ହ୍ରିତିକ୍‌- ଜନ୍‌ଙ୍କ ପରେ ଏବେ ଫରହାନ୍‌ଙ୍କ ସହ କାମ କରିବେ ମୃଣାଳ

ମୁମ୍ବାଇ: ଅଭିନେତ୍ରୀ ମୃଣାଳ ଠାକୁରଙ୍କର ଏବେ ହାତୀ ସୁନା କଳସ ଢାଳିବା ପରି ଅବସ୍ଥା। ଚଳିତ ବର୍ଷ ତାଙ୍କ ହାତରେ ଗୋଟିଏ ପରେ ଗୋଟିଏ ବଡ଼ ଫିଲ୍ମ। ‘ସୁପର ୩୦’ରେ ହ୍ରିତିକ୍‌୍‌ଙ୍କ ବିପକ୍ଷରେ ତାଙ୍କ ଅଭିନୟକୁ ନେଇ ସେ ବେଶ ପ୍ରଶଂସିତ ହୋଇତିଲେ। ଏହା ପରେ ତାଙ୍କୁ ଜନ୍‌ ଆବ୍ରାହମଙ୍କ ସହ ଫିଲ୍ମ ‘ବାଟଲା ହାଉସ୍‌’ରେ ସେ କାମ କରିଛନ୍ତି। ଏବେ ସେ ଫରହାନ୍‌ ଅଖ୍‌ତରଙ୍କ ସହ ଫିଲ୍ମ ‘ତୁଫାନ୍‌’ରେ କାମ କରିବେ ବୋଲି ଜଣାପଡ଼ିଛି। ତେବେ ଏତେ କମ୍‌ ସମୟରେ ବଲିଉଡ୍‌ ଇଣ୍ଡଷ୍ଟ୍ରି ବାହାରର ଜଣେ ନବାଗତାଙ୍କ ପାଇଁ ଏପରି ସଫଳତା କିଛି କମ୍‌ ନୁହେଁ।

ମୃଣାଳ ‘ଲଭ୍‌ ସୋନିଆ’ରୁ ନିଜର ଡେବ୍ୟୁ କରିଥିଲେ। ହେଲେ ଅନେକେ ତାଙ୍କୁ ଏଭଳି ଫିଲ୍ମରୁ ଡେବ୍ୟୁ କରିବାକୁ ନେଇ ସମାଲୋଚନା କରିଥିଲେ। ହେଲେ ସୁପର ୩୦ ଏବଂ ବାଟଲା ହାଉସ୍‌ରେ ପ୍ରମୁଖ ଭୂମିକା ତୁଲାଇବା ତାଙ୍କ ପାଇଁ ଭଲ ସାବ୍ୟସ୍ତ ହୋଇଛି।

‘ତୁଫାନ୍‌’ରେ ଫରହାନ୍‌ଙ୍କୁ ଜଣେ ବକ୍ସର ଭାବେ ଦେଖିବାକୁ ମିଳିବ। କିଛି ଦିନ ତଳେ ଏହାର ପ୍ରଥମ ପୋଷ୍ଟର ରିଲିଜ କରାଯାଇଥିଲା। ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରାକେଶ ଓମ୍‌ ପ୍ରକାଶ ମେହେରା। ଏଥିରେ ମୃଣାଳଙ୍କ ବ୍ୟତିତ ପରେଶ ରାଓ୍ବଲ, ଇଶା ତଲଓ୍ବାର ଏବଂ ସୁପ୍ରିୟା ପାଠକ ପ୍ରମୁଖ ଭୂମିକାରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ମାସରେ କାହିଁକି ୫୦ ଥର ନିଜର ସିମ୍‌ କାର୍ଡ ବଦଳାଇ ଥିଲେ ସୁଶାନ୍ତ: ଶେଖର ସୁମନ

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ପ୍ରତିଦିନ ହୁଏତ କିଛି ନା କିଛି ରୋଚକ ତଥ୍ୟ ଆସୁଛି ସାମ୍ନାକୁ। ଏବେ ଅଭିନେତା...

ପୀୟୁଷଙ୍କ ଯୋଗୁ ସଲମାନ୍‌ ଆଜି ସୁପରଷ୍ଟାର

ବମ୍ବେ: ଦବଙ୍ଗ ଖାନ୍‌ ସଲମାନ ସୁପରଷ୍ଟାର ହେବା ପଛରେ ରହିଛନ୍ତି ଜଣେ ଅଭିନେତା। ଗ୍ୟାଙ୍ଗ୍ସ ଅଫ୍‌ ବାସେପୁର, ଗୁଲାଲ, ହାପି ଭାଗ୍‌ ଜାଏଗି ଭଳି ଫିଲ୍ମରେ...

ବିବେକ ଓବରୟଙ୍କ ଘର ଉପରେ ଚଢାଉ

ମୁମ୍ବାଇ,୧୫ ।୧୦: ବଲିଉଡ୍ ଅଭିନେତା ବିବେକ ଓବରୟଙ୍କ ଘରେ ବେଙ୍ଗାଲୁରୁ ପୋଲିସ ଦ୍ୱାରା ଚଢାଉ କରାଯାଇଛି । ବେଙ୍ଗାଲୁରୁ ପୋଲିସର ୨ ଜଣ ଇନସ୍‌ପେକ୍ଟର ଗୁରୁବାର...

ରାଜରାସ୍ତାରେ ରାକ୍ଷୀ

ମୁମ୍ବାଇ: ବଲିଉଡ୍ କଣ୍ଟ୍ରୋଭର୍ସି କୁଇନ୍ ରାକ୍ଷୀ ସାୱନ୍ତ ଏବେ ଖୁବ୍ ବ୍ୟସ୍ତ । ଏବେ ତାଙ୍କୁ ଉତ୍ତରପ୍ରଦେଶ ଲକ୍ଷ୍ନୌ ରାଜରାସ୍ତାରେ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳୁଛି...

ପାରାଲିମ୍ପିକ୍ସରେ ଭାଗ ନେଉଥିବା ଖେଲାଳିଙ୍କ ସମର୍ଥନରେ ବାହାରିଲେ ସଚିନ ତେନ୍ଦୁଲକର

ମୁମ୍ବାଇ,୨୩।୮: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଟୋକିଓ ପାରାଲିମ୍ପିକ୍ସ ୨୦୨୦ ରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କୁ ସମର୍ଥନ କରିବାକୁ ଦେଶବାସୀଙ୍କୁ ନିବେଦନ କରିଥିଲେ। ପାରା ଆଲିମ୍ପିକ୍ସରେ...

ଲକ୍‌ଡାଉନ ଖୋଲିଲେ କ’ଣ କରିବେ ଜରିନ

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣକୁ ଦେଖି ସାରା ଦେଶରେ ମେ’ ୧୭ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ବଲିଉଡ୍‌ର ପ୍ରାୟ ସବୁ ସେଲିବ୍ରିଟି...

ଡ୍ରେସ୍‌ଅପ ହେବା ପାଇଁ ମାନୁଷୀଙ୍କୁ ଲାଗିଥିଲା ଏତିକି ଘଣ୍ଟା

ବହୁ ପ୍ରତୀକ୍ଷିତ ଫିଲ୍ମ ‘ସମ୍ରାଟ ପୃଥୀରାଜ’ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ଅଭିନେତା ଅକ୍ଷୟ କୁମାର ଏବଂ ମିସ ୱାଲର୍‌ଡ ମୁକୁଟ ଜିତିଥିବା...

ପୁଣି ଖୁସି ଖବର ଦେଲେ ଭାରତୀ

ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟା ନିକଟରେ ପୁତ୍ର ସନ୍ତାନର ମାତାପିତା ହୋଇଛନ୍ତି। ଦୁହେଁ ଏବେ ବହୁତ ଖୁସି ଅଛନ୍ତି। ପୁଅ ହେବାର...

Advertisement
Archives

Model This Week