Posted inଜାତୀୟ

ସୋନିଆଙ୍କ ସହ ଫୋନରେ କଥା ହେଲେ ଉଦ୍ଧବ

ମୁମ୍ବାଇ,୧୧।୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଚାଲିଥିବା ରାଜନୀତି ଡ୍ରାମା ସୋମବାର ସନ୍ଧ୍ୟାରେ ଶେଷ ହୋଇପାରେ। ଶିବସେନାକୁ ସମର୍ଥନ କରିବାକୁ ଯାଇ ଏନ୍‌ସିପି ନିଜର ମତ ସ୍ପଷ୍ଟ କରିସାରିଛି। ହେଲେ କଂଗ୍ରେସର ମତାମତକୁ ଅପେକ୍ଷା କରାଯାଇଛି। ଏନେଇ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସହ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ବହୁ ସମୟ ପର୍ଯ୍ୟନ୍ତ ଫୋନରେ କଥା ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ସନ୍ଧ୍ୟାରେ ସୋନିଆଙ୍କ ଅଧ୍ୟକ୍ଷତାରେ କଂଗ୍ରେସର ବିଧାୟକଙ୍କ ଏକ ବୈଠକ ବସିଛି। ଏହି ବୈଠକରେ ଶିବସେନା ସହ ମେଣ୍ଟ ନେଇ କୌଣସି ନିଷ୍କର୍ସ ବାହାରିପାରେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ଉପ-ନିର୍ବାଚନ, ଆଜମ୍‌ଗଡ଼ରୁ ଲଢ଼ିପାରନ୍ତି ଡିମ୍ପଲ !…

ଲକ୍ଷ୍ନୌ, ୩୧।୫ : ଲୋକ ସଭା ଉପ-ନିର୍ବାଚନରେ ସମାଜବାଦୀ ପାର୍ଟିରୁ ଆଜମଗଡ ଆସନରୁ ଡିମ୍ପଲ ଯାଦବ ପ୍ରାର୍ଥୀ ହେବେ। ସୂତ୍ରରୁ ପ୍ରକାଶ ଯେ ଦଳର କାର୍ଯ୍ୟନିର୍ବାହୀ...

ଏବେ ଅଶୋକ ହୋଟେଲ ପାଳି, ୬୦ ବର୍ଷ ପାଇଁ ହୋଇପାରେ ଘରୋଇକରଣ…

ନୂଆଦିଲ୍ଲୀ, ୧୨।୧୨: ଐତିହାସିକ ଅଶୋକ ହୋଟେଲ ବିକ୍ରୟ ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହାକୁ ସରକାରଙ୍କ ଉଚ୍ଚାଭିଳାଷୀ ଆସେଟ ମୋନେଟାଇଜେସନ ପ୍ରୋଗ୍ରାମ...

୧ ଏପ୍ରିଲ୍‌ରୁ ୪୫ ବର୍ଷ ବୟସ୍କଙ୍କୁ କରୋନା ଟିକା

ନୂଆଦିଲ୍ଲୀ,୨୩।୩: ,ଏପ୍ରିଲ୍‌‌ ୧ରୁ ଦେଶର ୪୫ ବର୍ଷ ବୟସ୍କ ଅବା ଏହାଠାରୁ ଅଧିକ ବୟସ୍କ ଲୋକଙ୍କୁ କରୋନା ଟିକା ଦିଆଯିବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ବଙ୍ଗୋପ ସାଗରରେ ଭୂକମ୍ପ…

ନୂଆଦିଲ୍ଲୀ,୫।୧୨ : ସୋମବାର ସକାଳେ ବଙ୍ଗୋପସାଗରରେ ଭୂକମ୍ପ ଅନୁଭୁତ ହୋଇଥିଲା। ଏହି ଭୂକମ୍ପ ବିଷୟରେ ସୂଚନା ଦେଇ ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ...

ଇ-ଯାନ କ୍ରୟ ଉପରେ ମିଳିବ ସବସିଡି

ନୂଆଦିଲ୍ଲୀ,୮ ।୪: ଦିଲ୍ଲୀ ସରକାର ଇ-ସାଇକେଲରେ ସବସିଡି ଦେବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ଟୁଇଟ୍ କରି କହିଛନ୍ତି, ଆମେ ପ୍ରଦୂଷଣ...

ଟୁଇଟର ସିଇଓ ହେବାକୁ ଯାଉଛନ୍ତି ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ,୨୯।୧୧: ଟୁଇଟରର ସହପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଜ୍ୟାକ ଡୋରସି ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ କମ୍ପାନୀର ଦାୟିତ୍ୱ...

ବିମାନରେ ମହିଳାଙ୍କ ଉପରେ ପରିସ୍ରା କରିଥିବା ମାମଲା, ଏଫଆଇଆର ରୁଜୁ କଲା ଏୟାର ଇଣ୍ଡିଆ…

ନୂଆଦିଲ୍ଲୀ,୪।୧ : ଏୟାର ଇଣ୍ଡିଆ ବିମାନରୁ ଏକ ମାମଲା ସାମ୍ନାକୁ ଆସିଛି। ଆମେରିକାରୁ ଦିଲ୍ଲୀ ଆସୁଥିବା ବିମାନରେ ଜଣେ ମଦ୍ୟପ ବ୍ୟକ୍ତି ୭୦ ବର୍ଷ ବୟସ୍କା...

ୟୁପିର ଧନୀ ପ୍ରାର୍ଥୀଙ୍କ ପାଖରେ ୧୪୮ କୋଟି, ୨ଜଣଙ୍କ ପାଖରେ କିଛି ନାହିଁ

ନୋଏଡା,୪।୨: ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ସବୁଠୁ ଧନୀ ପ୍ରାର୍ଥୀଙ୍କ ପାଖରେ ୧୪୮ କୋଟି ଟଙ୍କାର ସମ୍ପତି ରହିଛି। ଅନ୍ୟପକ୍ଷରେ...

Advertisement
Archives

Model This Week