Posted inଜାତୀୟ

ସ୍ବିଗି ମୁସଲମାନ୍‌ ଡେଲିଭରି ବୟଠାରୁ ଖାଦ୍ୟ ଗ୍ରହଣ କରିବା ମନା କରିବା ପଡ଼ିଲା ମହଙ୍ଗା: ଗ୍ରାହକଙ୍କ ନାମରେ ମାମଲା ଦାଏର

ହାଇଦ୍ରାବାଦ୍‌,୨୬।୧୦: ତେଲେଙ୍ଗାନାରେ ଜଣେ ମୁସଲମାନ୍‌ ଡେଲିଭରି ବୟଠାରୁ ଖାଦ୍ୟ ଗ୍ରହଣ କରିବା ମନା କରି ଗ୍ରାହକଙ୍କୁ ହଟହଟା ହେବାକୁ ପଡ଼ିଛି। ସ୍ବିଗିର ଡେଲିଭରି ବୟ ମୁଦସିର୍‌ଙ୍କ ଠାରୁ ହାଇଦ୍ରାବାଦ୍‌ ଅଲୀବାଦ୍‌ ଅଞ୍ଚଳର ଅଜୟ କୁମାର ଖାଦ୍ୟ ଗ୍ରହଣ କରିବାକୁ ମନା କରିଥିଲେ। ଏନେଇ ଡେଲିଭରି ବୟ ହାଇଦ୍ରାବାଦ୍‌ ଥାନାରେ ଏକ ମାମଲା ଦାଏର କରିଥିଲେ। ଏନେଇ ତଦନ୍ତ ଜାରି ରହିଥିବା ପୋଲିସ ଇନସ୍ପେକ୍ଟର ପି. ଶ୍ରୀନିବାସ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଚିକେନ୍‌-୬୫ ଅର୍ଡର କରିଥିଲେ। ଏହା ସହିତ ସେ ଏହାକୁ ହିନ୍ଦୁ ଡେଲିଭରି ବୟଙ୍କ ହାତରେ ପଠାଇବା ପାଇଁ ସ୍ବିଗି କଷ୍ଟମର କେୟାରକୁ ଅନୁରୋଧ କରିଥିଲେ। ମାତ୍ର ସ୍ବିଗି ପକ୍ଷରୁ ମୁସଲମାନ୍‌ ଡେଲିଭରି ବୟଙ୍କୁ ପାଠାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୋଲେରୋରେ ମଦ ଚାମ୍ବର, ଏମିତି ହେଲା ପର୍ଦ୍ଦାଫାସ

ଲକ୍ଷ୍ନୌ,୩୧ା୭: ଜଣେ ନେପାଳୀ ଯୁବକଙ୍କୁ ଉତ୍ତରପ୍ରଦେଶର ଚନ୍ଦୋଲି ପୋଲିସ ମଦ ଚାଲାଣ ଅଭିଯୋଗରେ ଗିରଫ କରିଛି। ମାତ୍ର ଯୁବକଙ୍କ ବୁଦ୍ଧିକୁ ଦେଖି ପୋଲିସର ଅକଲ ଗୁଡୁମ୍‌...

ମଣିପୁରର ସବୁ ଜିଲାରେ ହାଇ ଆଲର୍ଟ

ଇମ୍ଫାଲ/ନୂଆଦିଲ୍ଲୀ,୬ା୫: ମଣିପୁର ରାଜଧାନୀ ଇମ୍ଫାଲରେ ବୁଧବାର ନାଗା ଓ କୁକି ସମ୍ପ୍ରଦାୟର ଲୋକେ ‘ଆଦିବାସୀ ଏକତା ଶୋଭାଯାତ୍ରା’ କରୁଥିବାବେଳେ ସଂଖ୍ୟାବହୁଳ ମେଇତି ଅଣଆଦିବାସୀଙ୍କ ପକ୍ଷରୁ ଟାର୍ଗେଟ...

୪ ସପ୍ତାହ ଯାଏ ନିରାଶ କରିବ ମୌସୁମୀ

ଆଗାମୀ ୪ ସପ୍ତାହ ଯାଏ ଦେଶରେ ମୌସୁମୀ ପ୍ରବାହ ନୈରାଜଶ୍ୟଜନକ ରହିବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ଓ୍ବେଦର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଫଳରେ...

ରାହୁଲ ଗାନ୍ଧୀ ଇଡିରେ ହାଜର ହେବା ପୂର୍ବରୁ କଂଗ୍ରେସ ନେତାଙ୍କ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,୧୩ ।୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାର ନ୍ୟାଶନାଲ ହେରାଲ୍ଡର ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହେବାର ଅଛି ।...

ରାହୁଲଙ୍କୁ ଘୋଷଣା କରାଯାଉ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ମଣିକମ ଟାଗୋର…

ନୂଆଦିଲ୍ଲୀ,୨୫।୫ : ଆସନ୍ତା ଲୋକସଭା ନିର୍ବାଚନରେ ଭାଜପାକୁ କ୍ଷମତାରୁ ହଟାଇବା ପାଇଁ ବିରୋଧୀଙ୍କୁ ଏକଜୁଟ କରିବା ସଂଗ୍ରାମ ମଧ୍ୟରେ କଂଗ୍ରେସ ଏମପି ମଣିକମ ଟାଗୋର ଦଳକୁ...

ରାଞ୍ଚି ପହଞ୍ଚିଲେ ରାଜ୍ୟପାଳ ରମେଶ ବୈସ, ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ସଦସ୍ୟତାକୁ ନେଇ ଯେ କୌଣସି ମୁହୂର୍ତ୍ତରେ ହୋଇପାରେ ନିଷ୍ପତ୍ତି

ରାଞ୍ଚି,୯ ।୯: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ଶେଷ ହେବା ଆଶଙ୍କା ମଧ୍ୟରେ ଝାଡ଼ଖଣ୍ଡରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ସମୟରେ ରାଜ୍ୟପାଳ ରମେଶ...

ଖାଲକୁ ଖସିଲା ବସ୍‌: ୬ ମୃତ: ୨୭ ଆହତ

ଡେରାଡୁନ,୨୦।୮: ଉତ୍ତରଖଣ୍ଡରେ ଏକ ସଡ଼କ ଦୁର୍ଘଟଣା ହୋଇଛି। ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବସ ଗଙ୍ଗୋତ୍ରି ରାଜପଥରେ ଥିବା ଗଙ୍ଗନାନି ନିକଟରେ ଏକ ଘାଟରେ ପଡ଼ିଯାଇଥିଲା।...

ନିରଞ୍ଜନୀ ଆଖଡାର ସଚିବ ରବିନ୍ଦ୍ର ପୁରୀ କରୋନା ପଜିଟିଭ୍‌: ୧୭ରେ ଶେଷ ହେବ କୁମ୍ଭମେଳା

ହରିଦ୍ୱାର,୧୬।୪: କରୋନା ପ୍ରକୋପ ମଧ୍ୟରେ ଉତ୍ତରାଖଣ୍ଡ ହରିଦ୍ୱାରରେ ମହାକୁମ୍ଭ ମେଳା ଆୟୋଜିତ ହୋଇଛି। ସାହି ସ୍ନାନ ସମୟରେ ଲକ୍ଷାଧିକ ସାଧୁ ସନ୍ଥ ଏକାଠି ହୋଇଥିବା ବେଳେ...

Advertisement
Archives

Model This Week