ସମବାୟ ବ୍ୟାଙ୍କ ସମ୍ମୁଖରେ ବୀମାରୁ ବଞ୍ଚିତ ଚାଷୀଙ୍କ ଧାରଣା

ତିହିଡ଼ିି,୬।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ କାଁପଡା ପଞ୍ଚାୟତ ଅଧୀନ ଦପା ଗ୍ରାମର ଶତାଧିକ ଚାଷୀ ଶୁକ୍ରବାର ପୂର୍ବାହ୍ନରେ ତିହିଡ଼ିସ୍ଥିତ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେଇଛନ୍ତି। ଗତବର୍ଷ ବନ୍ୟାରେ ସେମାନଙ୍କ ଧାନଫସଲ କ୍ଷତି ହୋଇଥିଲା। ମାତ୍ର ଏ ନେଇ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ବୀମାରାଶି ମିଳିପାରି ନାହିଁ। ଏହାର ପ୍ରତିବାଦରେ ଭାଗୀରଥି ଦାସ, ନିରଞ୍ଜନ ଦାସ, ଗଣେଶ ଦାସ, ତ୍ରିଲୋଚନ ଦାସ, ଚକ୍ରଧର ଦାସ, କନକ ଦାସ, ଶାବ ଦାସ ପ୍ରମୁଖ ଚାଷୀ ଧାରଣା ଦେଇଛନ୍ତି। ତୁରନ୍ତ ବୀମାରାଶି ପ୍ରଦାନ କରିବାକୁ ସେମାନେ ଦାବି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ପାଖରେ ବୁଲୁଛି ଗୋଠଛଡ଼ା ଦନ୍ତା

ପାଟଣା, ୭।୫: କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ଗୁରୁବାର ବିଳମ୍ବିତ ରାତିରେ ଏକ ଗୋଠଛଡ଼ା ଦନ୍ତା ହାତୀ ପଶିଆସିଛି। ହାତୀଟି ଶୁକ୍ରବାର ସକାଳେ ପାଟଣା ଗୋଷ୍ଠୀ...

ଶ୍ୱଶୁରଘରୁ ଫେରୁଥିବା ବେଳେ ଦୁର୍ଘଟଣା: ଜ୍ୱାଇଁଙ୍କ ଜୀବନଗଲା

ପଦ୍ମପୁର,୧୭।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ମନ୍ଦାରଇ ଧାମରା ରାସ୍ତାରେ ବାଇକ୍‌ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ (ଇଚ୍ଛାପୁର) ବ୍ରହ୍ମପୁର...

ଜାଲ ସାର୍ଟିଫିକେଟରେ ଡାକ୍ତର

ସୁୁନ୍ଦରଗଡ,୧୩।୧୧ (ଡି.ଏନ୍‌.ଏ.)- ଜାଲ ସାର୍ଟିଫିକେଟ ଦେଇ ଜଣେ ବ୍ୟକ୍ତି ଗତ ୩ବର୍ଷ ଧରି ସରକାରୀ ଡାକ୍ତର ଭାବେ ଚାକିରି ପାଇ ରୋଗୀସେବା କରୁଥିଲେ ା ଏ...

ଦେଶର ବିଭିନ୍ନ ସମସ୍ୟା ପ୍ରତିବାଦରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

କେନ୍ଦୁଝର,୨୨।୧୧( ସ୍ବ.ପ୍ର.): ଦେଶରେ ଅହେତୁକ ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଅର୍ଥନୀତି ମାନ୍ଦାବସ୍ଥା ଓ ସରକାରୀ ତଥା ବେସରକାରୀ କ୍ଷେତ୍ରରେ ବେରୋଜଗରୀ ସମସ୍ୟା ଆଦି ପ୍ରତିବାଦରେ କେନ୍ଦୁଝର...

୨୯ ବର୍ଷ ହେଲା ଚାଲିଛି ମାନସିକ ପୂରଣ

ବଇଣ୍ଡା,୨୪।୧୧: ଟିଏ ପଟେ ବୁଡ଼ି ଯାଉଥିବା କଳା, ସଂସ୍କୃତିକୁ ଉଜ୍ଜୀବିତ କରିବାକୁ ପ୍ରୟାସ ତ ଅନ୍ୟପଟେ ଧାର୍ମିକ ଭାବନା ବା ମାନସିକ ପୂରଣ ପାଇଁ ଚାଲିଛି...

ଗୋଟିଏ ଆଙ୍ଗୁଠିରେ ଛତା ରଖି ଗିନିଜ୍‌ ରେକର୍ଡ

ଟିଟିଲାଗଡ଼,୨୭ା୬(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବ୍ଲକ କଣ୍ଡରା ଗ୍ରାମର କାହ୍ନୁ ଭୋଇ ରବିବାର ଗୋଟିଏ ଆଙ୍ଗୁଠିରେ ଛତା ସନ୍ତୁଳନରେ ରଖି ରେକର୍ଡ କରିଛନ୍ତି। ମଧ୍ୟାହ୍ନ ୧୨.୦୩ରୁ...

bahanaga- gopalpur milk samabaya samiti photo-2

କ୍ଷତି ସହୁଛନ୍ତି ଦୁଗ୍ଧ ଚାଷୀ

ବାହାନଗା, ୧୭ା୫(ଡି.ଏନ.ଏ.)-ଲକ୍‌ଡାଉନ ଯୋଗୁ ପୂର୍ବଭଳି ଦୁଗ୍ଧ ବିକ୍ରି ହେଉ ନ ଥିବାରୁ ବାଲେଶ୍ୱର ଜିଲା ବାହାନଗା ବ୍ଲକର ଦୁଗ୍ଧ ଚାଷୀମାନେ କ୍ଷତି ସହୁଛନ୍ତି। ସାମାଜିକ ଦୂରତ୍ୱ...

ବର୍ଷା ନାହିଁ କି କେନାଲରେ ପାଣି ଆସୁନି

ଡେରାବିଶ,୫ା୮(ସ୍ବ.ପ୍ର.): ଶ୍ରାବଣ ମାସ ଶେଷହେବାକୁ ବସିଲାଣି। ବର୍ଷା ନାହିଁ କି କେନାଲରେ ପାଣି ଛଡ଼ାଯାଇନାହିଁ। ଏ ନେଇ ଡେରାବିଶ ବ୍ଲକ ଅଧୀନ ୪ଟି ପଞ୍ଚାୟତର ଚାଷୀଙ୍କ...

Advertisement
Archives

Model This Week