ସ୍ମିତାରାଣୀ ମୃତ୍ୟୁ ଘଟଣା:ସିବିଆଇ ତଦନ୍ତ ଦାବିରେ ୩୧ରେ ଧାରଣା ଦେବ କଂଗ୍ରେସ

ଭୁବନେଶ୍ୱର, ୩୦-୧୦(ବ୍ୟୁରୋ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ଭିଏଲ୍‌ଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ରହସ୍ୟର ସିବିଆଇ ତଦନ୍ତ ଦାବିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ଓପିସିସି)ପକ୍ଷରୁ ଆସନ୍ତା ୩୧ରେ ଧାରଣା ଓ ପ୍ରତିବାଦ ସଭା କରାଯିବ। ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ଏହି ଧାରଣା ଓ ପ୍ରତିବାଦ ସଭାର ଆୟୋଜନ କରାଯାଇଛି। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତଥ୍ୟ ଅନୁଧ୍ୟାନ କମିଟିର ଅଧ୍ୟକ୍ଷ ତଥା ବାରବାଟୀ-କଟକ ନିର୍ବାଚନମଣ୍ଡଳୀର ବିଧାୟକ ମହମ୍ମଦ ମୋକିମ୍‌ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ପରେ କଂଗ୍ରେସ ପକ୍ଷରୁ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୨୩ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର,୧୯।୮(ବ୍ୟୁରୋ):ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ତେବେ ଏହା ଶେଷ ନ ହେଉଣୁ ୨୩ରେ ଆଉ ଏକ ଲଘୁଚାପ ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ...

ଦିନେ ବଢ଼ିଲେ ଦିନେ କମୁଛି: ଆଜି ୭୩୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୫ା୭(ବ୍ୟୁରୋ): ରାଜ୍ୟରୁ ସୋମବାର ୭୩୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୦୭,୨୪୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ରବିବାର ଦକ୍ଷିଣମୋଡ଼, ଯାଞ୍ଚ ହେଲା ତିନି ରଥ

ପୁରୀ ଅଫିସ, ୨୭।୬: ନବ ଦିନାତ୍ମକ ଯାତ୍ରାରେ ଆସି ଆଡପ ମଣ୍ଡପରେ ଅବସ୍ଥାନ କରିଛନ୍ତି ମହାପ୍ରଭୁ। ବାହୁଡ଼ା ଯାତ୍ରାରେ ପୁଣି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ଚତୁର୍ଦ୍ଧାବିଗ୍ରହ।...

ମେ’ମାସରେ ଘମାଘୋଟ ଲଢ଼େଇ: ବାଗ୍‌ଚୀ

ଭୁବନେଶ୍ୱର, ୧।୫(ବ୍ୟୁରୋ): ମେ’ ମାସ ଆମପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କରୋନା ଶତ୍ରୁ ସହ ଏ ମାସରେ ଘମାଘୋଟ ଲଢ଼େଇ ହେବ। ମାର୍ଚ୍ଚରେ ପ୍ରସ୍ତୁତି ହୋଇଥିବା ବେଳେ...

ଭଉଣୀଙ୍କ ସୁନା ଚୋରି କରି ଜେଲ ଗଲେ ଭାଇ, ବନ୍ଧା ରଖି ଆଣିଥିଲେ ଟଙ୍କା

ଗଞ୍ଜାମ,୧୬।୯(ଡି.ଏନ୍‌.ଏ.): ଭାଇ ସାଜିଲା ଭଉଣୀର ଭଗାରୀ । ନିଜ ଭଉଣୀର ସୁନା ନାନୁ ଓ ଚେନ ଚୋରି କରି ଧରା ପଡିବା ପରେ ଭାଇକୁ ଜେଲ୍‌...

ଚାର୍ଜରେ ବସାଇ ଛାତି ଉପରେ ରଖିଥିଲେ ମୋବାଇଲ: ଫାଟି ରାଜମିସ୍ତ୍ରୀଙ୍କ ଜୀବନଗଲା

ପାରାଦୀପ, ୧୧।୧୧(ସ୍ବ.ପ୍ର.): ପାରାଦୀପ ମଡେଲ ଥାନା ଅନ୍ତର୍ଗତ ଅଠରବାଙ୍କି ଲକପଡ଼ାସ୍ଥିତ ଜଗନ୍ନାଥ ଟ୍ରକ ମାଲିକ ସଂଘ କାର୍ଯ୍ୟାୟଳରେ ସୋମବାର ସକାଳେ ମୋବାଇଲ ଫାଟି ଜଣେ ରାଜମିସ୍ତ୍ରୀଙ୍କ...

ସଡ଼କ ପରିବହନ ସେବା ବିପର୍ଯ୍ୟସ୍ତ: ରୋଡ୍‌ ଟ୍ୟାକ୍ସ ଛାଡ଼ ହେଉ

ଭୁବନେଶ୍ୱର,୧୩।୭(ବ୍ୟୁରୋ): ମହାମାରୀ କରୋନା କେବଳ ସ୍ବାସ୍ଥ୍ୟ ନୁହେଁ, ବିଭିନ୍ନ କ୍ଷେତ୍ରରେ ଜୀବିକା ଉପରେ ପ୍ରଚଣ୍ଡ ପ୍ରହାର ଦେଇଛି। ରାଜ୍ୟ ଅର୍ଥନୀତିରେ ଯାତ୍ରୀ ପରିବହନ ସେବା ଏକ...

ମିହିରଙ୍କ ୭ଫୁଟର ପ୍ରତିମୂର୍ତ୍ତି ତିଆରି କଲେ କୁମ୍ଭାରସାହି ବାସିନ୍ଦା

ଭୁବନେଶ୍ୱର,୧୧।୨(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ରର ବରିଷ୍ଠ ଅଭିନେତା ମିହିର ଦାସଙ୍କର ନିକଟରେ ପରଲୋକ ଘଟିଛି। ସେ ଦର୍ଶକଙ୍କ ଗହଣରେ ନାହାନ୍ତି ସତ, କିନ୍ତୁ ନିଜର ଚମତ୍କାର, ହୃଦୟ...

Advertisement
Archives

Model This Week