Posted inଜାତୀୟ

ସପ୍‌ନାଙ୍କୁ ନେଇ ଚିନ୍ତାରେ ଭାଜପା

ନୂଆଦିଲ୍ଲୀ,୨୦।୧୦: ନିକଟରେ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଥିବା ହରିୟାଣାର ଡ୍ୟାନ୍ସର ସପ୍‌ନା ଚୌଧୁରୀଙ୍କୁ ନେଇ ଏବେ ଭାଜପା ଚିନ୍ତାରେ ପଡିଯାଇଛି। ମଙ୍ଗଳବାର ହରିୟାଣା ବିଧାନସଭାର ନିର୍ବାଚନ ଥିବାବେଳେ ସପ୍‌ନା ଶନିବାର ଅନ୍ୟଜଣେ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଥିଲେ। ଯାହା ଦଳ ବିରୋଧୀ ହୋଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏବେ ଦାବି ହୋଇଛି। ତେବେ ସପ୍‌ନା କହିବା କଥା ସେ ଜଣେ ସ୍ବାଧୀନ ପ୍ରାର୍ଥୀ ଥିବାରୁ ସେ ତାଙ୍କ ପାଇଁ ପ୍ରଚାର କରିଛନ୍ତି। ସୂଚନାଯୋଗ୍ୟ, ସପ୍‌ନା ଏହି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ଭାରତର ଜବାବ

ନୂଆଦିଲ୍ଲୀ,୯।୮: ମୋଦି ସରକାର ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇବା ପରେ ଭାରତ ପାକିସ୍ତାନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ପାକିସ୍ତାନ ଭାରତ ସହ ବ୍ୟବସାୟୀକ ସମ୍ପର୍କ...

ଏଚଏଏଲର ବିମାନ ‘ହିନ୍ଦୁସ୍ଥାନ ୨୨୮-୨୦୧ ଏଲଡବ୍ଲୁ’କୁ ମଞ୍ଜୁରୀ…

ନୂଆଦିଲ୍ଲୀ,୨୭।୨ : ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ସୋମବାର ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡର (ଏଚଏଏଲ)ର ବିମାନ ‘ହିନ୍ଦୁସ୍ଥାନ ୨୨୮-୨୦୧ ଏଲଡବ୍ଲୁ’ ର ଏକ ନୂତନ ସଂସ୍କରଣକୁ...

ହିମାଳୟରେ ତରଳିବ ୮୫ ପ୍ରତିଶତ ବରଫ!

ଶ୍ରୀନଗର,୭।୮: ଜଳବାୟୁ ପରିବର୍ତ୍ତନ କାରଣରୁ ଏବେ ଜମ୍ମୁ-କଶ୍ମୀର ଓ ଲଦ୍ଦାଖରେ ଏହାର ପ୍ରଭାବ ଅନୁଭୁତ ହେବାକୁ ଯାଉଛି। ଏବେକାର ଜଳବାୟୁକୁ ଦେଖି ବିଶେଷଜ୍ଞମାନେ ଏହି ଅନୁମାନ...

୩୦ ହଜାର ତଳେ ଦୈନିକ ସଂକ୍ରମଣ, ସୁଧୁରୁନି କେରଳ ସ୍ଥିତି…

ନୂଆଦିଲ୍ଲୀ,୨୫।୯: କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଲୋକେ ଆତଙ୍କିତ ହେବାରେଲାଗିଛନ୍ତି। ଦୈନିକ ସଂକ୍ରମଣ ୩୦ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ...

ଶ୍ରମିକଙ୍କ ପୁଅ ହେଲେ ଇସ୍ରୋ ବୈଜ୍ଞାନିକ

ମୁମ୍ବାଇ,୧୮ା୬: ଦୃଢ଼ ଇଚ୍ଛାଶକ୍ତି ଥିଲେ ମଣିଷ ସବୁ ଅସାଧ୍ୟ କାମକୁ ସାଧନ କରିପାରେ। ସେମିତି କରି ଦେଖାଇଛନ୍ତି ଜଣେ ଶ୍ରମିକଙ୍କ ପୁଅ। କଠିନ ଅଧ୍ୟବସାୟ ବଳରେ...

କଂଗ୍ରେସରେ ଯୋଗ ଦେଲେ କହ୍ନେୟା କୁମାର, ଜିଗ୍ନେଶ ମେୱାନି

ନୂଆଦିଲ୍ଲୀ,୨୮ ।୯: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ର ପୂର୍ବତନ ଛାତ୍ର ନେତା ତଥା ସିପିଆଇ ନେତା କହ୍ନେୟା କୁମାର ଓ ଗୁଜରାଟର ନିର୍ଦ୍ଦଳୀୟ ବିଧାୟକ ଜିଗ୍ନେଶ ମେୱାନି...

ନିର୍ଭୟା ପାଣ୍ଠିର ଅଧା ବିନିଯୋଗ ହୋଇଛି

ନୂଆଦିଲ୍ଲୀ ,୧୭।୧୨: ଦିଲ୍ଲୀର ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣାକୁ ୧୦ ବର୍ଷ ବିତିଛି। ହେଲେ ରାଜଧାନୀର ମହିଳାମାନଙ୍କ ପାଇଁ କିଛି ବଦଳି ନ ଥିବା...

ଗୁରୁବାର ଆନ୍ଦୋଳନରୁ ହଟିବେ ଚାଷୀ

ନୂଆଦିଲ୍ଲୀ,୮।୧୨: କୃଷି ଆଇନ ବିରୋଧରେ ୧୫ ମାସ ଧରି ଚାଲିଥିବା ଆନ୍ଦୋଳନ ଶେଷ ହେବାକୁ ଯାଉଛି। ଏମ୍‌ଏସ୍‌ପି ଲାଗି ଆଶ୍ୱାସନା ସହ ଚାଷୀଙ୍କ ବିରୋଧରେ ରୁଜୁ...

Advertisement
Archives

Model This Week