ସେନା ଚରିତ୍ରରେ ନଜର ଆସିବେ ବରୁଣ

ମୁମ୍ବାଇ: ଆକ୍ସନ, କମେଡି ଓ ଇମୋଶନରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ଅଭିନେତା ବରୁଣ ଧଓ୍ବନଙ୍କୁ ଏବେ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। ପରମବୀରଚକ୍ରରେ ସମ୍ମାନୀତ ସେନା ଅଧିକାରୀ ଅରୁଣ କ୍ଷେତ୍ରପାଳଙ୍କ ବାୟୋପିକ୍‌ରେ ଏବେ ବରୁଣ ଅଭିନୟ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି। ପ୍ରଯୋଜକ ଦିନେଶ ବିଜାନ ଏହି ଫିଲ୍ମକୁ ନେଇ କହିଛନ୍ତି ଏହା ଏକ ପ୍ରେରଣାଦାୟୀ ଫିଲ୍ମ ହେବ। ଶ୍ରୀରାମ ରାଘବନ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ବରୁଣ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ଜଣାପଡିଛି। ମାତ୍ର ୨୧ ବର୍ଷ ବୟସରେ ନିଜ ବୀରତା ପାଇଁ କ୍ଷେତ୍ରପାଳ ସର୍ବକନିଷ୍ଠ ସେନା ଅଧିକାରୀ ଭାବେ ପରମବୀରଚକ୍ର ପାଇଥିଲେ। ତେଣୁ ଏମିତି ଏକ କାହାଣୀକୁ ପରଦା ଉପରକୁ ଆଣିଲେ ଆମ ଦେଶର ଅନେକ ଯବାନ ଏହାଦ୍ୱାରା ପ୍ରେରଣା ପାଇବେ ବୋଲି ପ୍ରଯୋଜକ ପ୍ରକାଶ କରିଛନ୍ତି। ଏଥର ବରୁଣଙ୍କ ଏହି ସେନା ଲୁକ୍‌ ଦର୍ଶକଙ୍କ ପାଇଁ ନୂଆ ଲୁକ୍‌ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହାତ ଯୋଡ଼ିଲେ ସୁଶାନ୍ତଙ୍କ ଭଊଣୀ

ବମ୍ବେ: ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା। ଇତିମଧ୍ୟରେ ଦୁଇ ମାସରୁ ଅଧିକ ସମୟ...

ସୋନୁ ସୁଦ୍‌ଙ୍କ ଫଟୋରେ କ୍ଷୀର ଢାଳିଲେ ପ୍ରଶଂସକ: ଅଭିନେତା କହିଲେ…

ଦେଶରେ କରୋନା ଭଳି କଠିନ ପରିସ୍ଥିତିରେ ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି ଅନେକ ସେଲିବ୍ରିଟି। ଏଥିରେ ବଲିଉଡ୍‌ ଅଭିନେତା ସୋନୁ ସୁଦ ମଧ୍ୟ ସାମିଲ ଅଛନ୍ତି।...

ଲକ୍‌ଡାଉନରେ ଏହିସବୁ କାମ କରୁଥିଲେ ସୈଫ୍‌

ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କ କମେଡି ଶୋ ‘ଦି କପିଲ ଶର୍ମା ଶୋ’ ମାଧ୍ୟମରେ ବିଗତ ଅନେକ ବର୍ଷ ଧରି ଲୋକଙ୍କୁ ହସାଉଛନ୍ତି।...

ଆତ୍ମବିଶ୍ୱାସ ବଢ଼ାଇଦିଏ ଗିଫ୍ଟ ଶାର୍ଟ

ନୟାଗଡ଼ରେ ସମ୍ଭବଙ୍କର ଜନ୍ମ। ପିତା ସୁରେନ୍ଦ୍ରନାଥ ଓ ମା’ କାବେରୀ ସ୍ବାଇଁଙ୍କ ପୁଅ ସମ୍ଭବ ଏବେ ଟ୍ରେଣ୍ଡିଂ ଷ୍ଟାର୍‌ ଭାବେ ପରିଚିତ। ନଜଦିକିୟାଁ, ଫଗୁଣ, ଏ...

ଋଷି କପୁରଙ୍କୁ ଭେଟିଲେ ଆଲିଆ, ଐଶ୍ଚର୍ଯ୍ୟା

ବଲିଉଡର ଲୋକପ୍ରିୟ ଅଭିନେତା ଋଷି କପୁର କର୍କଟ ଚିକିତ୍ସା ଲାଗି ନ୍ୟୁୟର୍କରେ ଅଛନ୍ତି। ତାଙ୍କ ସହିତ ସ୍ତ୍ରୀ ନୀତୁ ସିଂହ ମଧ୍ୟ ସେଠାରେ ରହୁଛନ୍ତି। ପୁଅ...

୫ ଦିନରେ ସର୍ବାଧିକ ଆୟ କଲାଣି ଫିଲ୍ମ ‘ଦ କଶ୍ମୀର ଫାଇଲସ’

ଫିଲ୍ମ ‘ଦ କଶ୍ମୀର ଫାଇଲସ’କୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଛି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରୁଛି। କଶ୍ମୀର...

ଦୀପିକାଙ୍କୁ ଭେଟିବାକୁ ଗଲେ ରଣବୀର: ଫ୍ୟାଶନ ସେନ୍ସକୁ ନେଇ ହେଉଛି ଚର୍ଚ୍ଚା

ମୁମ୍ବାଇ: ବଲିଉଡ୍ ବିୟୁଟି ଦୀପିକା ପାଦୁକୋନ ଏବେ ଅନନ୍ୟା ପାଣ୍ଡେ ଓ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି । ମଙ୍ଗଳବାର ସକାଳେ...

ପ୍ରିୟଙ୍କାଙ୍କ ବୋଲ୍ଡ ଅବତାର

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ସକ୍ରିୟ। ସେ ପ୍ରାୟତଃ ପ୍ରଶଂସକଙ୍କ ସହ ତାଙ୍କର ଫଟୋ ଏବଂ ଭିଡିଓ ଶେୟାର କରୁଥିବା ଦେଖାଯାଏ। ପ୍ରଶଂସକମାନେ ତାଙ୍କ...

Advertisement
Archives

Model This Week