Posted inଜାତୀୟ

୧୧ ତିବ୍ବତୀୟ ଗିରଫ

ଚେନ୍ନାଇ,୧୨ା୧୦(ପି.ଟି.): ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କୁ ବିରୋଧ କରି ଚେନ୍ନାଇ ବିମାନ ବନ୍ଦର ଓ ସେ ରହିବାକୁ ଥିବା ଷ୍ଟାର ହୋଟେଲ ବାହାରେ ବିକ୍ଷୋଭ ପ୍ରଦର୍ଶନ ଲାଗି ଉଦ୍ୟମ କରୁଥିବା ୧୧ ଜଣ ତିବ୍ବତୀୟଙ୍କୁ ଶୁକ୍ରବାର ପୋଲିସ ଗିରଫ କରିଛି। ଜିନ୍‌ପିଙ୍ଗ ହୋଟେଲରେ ପହଞ୍ଚତ୍ବା ପୂର୍ବରୁ ତିବ୍ବତୀୟ ପତାକା ଧରିଥିବା ଜଣେ ବ୍ୟକ୍ତିଙ୍କ ସହ ଅନ୍ୟ ୪ ଜଣ ସେଠାରେ ହଠାତ୍‌ ବିକ୍ଷୋଭ କରିବାକୁ ଉଦ୍ୟମ କରୁଥିଲେ। ପୋଲିସ ସେମାନଙ୍କୁ ଅନ୍ୟତ୍ର ନେଇଯାଇଥିଲା। ସେହିପରି ବିମାନ ବନ୍ଦରରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଥିବା ଅନ୍ୟ ୬ ଜଣଙ୍କୁ ଏୟାରପୋର୍ଟ ପୋଲିସ୍‌ ଅଟକ ରଖିଥିଲା। ସେମାନଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇ ନ ଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି। ଚାଇନା ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ଚେନ୍ନାଇ ଓ ମାମଲ୍ଲାପୁରମ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦୁଇ ସହର ଏକପ୍ରକାର ସେନା ଛାଉଣୀରେ ପରିଣତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚୂନ ଖଣିରେ ବିସ୍ଫୋରଣ: ୧୦ ମୃତ

କଡ଼ାପା, ୯।୫: ଆନ୍ଧ୍ରପ୍ରଦେଶର କଡାପାରେ ଥିବା ଏକ ଚୂନପଥର ଖଣିରେ ଶନିବାର ସକାଳେ ବିସ୍ଫୋରଣ ଘଟି ୧୦ ଶ୍ରମିକ ପ୍ରାଣ ହରାଇଛନ୍ତି। କଳସପାଡୁ ବ୍ଲକ୍‌ର ମାମିଲାପାଲେ...

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ରୋକିଲା ହାତୀ…

ଡେରାଡୁନ୍‌, ୧୫।୯ : ପୂର୍ବତନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ଦଳକୁ ଏକ ହାତୀ ରୋକିଛି। ମୁଖ୍ୟମନ୍ତ୍ରୀ ଦଳ ସମ୍ମୁଖରେ ଏକ ହାତୀ ଆସିଥିଲା।...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ପାଇଁ ୫୦ ହଜାର ଟପିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଭାବରେ ଜୋ ବାଇଡେନ୍‌ ଶପଥ ନେବା ପରେ ଭାରତୀୟ ଶେୟାର ବଜାରରେ ଏହାର ପ୍ରଭାବ ଦେଖାଯାଇଛି। ଗୁରୁବାର ଶେୟାର ବଜାର ରେକର୍ଡ...

ଓଡ଼ିଶା ହାଇକୋର୍ଟରେ ୩ ନୂଆ ବିଚାରପତି

ନୂଆଦିଲ୍ଲୀ,୨୧।୯: ବଦଳିବେ ୧୭ ବିଚାରପତି। ବିଭିନ୍ନ ହାଇକୋର୍ଟର ୧୭ଜଣ ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୟ...

ପିଏଫ୍‌ଆଇର ମିଶନ ୨୦୪୭ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌…

ପାଟନା,୧୪।୭ : ବିହାରର ରାଜଧାନୀ ପାଟନାରେ ପିଏଫଆଇ ନାମରେ ଏକ ବଡ ଆତଙ୍କବାଦୀ ତାଲିମ କେନ୍ଦ୍ରର ପଦର୍ଦ୍ଦାଫାଶ ହୋଇଛି। ଚଢ଼ାଉ ସମୟରେ ଦୁଇ ଆତଙ୍କବାଦୀଙ୍କୁ ପୋଲିସ...

ଘାସ କାଟିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୬।୧୨: କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଏବେ ରାଜସ୍ଥାନରେ ଚାଲିଛି। ପଦଯାତ୍ରାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୌସାସ୍ଥିତ ୟତ୍ର ମାର୍ଗ ନିକଟରେ ଥିବା ଏକ...

ବ୍ରେକ ପରେ ପୁଣି ଆରମ୍ଭ ହେଲା ଭାରତ ଯୋଡୋ ଯାତ୍ରା

ଲକ୍ଷ୍ନୌ,୩ ।୧: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ମଙ୍ଗଳବାର ଉତ୍ତର ପ୍ରଦେଶରୁ ଆରମ୍ଭ ହେଉଛି । ପ୍ରାୟ ଗୋଟିଏ ସପ୍ତାହର ବ୍ରେକ ପରେ ପୁଣିଥରେ...

ପଶ୍ଚିମବଙ୍ଗରେ ଲାଗୁ ହେବନାହିଁ ଏନ୍‌ଆର୍‌ସି: ମମତା

କୋଲକାତା,୨୩।୯: ନ୍ୟାସନାଲ ରେଜିଷ୍ଟର ଅଫ୍‌ ସିଟଜେନ୍ସ(ଏନ୍‌ଆର୍‌ସି) ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏନ୍‌ସିଆର୍‌ ଭୟରେ ୬ ଜଣଙ୍କ ମୃତ୍ୟୁ...

Advertisement
Archives

Model This Week