ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ ଶୀତଦିନେ ଖାଆନ୍ତୁ ଏହି ଶାଗ…

ଶୀତଦିନେ ପରିବେଶ ଥଣ୍ଡା ରହିଥାଏ। ଏହାର ପ୍ରଭାବ ରକ୍ତ ସଞ୍ଚାଳନ ପ୍ରକ୍ରିୟା ଉପରେ ପଡ଼ିଥାଏ। ଥଣ୍ଡାରୁ ରକ୍ଷା ପାଇବା ଲାଗି ଲୋକେ ଅଧିକ ଚର୍ବି ଜାତୀୟ ଖାଦ୍ୟ ଖାଇଥାନ୍ତି। ଏହା ଯୋଗୁ କୋଲେଷ୍ଟରଲ ବଢ଼ିବାର ଆଶଙ୍କା ରହିଥାଏ। ଫଳରେ ହାର୍ଟଆଟାକ୍‌ ସମସ୍ୟା ବଢ଼ିଥାଏ। ତେବେ ଶୀତଦିନେ ସପ୍ତାହରେ ୨-୩ ଥର ପାଳଙ୍ଗ ଶାଗ ଖାଇଲେ ଏଥିରେ ଥିବା ଫ୍ଲାଭୋନୋଏଡ୍‌ ନାମକ ଆଣ୍ଟି ଅକ୍ସିଡାଣ୍ଟ ଶରୀରରରେ କୋଲେଷ୍ଟରଲ ମାତ୍ରାକୁ ସ୍ବାଭାବିକ କରିଥାଏ। ସେହିପରି ପାଳଙ୍ଗ ଶାଗ ଖାଇଲେ ସ୍ମୃତି ଶକ୍ତି ପ୍ରଖର ହେବା ସହିତ ମାନସିକ ଅବସାଦରୁ ଦୂରେଇ ରଖିଥାଏ। ପାଳଙ୍ଗ ଶାଗରେ ଭିଟାମିନ୍‌ ଏ, ଭିଟାମିନ୍‌ ସି, ଭିଟାମିନ୍‌ ଇ, ଭିଟାମିନ୍‌ କେ, ଭିଟାମିନ୍‌ ବି-୬, ଥାଇମାଇନ୍‌, ଫୋଲେଟ୍‌, କ୍ୟାଲସିୟମ୍‌, ଆଇରନ୍‌, ମ୍ୟାଗ୍ନେସିୟମ୍‌, ଫସଫରସ୍‌, ପଟାସିୟମ୍‌, କପର ଆଦି ରହିଥାଏ। ଏହା ଦ୍ୱାରା ଶରୀରର ବହୁ ଉପକାର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧି ହେବ ରୋଗ ପ୍ରତିରୋଧକ ଶକ୍ତି

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସବୁବେଳେ ଦୃଢ଼ ରହିବା ଦରକାର। ନ ହେଲେ ଆମେ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହେବାର ଆଶଙ୍କା ରହିଛି।...

ଉଚ୍ଚ ରକ୍ତଚାପ ଦୂର କରେ ସଙ୍ଗୀତ

ଉଚ୍ଚ ରକ୍ତଚାପ ବା ହାଇପର୍‌ ଟେନସନ୍‌ ଏକ ଗମ୍ଭୀର ରୋଗ। ରକ୍ତଚାପ ବୃଦ୍ଧି ହେଲେ ହୃଦ୍‌ରୋଗ, କିଡ୍‌ନୀ ସମ୍ଯଯା, ଷ୍ଟ୍ରୋକ୍‌ ଏବଂ ଅନେକ ଗମ୍ଭୀର ରୋଗର...

ଏସିଡିଟିରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ଅଧୁଆ ମୁହଁରେ କରନ୍ତୁ ଏପରି…

ପ୍ରତିଦିନ ସକାଳେ ମୁହଁ ନ ଧୋଇ ଦେଢ଼ ଗ୍ଲାସ୍‌ ବାସି ପାଣି ପିଇଲେ ଅନେକ ଉପକାର ମିଳିଥାଏ। ଏନେଇ ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏପରି କଲେ...

ସଙ୍କୁଚିତ ହେଉଛି ବୃହସ୍ପତିର ରେଡ୍‌ ସ୍ପଟ୍‌

ସୌରଜଗତରେ ବୃହତ୍ତମ ଗ୍ରହ ଭାବରେ ବୃହସ୍ପତିକୁ ବିବେଚନା କରାଯାଇଥାଏ। ଏଥିରେ ଗତ କିଛି ଦଶନ୍ଧି ଧରି ଏକ ବଡ଼ ରେଡ୍‌ ସ୍ପଟ୍‌ ଉପରେ ଗବେଷଣା ଜାରି...

ଖରାଦିନ ପାଇଁ ଦହି: ବୃଦ୍ଧି ପାଇଥାଏ ରୋଗପ୍ରତିରୋଧକ ଶକ୍ତି

ଖରାଦିନ ଆସିଲେ ଆମେ ସମସ୍ତେ ଥଣ୍ଡା ଜାତୀୟ ଖାଦ୍ୟ ଓ ପାନୀୟ ସେବନ କରିବା ଆରମ୍ଭ କରିଦେଉ; ଯଦ୍ଦ୍ବାରା ଆମ ଶରୀରକୁ ଶୀତଳତା ମିଳିଥାଏ। ଯେମିତିକି...

ନୋବେଲ ବିଜ୍ଞାନୀ ଲୁଇସ୍‌ ଓ୍ବାଲ୍ଟର ଆଲ୍‌ଭାରେଜ୍‌

ଲୁଇସ୍‌ ଓ୍ବାଲ୍ଟର ଆଲ୍‌ଭାରେଜ୍‌ ଜଣେ ଆମେରିକୀୟ ପଦାର୍ଥ ବିଜ୍ଞାନୀ। କେବଳ ସେତିକି ନୁହେଁ, ଜଣେ ଉଦ୍ଭାବକ ଏବଂ ପ୍ରଫେସର ଭାବରେ ତାଙ୍କର ଖ୍ୟାତି ରହିଛି। ୧୯୬୮...

ବାଦାମ କ୍ଷୀର ପିଉଥିଲେ…

ସମସ୍ତେ ଜାଣନ୍ତି କ୍ଷୀର ପିଇବା ସ୍ବାସ୍ଥ୍ୟ ପକ୍ଷେ ହିତକର। ଏଥିରୁ ଆମକୁ ଶକ୍ତି ମିଳିଥାଏ। କ୍ଷୀରରୁ ପ୍ରଚୁର ପରିମାଣରେ କ୍ୟାଲସିୟମ ଓ ନ୍ୟୁଟ୍ରେଶନ ମିଳିଥାଏ। ସେହିପରି...

ଆଧୁନିକ ଚିକିତ୍ସା ପ୍ରଣାଳୀ

ସାରା ପୃଥିବୀରେ ଯେତେ ଦେଶ ରହିଛି, ପ୍ରତ୍ୟେକ ଦେଶର ନିଜସ୍ବ ସ୍ବଦେଶୀ ଚିକିତ୍ସା ପଦ୍ଧତି ରହିଛି, ତାହା ସହ ଆଧୁନିକ ଚିକିତ୍ସା ପଦ୍ଧତିକୁ ମଧ୍ୟ ଗୁରୁତ୍ୱ...

Advertisement
Archives

Model This Week