Posted inଜାତୀୟ

ହାରିଗଲେ ଶତୃଘ୍ନ ସିହ୍ନା

ପାଟନା, ୨୩।୫: ଭାଜପା ଛାଡି କଂଗ୍ରେସରେ ଯୋଗ ଦେଇଥିବା ଶତୃଘ୍ନ ସିହ୍ନା ଚଳିତ ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ଭୋଗିଛନ୍ତି। ସେ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ଭାଜପାର ରବିଶଙ୍କର ପ୍ରସାଦଙ୍କଠାରୁ ହାରିଯାଇଛନ୍ତି। ରବିଶଙ୍କରଙ୍କୁ ୩,୫୪,୨୫୬ଖଣ୍ଡ ଭୋଟ ମିଳିଥିବାବେଳେ ଶତୃଘ୍ନଙ୍କୁ ମାତ୍ର ୧,୮୧,୩୮୯ଖଣ୍ଡ ଭୋଟ ମିଳିଛି। ସୂଚନାଯୋଗ୍ୟ, ଅଭିନେତାରୁ ରାଜନେତା ପାଲଟିଥିବା ଶତୃଘ୍ନ ସିହ୍ନା ୨୮ ବର୍ଷ ଧରି ଭାଜପାରେ ରହିବା ପରେ ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାସକୁ ଏତିକି ଟଙ୍କା ଦରମା ପାଇବେ ଶୁଭେନ୍ଦୁ ଅଧିକାରୀ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

କୋଲକାତା,୯।୫: ପଶ୍ଚିମବଙ୍ଗର ଜଣେ ନୂତନ ମୁଖ୍ୟମନ୍ତ୍ରୀ ଅଛନ୍ତି। ଭାଜପାର ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏବେ ସବୁଠାରୁ ବଡ଼ ପ୍ରଶ୍ନ…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ, ବଙ୍ଗଳାବାସୀଙ୍କୁ ଆଣ୍ଠୁ ମାଡି ହାତ ଯୋଡି ମୁଣ୍ଡିଆ ମାରିଲେ ମୋଦି

କୋଲକାତା,୯।୫: ଶନିବାର ଦିନ ପଶ୍ଚିମବଙ୍ଗରେ ପ୍ରଥମ ଭାଜପା ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ। ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ…

ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ପ୍ରତିକ୍ରିୟା ଦେଲେ ଅଭିଷେକ, ଜାଣନ୍ତୁ କ’ଣ କହିଲେ

କୋଲକାତା,୯।୫: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି (ଭାଜପା) ସରକାର ଗଠନ ହେବା ସହିତ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ଶନିବାର ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମେ ଯୋଗୀଙ୍କୁ ଭେଟିଲେ ଶୁଭେନ୍ଦୁ, ମିଳିଲା ଏମିତି ଉପହାର…

କୋଲକାତା,୯।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ, ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହା ସହିତ, ଭାରତୀୟ ଜନତା ପାର୍ଟି ପ୍ରଥମ…

ରାଜନୀତିରେ ଶୁଭେନ୍ଦୁଙ୍କର ରହିଛି ୩୦ ବର୍ଷର ଅଭିଜ୍ଞତା, ହେଲେ ହୋଇ ପାରିଲେନି ସ୍ବାମୀ, ଜାଣନ୍ତୁ ବଙ୍ଗର ନୂଆ ‘ସୁଲତାନ’ଙ୍କ ଜୀବନର କିଛି ରୋଚକ କଥା

କୋଲକାତା,୯।୫: ଶନିବାର ପଶ୍ଚିମବଙ୍ଗରେ କ୍ଷମତାର ଶୀର୍ଷରେ, ଜଣେ ଯୋଦ୍ଧାଙ୍କ ରାଜ୍ୟାଭିଷେକ କରାଯାଉଛି – ଜଣେ ବ୍ୟକ୍ତି ଯିଏ ବୁଥ ସ୍ତରରେ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ…

ବଙ୍ଗଳାରେ ଶୁଭେନ୍ଦୁ ସରକାର ହେଲେ ମମତାଙ୍କ X ଆକାଉଣ୍ଟରେ ହଲଚଲ, ବାୟୋରେ ଲେଖିଲେ ଏମିତି…ସମସ୍ତେ ଆଶ୍ଚର୍ଯ୍ୟ

କୋଲକାତା,୯।୫: ପଶ୍ଚିମବଙ୍ଗରେ, ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ଶନିବାର, ୯ ମଇ, ୨୦୨୬ ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ରାଜ୍ୟରେ ଏହି କ୍ଷମତା ପରିବର୍ତ୍ତନ ମଧ୍ୟରେ,…

ଶୁଭେନ୍ଦୁଙ୍କ ଶପଥ ସମାରୋହରେ କାହିଁକି ମାଖନଲାଲଙ୍କ ପାଦ ଛୁଇଁଲେ ମୋଦି, ଚାହିଁ ରହିଲେ…

କୋଲକାତା,୯।୫: ପଶ୍ଚିମବଙ୍ଗରେ ଏକ ବଡ଼ ବିଜୟ ପରେ, ରାଜ୍ୟରେ ଭାଜପାର  ପ୍ରଥମ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆଜି ଆନୁଷ୍ଠାନିକ ଭାବରେ ଶପଥ ଗ୍ରହଣ କରିଛନ୍ତି । କୋଲକାତାର…

କିଏ ସେହି ମାଖନଲାଲ ସରକାର ଯାହାଙ୍କ ପାଦ ଛୁଇଁଲେ ମୋଦି, ଦେଲେ ସମ୍ମାନ

କୋଲକାତା,୯।୫: ପଶ୍ଚିମବଙ୍ଗର କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଶପଥ ଗ୍ରହଣ ସମାରୋହରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଞ୍ଚ ଉପରେ ମାଖନଲାଲ ସରକାରଙ୍କ ପାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri