‘ଷ୍ଟ୍ରିଟ୍‌ ଡ୍ୟାନ୍ସର-୩’ର ନୂଆ ପୋଷ୍ଟର ଶେୟାର କଲେ ବରୁଣ

ମୁମ୍ବାଇ: ବଲିଉଡ୍‌ ନାୟକ ବରୁଣ ଧଓ୍ବନ ତାଙ୍କର ଅପ୍‌ କମିଂ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର-୩’ର ନୂଆ ପୋଷ୍ଟର ଶେୟାର କରିଛନ୍ତି। ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେ ଏହି ପୋଷ୍ଟରଟି ଶେୟାର କରିବା ସହ ଫିଲ୍ମର ଟ୍ରେଲର ଡିସେମ୍ବର ୧୮ରେ ରିଲିଜ୍‌ ହେବ ବୋଲି ମଧ୍ୟ ସୂଚନା ଦେଇଛନ୍ତି। ‘ଏବିସିଡି’ପରେ ତାଙ୍କର ଏହି ଫିଲ୍ମକୁ ଅପେକ୍ଷା ରଖିଛନ୍ତି ପ୍ରଶଂସକ। ରେମୋ ଡିସୋଜାଙ୍କ ନୃତ୍ୟ ନିର୍ଦ୍ଦେଶନାରେ ଫିଲ୍ମଟି ଡ୍ୟାନ୍ସରେ ଭରପୁର ହୋଇଥିବ ବୋଲି ଦର୍ଶକେ ଆଶା ରଖିଛନ୍ତି। ଆସନ୍ତା ବର୍ଷ ଜାନୁୟାରୀ ୨୪ରେ ଏହା ପରଦାକୁ ଆସିବାକୁ ଥିବା ବେଳେ ଏଥିରେ ବରୁଣଙ୍କ ବ୍ୟତୀତ ଶ୍ରଦ୍ଧା କପୁର, ପ୍ରଭୁ ଦେବା ଓ ନୋରା ଫତେହି ଲିଡ୍‌ ରୋଲରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣ-ମହେଶଙ୍କ ହ୍ୟାଟ୍ରିକ

ନିର୍ଦ୍ଦେଶକ ମହେଶ ହାଜରା ଏବଂ ନାଟ୍ୟକାର ଅରୁଣ ନାୟକ ହ୍ୟାଟ୍ରିକ ମାରିଛନ୍ତି। ଗୋଟିଏ ଅପେରା ପାର୍ଟିରେ ଲଗାତର ତୃତୀୟ ଥର ପାଇଁ ସେମାନେ ଏକାଠି କାମ...

ମୁମ୍ବାଇ ଡବାବାଲାଙ୍କ ପାଇଁ ଭଗବାନ ସାଜିଲେ ସଞ୍ଜୟ-ସୁନୀଲ

ମୁମ୍ବାଇ: କରୋନା ମହାମାରୀ ସମୟରେ ଅନେକ ଲୋକ ସେମାନଙ୍କ ରୋଜଗାର ହରାଇଛନ୍ତି। ଗୋଟିଏ ପଟେ ଅଦୃଶ୍ୟ ମହାମାରୀ କରୋନା ସହ ଲଢିବାକୁ ପଡୁଥିବା ବେଳେ ଅନ୍ୟପଟେ...

ନାଚୁଥିବା ବେଳେ ଏହି ଅଭିନେତ୍ରୀଙ୍କ ବଦଳିଗଲା ପୋଷାକ, ଭିଡିଓ ଭାଇରାଲ

ଟିଭି ସିରିଏଲ୍‌ର ଜଣାଶୁଣା ଅଭିନେତ୍ରୀ ହିନା ଖାନ ସୋସିଆଲ ମିଡିଆରେ ପ୍ରାୟ ସକ୍ରିୟ ଥାନ୍ତି। ସେ ପ୍ରଶଂସକଙ୍କ ପାଇଁ ଆକର୍ଷଣୀୟ ପୋଷ୍ଟ ଶେୟାର କରୁଛନ୍ତି। ଏ...

ଏହି ତାରିଖରେ ବିବାହ କରିବେ ପ୍ରିୟଙ୍କାଙ୍କ ଏକ୍ସ ବୟଫ୍ରେଣ୍ଡ୍‌

ମୁମ୍ବାଇ : ବଲିଉଡ ଅଭିନେତା ତଥା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଏକ୍ସ ବୟଫ୍ରେଣ୍ଡ୍‌ ହରମନ ବାବେଜା ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସେ ହେଲ୍‌ଥ କୋଚ...

ଦିନ ଗଣୁଛନ୍ତି ତାପସୀ

ତାପସୀ ପାନ୍ନୁ ଏବେଠାରୁ ଦିନ ଗଣିବା ଆରମ୍ଭ କରିଦେଲେଣି। ସେପଟେ ଦିନ ଯେତିକି ପାଖେଇ ଆସୁଛି ତାଙ୍କର ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି। ହେଲେ...

ସୋନମ ଜଣାଇଲେ କେବେ ଦେଖାଇବେ ପୁଅର ଝଲକ

ମୁମ୍ବାଇ: ବଲିଉଡ ଆକ୍ଟ୍ରେସ୍ ସୋନମ କପୁର ଓ ତାଙ୍କ ସ୍ୱାମୀ ଆନନ୍ଦ ଆହୁଜା ଗତବର୍ଷ ଏକ ପୁତ୍ର ସନ୍ତାନକୁ ସ୍ୱାଗତ କରିଥିଲେ । ସେବେଠାରୁ ତାଙ୍କ...

ଲୁଚିଛପି ଗର୍ଲଫ୍ରେଣ୍ଡଙ୍କୁ ବାହାହେଲେ ବରୁଣ!

ମୁମ୍ବାଇ: ବଲିଉଡ୍‌ ନାୟକ ବରୁଣ ଧାୱନ ଲୁଚିଛପି ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ବିବାହ କରିଥିବା ଆଲୋଚନା ହେଉଛି। କିଛିଦିନ ହେବ ଏମାନଙ୍କ ବିବାହକୁ ନେଇ...

‘କୁତ୍ତେ’ରେ ଅର୍ଜୁନଙ୍କ ନୂଆ ଲୁକ

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ମୁଭି ‘କୁତ୍ତେ’ ଏବେ ଖୁବ୍ ଚର୍ଚ୍ଚାରେ । ପ୍ରଥମ ଦିନରୁ ହିଁ ଏହି ମୁଭି ତା’ର ଟାଇଟଲକୁ ନେଇ...

Advertisement
Archives

Model This Week