ସାରାଙ୍କୁ ଛାଡି ଏହି ଅଭିନେତ୍ରୀଙ୍କ ସହ ଡେଟ୍‌ରେ ଗଲେ କାର୍ତ୍ତିକ, ୟୁଜର୍ସ କହିଲେ ଧୋକାବାଜ୍‌

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ୍‌ ଏବଂ ସୈଫ୍‌ ତନୟା ସାରା ଅଲ୍ଲୀ ଖାନ୍‌ଙ୍କ ପ୍ରେମ ସମ୍ପର୍କ କାହାକୁ ଅଛପା ନାହିଁ। ଉଭୟଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳେ। କିନ୍ତୁ ଏବେ ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଯାଇଛି ବୋଲି ଆଲୋଚନା ଚାଲିଛି। କାର୍ତ୍ତିକ ନିଜ ଆଗାମୀ ଫିଲ୍ମ ‘ପତି, ପତ୍ନୀ ଔର୍‌ ଓ’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ଅଭିନୟ କରୁଥିବା ଅନନ୍ୟା ଏବେ କାର୍ତ୍ତିକଙ୍କ ନିକଟତର ହେଉଥିବା ଚର୍ଚ୍ଚା ହେଉଛି। ନିକଟରେ ଅନନ୍ୟାଙ୍କ ଜନ୍ମଦିନ ଥିବାବେଳେ ଉଭୟ ଡିନର୍‌ ଡେଟ୍‌ରେ ଯାଇଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋ ଦେଖି କାର୍ତ୍ତିଙ୍କୁ ଯୁଜର୍ସମାନେ ଧୋକାବାଜ୍‌ ଆଖ୍ୟା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଟିଟିରେ ଡେବ୍ୟୁ କରିବେ ବେବୋ

ବମ୍ବେ: ଖୁବ୍‌ଶୀଘ୍ର ଓଟିଟିରେ ଡେବ୍ୟୁ କରିବେ ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାନ୍‌। ସୁଜୟ ଘୋଷଙ୍କ ଆଗାମୀ ଫିଲ୍ମରେ ସେ ନଜର ଆସିବେ। ଫିଲ୍ମଟି ଜାପାନୀ...

ଗୋବିନ୍ଦାଙ୍କ ପାଦ ଛୁଇଁଲେ ପାକିସ୍ତାନୀ ଅଭିନେତା; ବଢ଼ୁଛି ଉତ୍ତେଜନା

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ଗୋବିନ୍ଦା ଏପରି ଜଣେ କଳାକାର, ଯାହାଙ୍କ ପ୍ରଶଂସକ ଦେଶବିଦେଶରେ ରହିଛନ୍ତି। ନିକଟରେ ପାକିସ୍ତାନ ଅଭିନେତା ପହାଦ ମୁସ୍ତଫା ଗୋବିନ୍ଦାଙ୍କ ପ୍ରତି ଭଲପାଇବାକୁ...

‘ପୂଜା ମେରୀ ଜାନ୍‌’ରେ ହୁମା

ମୁମ୍ବାଇ: ଦୀର୍ଘଦିନର ବ୍ୟବଧାନ ପରେ ବଲିଉଡ୍‌ ଅଭିନେତ୍ରୀ ହୁମା କୁରେଶି ପୁଣି ଫେରିଛନ୍ତି ବଡ଼ ପରଦାକୁ। ଫିଲ୍ମ ‘ପୂଜା ମେରୀ ଜାନ୍‌’ ଜରିଆରେ ସେ କମ୍‌ବ୍ୟାକ୍‌...

ଏକଦା ଆମିରଙ୍କୁ ପ୍ରଶଂସକ ଭାବେ ଚିଠି ଲେଖିଥିଲେ ଏହି ଅଭିନେତ୍ରୀ , ପୂରା ଘଟଣା ଜାଣିଲେ…

ବଲିଉଡ୍‌ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଏକଦା ଅମିର ଖାନ୍‌ଙ୍କୁ ଚିଠି ଲେଖିଥିଲେ। ଏ ନେଇ ସେ ନିକଟରେ କହିଥିଲେ। ‘ରଙ୍ଗିଲା’ ଫିଲ୍ମରେ ଅମିରଙ୍କ ଅଭିନୟ ତାଙ୍କୁ...

ଆଲିଆଙ୍କ ହାତରେ ଲାଗିଲା ରଣବୀରଙ୍କ ମେହେନ୍ଦୀ

ମୁମ୍ବାଇ: ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବିବାହ ପୂର୍ବର କାର୍ଯ୍ୟ ଆରମ୍ଭ ହୋଇଛି। ଅଭିନେତ୍ରୀଙ୍କ ହାତରେ ରଣବୀର କପୁରଙ୍କ ନାମରେ ମେହେନ୍ଦୀ...

‘ଛାଡପତ୍ର ପରେ ପୁଣି କୋଳାଗ୍ରତ’

ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଅମିର ଖାନ ନିକଟରେ ତାଙ୍କ ପୂର୍ବତନ ସ୍ତ୍ରୀ କିରଣ ରାଓଙ୍କ ସହ ପୁଣିଥରେ ନଜର ଆସିଥିଲେ। ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଉଭୟ...

ଜୋରିମନା ଦେଲେ ଅଲ୍ଲୁ ଅର୍ଜୁନ

ସାଉଥ୍‌ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ଅଲୁ ଅର୍ଜୁନ ଟ୍ରାଫିକ ନିୟମ ଉଲ୍ଲଂଘନ କରି ଫସିଯାଇଛନ୍ତି। ତାଙ୍କ ଜୋରମନା ଦେବାକୁ ପଡିଛି। ଅଲୁ ଅର୍ଜୁନ ରେଞ୍ଜ ରୋଭର...

ନାସିକରେ ବିସର୍ଜନ ହେଲା ସୁର ସାମ୍ରାଜ୍ଞୀଙ୍କ ଅସ୍ଥି

ମୁମ୍ବାଇ,୧୦।୨: ମହାରାଷ୍ଟ୍ର ନାସିକ ଜିଲାର ଗୋଦାବରୀ ନଦୀକୂଳ ସ୍ଥିତ ରାମକୁଣ୍ଡରେ ଭାରତ ରତ୍ନ ତଥା ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଅସ୍ଥି ବିସର୍ଜନ କରାଯାଇଛି। ଗୁରୁବାର...

Advertisement
Archives

Model This Week