ଶିକାରୀ ଗିରଫ, ଦେଶୀ ବନ୍ଧୁକ ଜବତ

ଛେଣ୍ଡିପଦା,୪।୬(ସ୍ବ.ପ୍ର)-ଅନୁଗୋଳ ବନଖଣ୍ଡ ଛେଣ୍ଡିପଦା ବନାଞ୍ଚଳର ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରୁ ମଙ୍ଗଳବାର ବନବିଭାଗ ଜଣେ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ପାତ୍ରପଡା ଗ୍ରାମର ହାଡିବନ୍ଧୁ ମୁଖି। ଏଥିସହ ତାଙ୍କ ନିକଟରୁ ଏକ ବନ୍ଧୁକ ଜବତ କରାଯାଇଛି।

ବନବିଭାଗ କହିଛି, ପାତ୍ରପଡାର ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ବନବିଭାଗ ପକ୍ଷରୁ ପେଟ୍ରୋଲିଂ ଚାଲିଥିଲା। ସେହିସମୟରେ ହାଡିବନ୍ଧୁ ବନ୍ଧୁକ ଧରି ଶିକାର ପାଇଁ ଯାଉଥିବାବେଳେ ବନବିଭାଗର କର୍ମଚାରୀମାନେ ଚଢାଉ କରି ମାଦେଳିଆ ନାଳ ନିକଟରୁ ତାଙ୍କୁ ଗିରଫ କରିଥିଲେ। ଏହି ଚଢାଉରେ ଛେଣ୍ଡିପଦା ଫରେଷ୍ଟର କଳାକର ପ୍ରଧାନ, ଫରେଷ୍ଟ ଗାର୍‌ ଦୀପକ ମହାନ୍ତିଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ଆତ୍ମହତ୍ୟା କଲେ ଯୁବକ

ଗାଜିଆବାଦ, ୨୪।୬- ଉତ୍ତର ପ୍ରଦେଶର ଗାଜିଆବାଦ ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କରୋନା ପଜିଟିଭ ବୋଲି ଜଣାପଡ଼ିବା ପରେ ଏଥିରେ...

ଉଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କୁ ମିଳିଲା ଜାମିନ

କଟକ ଅଫିସ,୨୬।୬- ଉଲିବୁରୁ ଖଣି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ଶୁକ୍ରବାର ହାଇକୋର୍ଟରୁ ଜାମିନ ମିଳିଛି। ତାଙ୍କ ଆବେଦନର ଶୁଣାଣି କରି ବିଚାରପତି...

ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ପାଟଣା, ୧୩ା୪(ସ୍ବ.ପ୍ର.)-ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା ଓ ପରେ ହତ୍ୟା ଅଭିଯୋଗରେ କେନ୍ଦୁଝର ଜିଲା ତୁରୁମୁଙ୍ଗା ପୋଲିସ ଲୋକନାଥ ମହାନ୍ତ ନାମକ ଯୁବକଙ୍କୁ ରବିବାର ଗିରଫ କରି...

ଜେଲ୍‌ରେ ଥାଇ କଲ୍‌ଗର୍ଲଙ୍କୁ ଡାକିଲେ କଏଦୀ, ଅଶ୍ଳୀଳ ଫଟୋ ସାମ୍ନାକୁ ଆସିବା ପରେ…

ଲଣ୍ଡନ,୨୭ା୬: ଜେଲ୍‌ରେ ସଜା କାଟୁଥିବା ଜଣେ କଏଦୀ କଲ୍‌ଗର୍ଲଙ୍କୁ ଡାକିଥିଲେ। ଏହି ଘଟଣାର ଖୁଲାସା ହେଲା ଯେତେବେଳେ ମୋବାଇଲରେ ଉଠା ଯାଇଥିବା ଅଶ୍ଳୀଳ ଫଟୋ ଭାଇରାଲ...

ବାଇକରେ ଷ୍ଟଣ୍ଟ କରିବାକୁ ବାରଣ କରିବାରୁ ଯୁବକଙ୍କୁ ହତ୍ୟା

ନୂଆଦିଲ୍ଲୀ, ୧୩।୭: ଜନ ଗହଳିପୂର୍ଣ୍ଣ ସ୍ଥାନରେ ବାଇକରେ ଷ୍ଟଣ୍ଟ କରୁଥିବା କିଛି ଯୁବକଙ୍କୁ ଏପରି ନ କରିବା ପାଇଁ ବାରଣ କରିବା ଜଣେ ବ୍ୟକ୍ତିଙ୍କ ପାଇଁ...

ଦାଦାବଟି ପାଇଁ ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ : ବୋମାଫୁଟି ଅଭିଯୁକ୍ତ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ଦିଗପହଣ୍ଡି,୧୫ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲୀ ପଞ୍ଚାୟତ ସରପଞ୍ଚ ପ୍ରଶାନ୍ତ ସ୍ବାଇଁଙ୍କୁ ଦାଦାବଟି ପାଇଁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ତେବେ...

ପ୍ରୋତ୍ସାହନ ଅଭାବ, ଆଳୁ ଚାଷୀ ଅବହେଳିତ: ସମୟ ଗଲାପରେ ଅନୁଦାନ ମଞ୍ଜୁର, ୧୩.୩୩ ହେକ୍ଟର ଆଳୁ ଚାଷ ପାଇଁ ୧.୩୩ ଲକ୍ଷ

ଯାଜପୁର ଅଫିସ,୨ା୬- ସାରା ରାଜ୍ୟରେ ପନିପରିବା ଚାଷ ପାଇଁ ଯାଜପୁର ଜିଲା ପ୍ରସିଦ୍ଧି ଲାଭ କରିଛି। ଜିଲାର ରସୁଲପୁର, ସୁକିନ୍ଦା, ଦାନଗଦୀ, ବିଞ୍ଝାରପୁର, ବରୀ ଆଦି...

୧୧ହଜାର ବସ୍ତା ସିମେଣ୍ଟ ଜବତ

କଟକ ଅଫିସ,୨୩ା୧୨: କଟକ ଜଗତ୍‌ପୁର ଅଞ୍ଚଳରେ ଥିବା ଏକ ସିମେଣ୍ଟ ଗୋଦାମ ଉପରେ ମଙ୍ଗଳବାର ପୋଲିସ ଚଢାଉ କରିଥିଲା। ସେଠାରୁ ପ୍ରାୟ ୧୦ ହଜାର ବସ୍ତା...

Advertisement


Archives

Model This Week