ଶଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ରଣପୁର, ୧୮ା୫ (ସ୍ବ.ପ୍ର.): କରୋନା ମୁକାବିଲା ପାଇଁ ସରକାର ପଞ୍ଚାୟତ ସ୍ତରରେ ସରପଞ୍ଚମାନଙ୍କୁ ଜିଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି। ରଣପୁର ବ୍ଲକ ବ୍ରଜରାଜପୁର ସରପଞ୍ଚ ସୁକାନ୍ତ ସାମନ୍ତରାୟ ସୋମବାର ଏହି କ୍ଷମତା ପ୍ରୟୋଗ କରି କୁଞ୍ଜବନ ଓ ବାମ୍ବଡା ଗ୍ରାମର ୫ଟି ୱାର୍ଡକୁ ୪୮ ଘଣ୍ଟା ପାଇଁ ଶଟ୍‌ଡାଉନ ଘୋଷଣା କରିଛନ୍ତି। ଏହା ଫଳରେ ଉପରୋକ୍ତ ଓ୍ବାର୍ଡର କୌଣସି ବ୍ୟକ୍ତି ଗ୍ରାମ ବାହାରକୁ ଯାଇପାରିବେ ନାହିଁ କି ବାହାର ଲୋକ ଗ୍ରାମ ଭିତରକୁ ପଶିପାରିବେ ନାହିଁ। ସୂଚନାଯୋଗ୍ୟ ଖୋର୍ଦ୍ଧା ଜିଲା ହଜ ପଞ୍ଚାୟତର ଗୋଡିପଲ୍ଲୀ ଗ୍ରାମରେ ଜଣେ ବ୍ୟକ୍ତିଙ୍କ କରୋନା ପଜିଟିଭ୍‌ ବାହାରିବାରୁ ଏହି ପଞ୍ଚାୟତକୁ ସରପଞ୍ଚ ଶଟ୍‌ଡାଉନ କରିଛନ୍ତି। ସଂକ୍ରମିତ ବ୍ୟକ୍ତି ଜଣକ ବାମ୍ବଡା ଓ କୁଞ୍ଜବନ ଗ୍ରାମକୁ ଆସି ବିଭିନ୍ନ ଲୋକଙ୍କ ସହିତ ମିଳାମିଶା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ହଜ ପଞ୍ଚାୟତ ସୀମାକୁ ଲାଗି ରହିଥିବା ବ୍ରଜରାଜପୁର ପଞ୍ଚାୟତର ଏହି ୨ଟି ଗ୍ରାମକୁ ସରପଞ୍ଚ ଶଟ୍‌ଡାଉନ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସୂର୍ଯ୍ୟମନ୍ଦିର ଗରିମାକୁ କ୍ଷୁଣ୍ଣ କରୁଛି ଏଏସ୍‌ଆଇ’

କୋଣାର୍କ, ୧୦ା୧୨(ଡି.ଏନ୍‌.ଏ.): ବିଶ୍ୱ ଐତିହ୍ୟ କୋଣାର୍କର ଗର୍ବ ଓ ଗୌରବ ହେଉଛି ସୂର୍ଯ୍ୟମନ୍ଦିର। ଏହାର ଐତିହ୍ୟ, ସ୍ଥାପତ୍ୟ ଓ କଳାସଂସ୍କୃତି ବିଶ୍ବରେ ଅନନ୍ୟ ଏବଂ ଅଦ୍ବିତୀୟ।...

ଦୁର୍ବିସହ ହୋଇପଡ଼ୁଛି ଯନ୍ତ୍ରଣାସିକ୍ତ ଜୀବନ

ଖୋର୍ଦ୍ଧା ଅଫିସ,୧୬ା୩: ଦିନେ ତାଙ୍କ ପରିବାରରେ ହସଖୁସି ଥିଲା। ଝିଅ ଓ ପୁଅଙ୍କୁ ପାଠ ପଢାଇ ସେ ବଡ଼ ମଣିଷ କରିବେ ବୋଲି ସ୍ବପ୍ନ ଦେଖିଥିଲେ।...

ଆଧାର ଲିଙ୍କ୍‌ ଆଳରେ ୩.୫୪ ଲକ୍ଷ ଠକେଇ

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ୍‌ କରାଇ ଦେବାକୁ କହି ବରିଷ୍ଠ ନାଗରିକଙ୍କ ଆକାଉଣ୍ଟରୁ ୩ ଲକ୍ଷ ୫୪ ହଜାର ଟଙ୍କା ହଡପ କରାଯାଇଛି। ଏ...

ଆଜି କ୍ୟାବିନେଟ: ୧୦ରୁ ଊର୍ଦ୍ଧ୍ୱ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିବ ମୋହର

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ସନ୍ଧ୍ୟା ୬ଟାରେ ଅନୁଷ୍ଠିତ ହେବାକୁ ଥିବା...

କେନାଲ ଶୁଖିଲା, ବର୍ଷା ନାହିଁ: ଆଗେଇ ପାରୁନି ଖରିଫ ଚାଷ

ବରଗଡ଼ ଅଫିସ୍‌,୧୬।୬ – ବରଗଡ଼ ଜିଲାରେ ସାଧାରଣତଃ ଜୁନ ମାସରୁ ଖରିଫ ଚାଷ ଆରମ୍ଭ ହୋଇଥାଏ। ଜିଲାର ଉଭୟ ଜଳସେଚିତ ଏବଂ ଅଣଜଳସେଚିତ ଅଞ୍ଚଳରେ ଏହି...

ଆରାଧନାମୁହାଁ ଆଲୁମିନିୟମନଗରୀ

ବଅଁରପାଳ, ୧୭ା୯ (ଉପେନ୍ଦ୍ର ରାଉତ): ରଙ୍ଗିନ ଆଲୋକମାଳାରେ ଝଲସୁଛି ଅନୁଗୋଳର ନାଲ୍‌କୋନଗର। ଚାରିଆଡ଼େ ଉତ୍ସାହ ଉଦ୍ଦୀପନା। ୨ ବର୍ଷ ପରେ ଶନିବାର ଧୁମ୍‌ଧାମରେ ଦେବଶିଳ୍ପୀଙ୍କ ପୂଜା...

ହାଇକୋର୍ଟ ବେଞ୍ଚ ଦାବିରେ ବିଜେପୁର ବନ୍ଦ: ଜୀବନଯାତ୍ରା ବ୍ୟାହତ

ବିଜେପୁର,୫।୨(ଡି.ଏନ୍‌.ଏ.) : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବିରେ ବୁଧବାର ହୋଇଥିବା ଆନ୍ଦୋଳନରେ ବରଗଡ଼ ଜିଲା ବିଜେପୁର ବ୍ଲକରେ ବନ୍ଦ ପାଳନ କରାଯାଇଛି। ସ୍ବତଃସ୍ଫୁର୍ତ୍ତ ଭାବେ...

ସୁଶାନ୍ତ ହତ୍ୟା ଘଟଣା, ଆଉ ଜଣେ କୋର୍ଟଚାଲାଣ

ଗୋପାଳପୁର,୨୫ା୫- ଗୋପାଳପୁର ଥାନା ବଡ଼ଗୁମୁଳା ଗ୍ରାମରେ ଏପ୍ରିଲ ୨୦ ତାରିଖ ସନ୍ଧ୍ୟାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସୁଶାନ୍ତ ସାହୁଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ...

Advertisement
Archives

Model This Week