Posted inଜାତୀୟ

ହୋମ ଗାର୍ଡଙ୍କ ଭତ୍ତା ବୃଦ୍ଧି କଲେ ଉତ୍ତରାଖଣ୍ଡ ସରକାର

ଡେରାଡୁନ,୬।୧୨: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ ରାଜ୍ୟରେ କାର୍ଯ୍ୟରତ ହୋମ ଗାର୍ଡଙ୍କ ଭତ୍ତା ବୃଦ୍ଧି କରିବାକୁ ଶୁକ୍ରବାର ଘୋଷଣା କରିଛନ୍ତି। ୟୁନିଫର୍ମ ସଫା କରିବାକୁ ଏବେ ସେମାନଙ୍କୁ ଅଧିକ ୫୦ ଟଙ୍କା ଓ ପୁଷ୍ଟିକର ଖାଦ୍ୟ ପାଇଁ ଅଧିକ ୧୫୦ ଟଙ୍କା ମିଳିବ। ଡେରାଡୁନରେ ଆୟୋଜିତ ହୋମ ଗାର୍ଡ ଫାଉଣ୍ଡେଶନ ଡେ’ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଏହା ଘୋଷଣା କରିଛନ୍ତି। ରାଜ୍ୟର ଶାନ୍ତି ଓ ସୁରକ୍ଷା ପାଇଁ ଯେଉଁ ହୋମ ଗାର୍ଡମାନେ ସେମାନଙ୍କ ଜୀବନ ଉତ୍ସର୍ଗ କରିଛନ୍ତି ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଜ୍ୟରେ ୧ହଜାର ହୋମ ଗାର୍ଡଙ୍କ ନିଯୁକ୍ତିକୁ ନେଇ ରାଓ୍ବତ ଖୁସି ବ୍ୟକ୍ତି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଜି ମାରିଲା ‘ରାଜି’

ମୁମ୍ବାଇ,୧୯।୯: ବଲିଉଡ୍‌ର ସବୁଠାରୁ ବଡ ଆଓ୍ବାର୍ଡ ମଧ୍ୟରେ ଗଣା ଯାଉଥିବା ଏକ ଆଓ୍ବାର୍ଡ ହେଉଛି ଇଣ୍ଟରନ୍ୟାଶନାଲ ଇଣ୍ଡିଆନ୍‌ ଫିଲ୍ମ ଏକାଡେମୀ ଆଓ୍ବାର୍ଡ ବା (ଆଇଆଇଏଫ୍‌ଏ) ଆଇଫା।...

କେଜରିଓ୍ବାଲଙ୍କ ବିରୋଧରେ ଲଢିବାକୁ ଭାଜପା-କଂଗ୍ରେସକୁ ମିଳୁନାହାନ୍ତି ପ୍ରାର୍ଥୀ!

ନୂଆଦିଲ୍ଲୀ,୨୦।୧: ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ନୂଆଦିଲ୍ଲୀ ଆସନରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଆମ ଆଦମୀ ପାର୍ଟି(ଏଏପି) ପକ୍ଷରୁ ସୋମବାର ନାମାଙ୍କନ ଦାଖଲ କରିବେ...

୨୪ ସେକେଣ୍ଡ ହ୍ୟାଣ୍ଡ ମିରାଜ-୨୦୦୦ ବିମାନ କିଣିବା ପାଇଁ ଭାରତ-ଫ୍ରାନ୍ସ୍‌ ଚୁକ୍ତି…

ନୂଆଦିଲ୍ଲୀ,୧୯।୯: ଭାରତୀୟ ବାୟୁସେନାର ଶକ୍ତି ପୁଣି ବୃଦ୍ଧି ପାଇବାକୁ ଯାଉଛି। ଭାରତ ଫ୍ରାନ୍ସ୍‌ଠାରୁ ୨୪ଟି ସେକେଣ୍ଡ ହ୍ୟାଣ୍ଡ ମିରାଜ-୨୦୦୦ ଯୁଦ୍ଧ ବିମାନ କିଣିବାକୁ ଯାଉଛି। ଏନେଇ...

ଝିଅଙ୍କ ବିବାହ ବୟସ ସୀମା ବଢାଇବା ପ୍ରସ୍ତାବକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୧୬।୧୨: ମହିଳାମାନଙ୍କ ପାଇଁ ବିବାହର ସର୍ବନିମ୍ନ ବୟସ ୧୮ରୁ ୨୧କୁ ବୃଦ୍ଧି କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି...

ପୁଣେରେ ଅକ୍ସଫୋର୍ଡ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ

ପୁଣେ,୨୦ା୯: ମହାମାରୀ କରୋନା ଭାଇରସ୍‌ ରୋକିବାକୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଭାରତର ପୁଣେସ୍ଥିତ ସିରମ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ପ୍ରସ୍ତୁତ ହେଉଥିବା ଟିକା କୋଭିସିଲ୍ଡର ତୃତୀୟ ପର୍ଯ୍ୟାୟ...

ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ,୧୧।୧: ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିବେ। ଆସନ୍ତା ୧୬ ତାରିଖରେ ହେବାକୁ ଥିବା ଟିକାକରଣକୁ ନେଇ ଭିଡିଓ...

ବାଣ କାରଖାନାରେ ବିସ୍ଫୋରଣ; ୪ ମୃତ

ଲକ୍ଷ୍ନୌ,୧।୧୦ : ଉତ୍ତରପ୍ରଦେଶର ଶାମଲି ଜିଲାରେ ବେଆଇନ ବାଣ କାରଖାନାରେ ଶୁକ୍ରବାର ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ...

ସାର୍ବଜନୀକ ଛଠ୍‌ ପୂଜା ପାଇଁ ଅନୁମତି ମନା, ପାର୍ବଣ ତୁଳନାରେ ବଞ୍ଚିରହିବା ଗୁରୁତ୍ୱପୂର୍ଣ୍ଣ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୧୮।୧୧: ସାର୍ବଜନୀକ ଛଠ୍‌ ପୂଜା ପାଇଁ ଅନୁମତି ଦେବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଛନ୍ତି। କୋର୍ଟ କହିଛନ୍ତି ଯେ, ପାର୍ବଣ ତୁଳନାରେ ବଞ୍ଚିରହିବା ଗୁରୁତ୍ୱପୂର୍ଣ୍ଣ। ବଞ୍ଚି...

Advertisement
Archives

Model This Week