନରେ ଚାଲିଛି ପାଠପଢ଼ା, ଫିସ୍‌ ଶୁଣିଲେ ଉଡିଯିବ ହୋସ୍‌

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ଏବଂ ଶଟ୍‌ଡାଉନ୍‌ ପାଇଁ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଥିଲା। ଏବେ ଧୀରେ ଧୀରେ ଅନ୍‌ଲକ୍‌ ଚାଲୁ ହେଲାଣି।...

ରେଲ୍‌ଓ୍ବେ କ୍ରସିଂରେ ଠିଆ ହୋଇଥିଲା କାର୍‌ ଭର୍ତ୍ତି ଟ୍ରକ୍‌, ଦ୍ରୁତ ଗତିରେ ଆସିଲା ଟ୍ରେନ୍‌; ଆଉ ତା’ ପରେ…

ଓ୍ବାଶିଂଟନ,୨୨ା୧୦:  ଆମେରିକାର ଓକାଲୋହୋମାରେ ଶୁକ୍ରବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଗୋଟିଏ କାର୍‌ ଭର୍ତ୍ତି ଟ୍ରକ୍‌ ଲେଭଲ କ୍ରସିଂ ନିକଟରେ ରାସ୍ତା ପାର୍‌ ପାଇଁ ଠିଆ...

ଆଷ୍ଟ୍ରାଜେନିକର ଗୋଟିଏ ଡୋଜ୍‌ ପାଇଁ ଏକ ଡଲାର ଲାଞ୍ଚ, ବ୍ରାଜିଲରେ ଭାକ୍ସିନ୍‌ ସଙ୍କଟ …

ବ୍ରାସିଲିଆ,୧।୭: ବ୍ରାଜିଲ୍‌ରେ ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ ଦୁର୍ନୀତି ପରେ ଏବେ ଆଷ୍ଟ୍ରାଜେନିକା ଭାକ୍ସିନ୍‌କୁ ସଙ୍କଟ ଦେଖାଦେଇଛି। ଆଷ୍ଟ୍ରାଜେନିକା ଭାକ୍ସିନ୍‌ କିଣାଯିବାରେ ବ୍ୟାପକ ଅର୍ଥ ହେର୍‌ଫେର୍‌ ହୋଇଥିବା...

Advertisement


Archives

Model This Week