Posted inଜାତୀୟ

ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହେଲା ପ୍ରଥମ ସ୍ନିପର ରାଇଫଲ୍‌

ବେଙ୍ଗାଲୁରୁ,୧୪।୧୦: ସ୍ବଦେଶୀ ଜ୍ଞାନକୌଶଳରେ ଭାରତ ପ୍ରଥମ ସ୍ନିପର ରାଇଫଲ ତିଆରି କରିବାକୁ ସକ୍ଷମ ହୋଇଛି। ବେଙ୍ଗାଲୁରୁର ଏସ୍‌ଏସ୍‌ଏସ୍‌ ଡିଫେନ୍ସ କମ୍ପାନୀ ପକ୍ଷରୁ ୨ଟି ସ୍ନିପର ରାଇଫଲ ନିର୍ମିତ କରାଯାଇଛି। ଏହାଦ୍ୱାରା ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି ପାଇବ ବୋଲି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ସତୀଶ ଆର୍‌. ମାଚାନି ସୂଚନା ଦେଇଛନ୍ତି। ଏହି ରାଇଫଲ ୨ଟିରେ ଯଥାକ୍ରମେ ୨୦ ଏବଂ ୨୪ ଇଞ୍ଚ୍‌ର ବ୍ୟାରେଲ ରହିଥିବା ସିଇଓ ବିବେକ କ୍ରିଷ୍ଣନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଟି ତାଲିକାରେ ବିଭିନ୍ନ ସମ୍ପ୍ରଦାୟଙ୍କୁ ସାମିଲ କରାଯାଉ

ନୂଆଦିଲ୍ଲୀ,୨୯।୩: ଅନୁସୂଚିତ ଜନଜାତି (ଏସ୍‌ଟି) ତାଲିକାରେ ଓଡ଼ିଶାର ବିଭିନ୍ନ ଜାତିକୁ ସାମିଲ କରିବା ନିମନ୍ତେ ରାଜ୍ୟର ଏମ୍‌ପିମାନେ ସୋମବାର ଦାବି କରିଛନ୍ତି। ଲୋକ ସଭାରେ ସମ୍ବିଧାନ...

ଏଲ୍‌ଏସିରେ ଉତ୍ତେଜନା: ଟି-୯୦, ଟି-୭୨ ଟ୍ୟାଙ୍କ ମୁତୟନ

ଲେହ, ୨୭।୯: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଭାରତ ପକ୍ଷରୁ ଚାଇନାକୁ କଡ଼ା ଜବାବ ଦେବାକୁ ଏଠାରେ ଟି-୯୦ ଏବଂ ଟି-୭୨...

କରୋନା ବିରୋଧରେ ଦୀର୍ଘ ଲଢ଼େଇ କରିବାକୁ ହେବ: ମୋଦି

ନୂଆଦିଲ୍ଲୀ,୨୪ା୩(ପି.ଟି.): କୋଭିଡ୍‌-୧୯ ଏକ ଜୀବନକାଳ ସମସ୍ୟା। ଏହାର ମୁକାବିଲା ଲାଗି ଦୀର୍ଘ ଲଢ଼େଇ କରିବାକୁ ହେବ। ନୂତନ ତଥା ଇନୋଭେଟିଭ୍‌ ସମାଧାନ ମାଧ୍ୟମରେ ଏହାର ମୁକାବିଲା...

କ୍ୱାରାଣ୍ଟାଇନ୍‌ରୁ ଖସିଯାଇ ୯୦ ବର୍ଷୀୟା ବୃଦ୍ଧାଙ୍କୁ ହତ୍ୟାକଲେ ଯୁବକ

ମଦୁରାଇ,୨୮।୩: ତାମିଲନାଡୁ ଥେନି ଜିଲାରେ ଜଣେ ୩୪ ବର୍ଷ ବୟସ୍କ ଯୁବକ କ୍ୱାରାଣ୍ଟାଇନରୁ ଖସିଯାଇଛନ୍ତି। ଉକ୍ତ ଯୁବକ ଜଣଙ୍କ ଶ୍ରୀଲଙ୍କାରୁ ଫେରିବା ପରେ ତାଙ୍କ ଘରେ...

କରୋନା ଯୁଦ୍ଧରେ ହାରିଗଲେ ୪ ମାସର ଶିଶୁ

ଥିରୁଭାନନ୍ତପୁରମ,୨୪।୪: କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ କେରଳ କୋଜିକୋଡେ ଜିଲାର ୪ ମାସର ଶିଶୁ। ଏହି ଶିଶୁ ଶେଷରେ କରୋନା ଯୁଦ୍ଧରେ ହାରି ଯାଇଛନ୍ତି। ଶୁକ୍ରବାର...

ବିପିନ ରାଓ୍ବତଙ୍କୁ ଦିଆଯିବ ୧୭ ତୋପ ସଲାମି

ନୂଆଦିଲ୍ଲୀ.୧୦।୧୨: ତାମିଲନାଡୁର କୁନୁର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦେଶର ପ୍ରଥମ ସିଡିଏସ୍‌ ବିପିନ ରାୱତଙ୍କୁ ଆଜି ଅନ୍ତିମ ସଂସ୍କାର କରାଯିବ। ରାୱତଙ୍କୁ ୧୭...

ନିର୍ଦ୍ଧାରିତ ସମୟ ପୂର୍ବରୁ ଭାରତକୁ ମିଳିଯିବ ଫାଇଟର ଜେଟ୍ ରାଫାଲ: ଫ୍ରାନ୍ସ ରାଷ୍ଟ୍ରଦୂତ

ହାଇଦ୍ରାବାଦ,୯ ।୧୦: ଭାରତରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟ୍ରଦୂତ ଶୁକ୍ରବାର କହିଛନ୍ତି କୋଭିଡ-୧୯ ଯୋଗୁ ଉପୁଜିଥିବା ବାଧା ପରେ ବି ଏରୋସ୍ପେଶର ବଡ କମ୍ପାନୀ ଦୈଶି ଆଭିଏଶନ...

କୁନାଲଙ୍କୁ ଇଣ୍ଡିଗୋରେ ୬ ମାସ ଯାତ୍ରା ମନା: ବିମାନରେ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ନୂଆଦିଲ୍ଲୀ,୨୯ା୧: ରିପବ୍ଲିକ୍‌ ଟିଭିର ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ବିମାନରେ ଦୁର୍ବ୍ୟବହାର କରିବା ଷ୍ଟାଣ୍ଡଅପ୍‌ କମେଡିଆନ୍‌ କୁନାଲ କାମରାଙ୍କୁ ମହଙ୍ଗା ପଡ଼ିଛି। କୁନାଲଙ୍କ ଏ ସମ୍ପର୍କିତ ଭିଡିଓ...

Advertisement
Archives

Model This Week