Posted inଜାତୀୟ

ହେଲମେଟ୍‌ ପିନ୍ଧି କାର୍ଯ୍ୟାଳୟରେ କାମ କରୁଛନ୍ତି ବିଦ୍ୟୁତ୍‌ ବିଭାଗ କର୍ମଚାରୀ

ବାନ୍ଦା,୫।୧୧: ଗାଡ଼ି ଚଳାଇବା ବେଳେ ହେଲମେଟ୍‌ ପିନ୍ଧିବାକୁ ନିୟମ ରହିଛି। ତେବେ ଉତ୍ତରପ୍ରଦେଶ ବାନ୍ଦା ସ୍ଥିତ ବିଦ୍ୟୁତ୍‌ ବିଭାଗର ଏକ କାର୍ଯ୍ୟାଳୟରେ କର୍ମଚାରୀ ହେଲମେଟ୍‌ ପିନ୍ଧି କାମ କରୁଛନ୍ତି। ଏହି କାର୍ଯ୍ୟାଳୟଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଫଳରେ ଏହାର ସିଲିଂରୁ ଖଣ୍ଡ ଖଣ୍ଡ ପ୍ଲାଷ୍ଟର ଖସୁଛି। କେତେକ କର୍ମଚାରୀଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ଏବେ ସବୁ କର୍ମଚାରୀ ସୁରକ୍ଷା ଦୃଷ୍ଟିରୁ ମୁଣ୍ଡରେ ହେଲମେଟ୍‌ ପିନ୍ଧି କାମ କରୁଛନ୍ତି। ଏନେଇ ଜିଲା ବିଦ୍ୟୁତ୍‌ ବିଭାଗ ବରିଷ୍ଠ କର୍ମକର୍ତ୍ତାଙ୍କୁ ସୂଚନା ଦିଆଯାଇଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସି ପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସୋନିଆ ଆସିବା ପରେ ବଦଳିଛି କଂଗ୍ରେସର ଭାଗ୍ୟ!

ନୂଆଦିଲ୍ଲୀ,୨୩।୧୨: ଝାଡ଼ଖଣ୍ଡ ନିର୍ବାଚନର ଫଳାଫଳ ଆସି ନ ଥିଲେ ବି କଂଗ୍ରେସ-ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା-ରାଷ୍ଟ୍ରୀୟ ଜନତା ଦଳ ମେଣ୍ଟ ଯେଉଁ ସ୍ଥିତିରେ ରହିଛି ସେଥିରୁ ଅନୁମାନ...

୫ ଏମ୍‌ପିଙ୍କୁ ଦଳରୁ ବିଦା କଲେ ଚିରାଗ

ନୂଆଦିଲ୍ଲୀ,୧୫ା୬: ଚିରାଗ ପାଶ୍ୱାନଙ୍କ ନେତୃତ୍ୱାଧୀନ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି)ରେ କନ୍ଦଳ ଓ ଫାଟ ବଢ଼ିବାରେ ଲାଗିଛି। ଚିରାଗଙ୍କ ଗୋଷ୍ଠୀ ମଙ୍ଗଳବାର ୫ ବିଦ୍ରୋହୀ ଏମ୍‌ପିଙ୍କୁ...

ପଶ୍ଚିମବଙ୍ଗ ସ୍ଥିତି ଜମ୍ମୁ-କଶ୍ମୀରଠାରୁ ବି ଖରାପ: ଭାଜପା

କୋଲକାତା,୧୫।୧୨: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଜାରି ରହିଛି। ଇତିମଧ୍ୟରେ ରାଜ୍ୟରେ ହିଂସା ଯୋଗୁ କେତେକ ଭାଜପା ନେତାଙ୍କୁ ହତ୍ୟା କରାଯିବା ସହିତ କିଛି ନେତାଙ୍କ ଉପରେ...

ପାଣି ଭିତରେ ଯୋଗ କଲେ ବିଏସ୍‌ଏଫ୍‌ ଯବାନ

ଗୁଆହାଟି,୧୮।୬: ଆଗକୁ ଅଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହାକୁ ଆଖି ଆଗରେ ରଖି ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଲୋକେ ଯୋଗ ଅଭ୍ୟାସ କରୁଥିବା ଦେଖିବାକୁ...

ପାକିସ୍ତାନରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ,୨ ।୩: ଶରଜାହାରୁ ଲକ୍ଷ୍ନୌ ଆସୁଥିବା ଏକ ଇଣ୍ଡିଗୋ ବିମାନ ମଙ୍ଗଳବାର ପାକିସ୍ତାନର କରାଚି ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି । ଏଥିରେ ଥିବା...

ଭଲ ଇଂରାଜୀ କହିଲେ ଚଳିବନି, ପ୍ରତିଶ୍ରୁତିବଦ୍ଧତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ: ଅଶୋକ ଗେହଲଟ୍‌

ଜୟପୁର,୧୫।୭: ରାଜସ୍ଥାନ ରାଜନୈତିକ ପାଣିପାଗ ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କୁ ପଦରୁ ହଟାଇବାରେ ସକ୍ଷମ ହୋଇଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ...

ଧରାପଡିଲେ ୪ ଆତଙ୍କବାଦୀ

ଶ୍ରୀନଗର, ୭।୧୧: ଜମ୍ମୁ-କଶ୍ମୀରର ସୋପାରରେ ଭାରତୀୟ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ଗୁରୁବାର ୪ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସୋପାରରେ ସେମାନେ ବଡ ଆକ୍ରମଣ ଯୋଜନା...

ରାଜଧାନୀରେ ଆଇଏସ୍‌ ଆତଙ୍କବାଦୀ: ରଚିଥିଲେ ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ, ୨୨।୮: ରାଜଧାନୀ ଦିଲ୍ଲୀରେ ଆଇଏସ୍‌ ଆତଙ୍କବାଦୀ ଏବଂ ପୋଲିସ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ଧୋଲାକୂଆଁର ରିଙ୍ଗ୍‌ ରୋଡ୍‌ ନିକଟରେ ଆଇଏସ୍‌ ଆତଙ୍କବାଦୀ ଲୁଚିଥିବା ଖବର...

Advertisement


Archives

Model This Week

Why Dharitri