‘ଷ୍ଟ୍ରିଟ୍‌ ଡ୍ୟାନ୍ସର-୩’ର ନୂଆ ପୋଷ୍ଟର ଶେୟାର କଲେ ବରୁଣ

ମୁମ୍ବାଇ: ବଲିଉଡ୍‌ ନାୟକ ବରୁଣ ଧଓ୍ବନ ତାଙ୍କର ଅପ୍‌ କମିଂ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର-୩’ର ନୂଆ ପୋଷ୍ଟର ଶେୟାର କରିଛନ୍ତି। ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେ ଏହି ପୋଷ୍ଟରଟି ଶେୟାର କରିବା ସହ ଫିଲ୍ମର ଟ୍ରେଲର ଡିସେମ୍ବର ୧୮ରେ ରିଲିଜ୍‌ ହେବ ବୋଲି ମଧ୍ୟ ସୂଚନା ଦେଇଛନ୍ତି। ‘ଏବିସିଡି’ପରେ ତାଙ୍କର ଏହି ଫିଲ୍ମକୁ ଅପେକ୍ଷା ରଖିଛନ୍ତି ପ୍ରଶଂସକ। ରେମୋ ଡିସୋଜାଙ୍କ ନୃତ୍ୟ ନିର୍ଦ୍ଦେଶନାରେ ଫିଲ୍ମଟି ଡ୍ୟାନ୍ସରେ ଭରପୁର ହୋଇଥିବ ବୋଲି ଦର୍ଶକେ ଆଶା ରଖିଛନ୍ତି। ଆସନ୍ତା ବର୍ଷ ଜାନୁୟାରୀ ୨୪ରେ ଏହା ପରଦାକୁ ଆସିବାକୁ ଥିବା ବେଳେ ଏଥିରେ ବରୁଣଙ୍କ ବ୍ୟତୀତ ଶ୍ରଦ୍ଧା କପୁର, ପ୍ରଭୁ ଦେବା ଓ ନୋରା ଫତେହି ଲିଡ୍‌ ରୋଲରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପରେ କରୀନାଙ୍କୁ କ୍ୟାରିୟର ବୁଡ଼ିଯିବା ଡର ଥିଲା

କ୍ୟାରିୟର ଆରମ୍ଭରୁ ଦର୍ଶକଙ୍କ ହୃଦୟରେ ରାଜ୍‌ କରିଆସୁଛନ୍ତି କରୀନା କପୁର। ବିବାହ ପରେ ଦର୍ଶକ ଭାବିଥିଲେ ତାଙ୍କ କ୍ୟାରିୟର ନିଶ୍ଚିତ ପ୍ରଭାବିତ ହେବ। ଖୋଦ୍‌ କରୀନାଙ୍କୁ...

ରିଲିଜ୍‌ ହେଲା ‘ଶକୁନ୍ତଳା ଦେବୀ’ର ପ୍ରଥମ ଗୀତ

ମୁମ୍ବାଇ: ବଲିଉଡ୍‌ ନାୟିକା ବିଦ୍ୟା ବଲାନଙ୍କ ଅଭିନୀତ ଫିଲ୍ମ ‘ଶକୁନ୍ତଳା ଦେବୀ’ର ପ୍ରଥମଗୀତ ‘ପାସ ନେହିଁ ତୋ ଫେଲ୍‌ ନେହିଁ’ ରିଲିଜ୍‌ ହୋଇଛି। ଏଥିରେ ବିଦ୍ୟା...

୯ କୋଟି ମୂଲ୍ୟର ଘର କିଣିଲେ ଅଭିନେତା ଆୟୁଷ୍ମାନ ଖୁରାନା

ଚଣ୍ଡିଗଡ଼, ୭।୭- ଲକ୍‌ ଡାଉନ ଉଠିବା ପରେ ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ଗତ ସପ୍ତାହରେ ମୁମ୍ବାଇରୁ ଆସି ନିଜ ଘରୋଇ ସହର ଚଣ୍ଡିଗଡ଼ରେ ପରିବାର...

ହଟ୍‌ ଲୁକ୍‌ରେ ନେହା, ଆଦିତ୍ୟ

ବଲିଉଡ୍‌ ସିଙ୍ଗର ନେହା କକ୍କର ଓ ଆଦିତ୍ୟ ନାରାୟଣଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଚାଲଛି। ଭାଲେଣ୍ଟାଇନ୍ସ ଡେରେ ଉଭୟ କୁଆଡେ ବିବାହ ବନ୍ଦନରେ ଆବଦ୍ଧ...

ଭାରତୀଙ୍କ ପାଟିରୁ ବିସ୍କୁଟ ଖାଇଲା କୁକୁର

ଲକ୍‌ଡାଉନ ସମୟରେ କମେଡିଆନ୍‌ ଭାରତୀ ସିଂ ଦର୍ଶକଙ୍କ ମନୋରଞ୍ଜନ ପାଇଁ କିଛି ନା କିଛି ଫଟୋ ଓ ଭିଡିଓକୁ ଇନଷ୍ଟାଗ୍ରାମରେ ଶେୟାର କରିଥାନ୍ତି । ନିକଟରେ...

ସମନ ପରେ ସିବିଆଇ ନିକଟରେ ହାଜର ହେଲେ ରିୟା

ମୁମ୍ବାଇ, ୨୮।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ନିକଟରେ ଶୁକ୍ରବାର ପୁଣି ଥରେ ହାଜର ହୋଇଛନ୍ତି ରିଆ ଚକ୍ରବର୍ତ୍ତୀ। ସିବିଆଇ ସମନ...

ଭୂତଙ୍କ କବଳରେ ଭିକି

ମୁମ୍ବାଇ: ବଲିଉଡ୍‌ ଅଭିନେତା ଭିକି କୌଶଳଙ୍କ ଅପ୍‌ କମିଂ ହରର, ଥ୍ରୀଲର ଓ ଡ୍ରାମା ଫିଲ୍ମ ‘ଭୂତ-ପାର୍ଟ ଓ୍ବାନ ଦ ହଣ୍ଟେଡ୍‌ ଶିପ୍‌’ର ଟିଜର ରିଲିଜ୍‌...

ଅପ୍ରୀତିକର ମନ୍ତବ୍ୟ ପାଇଁ ବଲିଉଡ୍‌ରୁ ଦୂରେଇଲି

ମୁମ୍ବାଇ: ଅପ୍ରୀତିକର ମନ୍ତବ୍ୟ ପାଇଁ ବଲିଉଡ୍‌ରୁ ଦୂରେଇ ରହିଛନ୍ତି ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର ସଫଳ ଅଭିନେତ୍ରୀ ନୀରୁ ବାଜ୍‌ଓ୍ବା। ୧୯୯୮ରେ ଦେବାନନ୍ଦଙ୍କ ‘ମେଁ ସୋଲା ବରସ୍‌...

Coronavirus Update

Archives

Model This Week

Why Dharitri