ଲିଭର ରୋଗ ଚିହ୍ନଟ ହେବାର ନୂଆ ଉପାୟ

ଲିଭର ରୋଗକୁ ଚିହ୍ନଟ କରିବାର ଏକ ନୂଆ ଉପାୟ ନିକଟରେ ଉଦ୍ଭାବିତ ହୋଇଛି। ଏ କ୍ଷେତ୍ରରେ ସଫଳତା ଅର୍ଜନ କରିଛନ୍ତି ଆମେରିକାସ୍ଥିତ ଜର୍ଜିଆ ୟୁନିଭର୍ସିଟିର ବିଶେଷଜ୍ଞମାନେ। ଉକ୍ତ ୟୁନିଭର୍ସିଟିର ପ୍ରଫେସର ୟାଙ୍ଗ୍‌ଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଗ୍ରୁପ୍‌ ଏ ନେଇ ଗବେଷଣା କରିଥିଲେ। ବର୍ତ୍ତମାନ ଆମେରିକାରେ  ନୋନାଲକୋହୋଲିକ ଫ୍ୟାଟି ଲିଭର ରୋଗ ନିଜର କାୟାବିସ୍ତାର କରିଚାଲିଛି। ଏହି ରୋଗକୁ ସହଜରେ ଚିହ୍ନଟ କରିବାର ଏକ ଉପାୟ ସେମାନେ ଖୋଜିପାଇଛନ୍ତି। ପ୍ରଥମେ ଏକ ମୂଷାର ଟିସୁକୁ ପରୀକ୍ଷାକରି ସେମାନେ ସଫଳ ହୋଇଥିଲେ। ମନୁଷ୍ୟମାନଙ୍କ କ୍ଷେତ୍ରରେ ଏପରି ପ୍ରଣାଳୀ ମଧ୍ୟ ସଫଳ ହେବ ବୋଲି ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି ପ୍ରଫେସର ୟାଙ୍ଗ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଜାଣିରଖନ୍ତୁ

କମ୍‌ ହାଇଟ୍‌ ଥିଲେ ବି ଆପଣ ୱେଷ୍ଟର୍ଣ୍ଣ ଡ୍ରେସ୍‌ ପିନ୍ଧିପାରିବେ। ତେବେ ଯେକୌଣସି ପ୍ରକାରର ଡ୍ରେସ ପିନ୍ଧିଲେ ଆପଣ ଭର୍ଟିକାଲ୍‌ ଷ୍ଟ୍ରାଇପ୍‌ ଥିବା ଡ୍ରେସ ପିନ୍ଧନ୍ତୁ।...

ନୂଆ ନୂଆ ପ୍ରେମରେ ପଡ଼ିଛନ୍ତି ? ପ୍ରେମଜୀବନକୁ ସଫଳ କରୁଥିବା ଏହି ୪ କଥା ଜାଣିରଖନ୍ତୁ…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଏବଂ ଉପାୟ ବିଷୟରେ ଉଲ୍ଲେଖ କରିଛନ୍ତି। ସେଥିରୁ ଗୋଟିଏ ହେଲା ପ୍ରେମ ଜୀବନକୁ...

ଚିକେନ୍‌ ପଟିଆଲା

ଖାଦ୍ୟ ପାଇଁ ରାଜ୍ୟ ତଥା ବାହାରେ ବେଶ୍‌ ପରିଚିତ ରେଶମ ସହର ବ୍ରହ୍ମପୁର। ଗ୍ରାହକଙ୍କ ଚାହିଦା ମୁତାବକ ଖାଦ୍ୟ ପ୍ରସ୍ତୁତି ପାଇଁ ସହରରେ ଖୋଲିଛି ଅନେକ...

ସରପ୍ରାଇଜ୍‌ ଗିଫ୍ଟ

ଏବେ ଚାଲିଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ସ ଓ୍ବିକ୍‌। କେଉଁ ଦିନ ଗୋଲାପ ତ ଆଉ କେଉଁ ଦିନ ଟେଡି ଏବଂ ଚକୋଲେଟ୍‌ ଦେଇ ନିଜ...

ଫ୍ଲୋରାଲ୍‌ ପ୍ରିଣ୍ଟ ଫ୍ୟାଶନ୍‌

ଲକ୍‌ଡାଉନ୍‌ ପାଇଁ ଫିକା  ପଡ଼ିଥିବା ଫ୍ୟାଶନ ଟ୍ରେଣ୍ଡ ଏବେ ପୁଣି ଥରେ ନୂଆ ରୂପ  ନେଇଛି । ଫ୍ୟାଶନ୍‌ ଦୁନିଆରେ ଏବେ ଫ୍ଲୋରାଲ୍‌ ପ୍ରିଣ୍ଟର ଚାହିଦା...

ଜାମୁକୋଳିର ଉପକାରିତା

ଜାମୁକୋଳିରେ ଭିଟାମିନ୍‌ ସି ଏବଂ ଆଇରନ୍‌ର କିଛି ମାତ୍ରା ରହୁଥିବାରୁ ଏହା ଶରୀରରେ ହିମୋଗ୍ଲୋବିନର ସ୍ତରକୁ ବଢାଇବାରେ ବେଶ୍‌ ସହାୟକ ହୋଇଥାଏ। ସେହିପରି ଜାମୁକୋଳି ଖାଇବାଦ୍ୱାରା...

ପ୍ରେମିକଙ୍କୁ ଏହି ୪ ମିଛ କଥା କହିଥାନ୍ତି ପ୍ରେମିକା

ପ୍ରେକିକା ସବୁବେଳେ ନିଜ ପ୍ରେମିକଙ୍କୁ ୪ଟି ମିଛ କହିଛନ୍ତି। ଆମେ କହୁନାହୁଁ, ବରଂ ଏକ ଅନୁସନ୍ଧାନରୁ ଏହା ଜଣାପଡ଼ିଛି। ଜାଣିବା ସେହି ୪ ମିଛ ବିଷୟରେ…...

ଏହି ନାମଧାରୀ ଯୋଡି ହୁଅନ୍ତି ସର୍ବୋତ୍ତମ ଦମ୍ପତି: ଜାଣନ୍ତୁ କେଉଁ ନାମକ ଝିଅ ସହ ଆପଣଙ୍କର ହେବ ବିବାହ

ନାମର ପ୍ରଥମ ଅକ୍ଷର ଜଣେ ବ୍ୟକ୍ତିର ସ୍ବଭାବ ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। ତେଣୁ ଜଣେ ବ୍ୟକ୍ତିର ନାମ କେଉଁ ଅକ୍ଷରରୁ ଆରମ୍ଭ ହେଉଛି...

Advertisement
Archives

Model This Week