ଦୀର୍ଘଦିନ ପରେ କୋମୋଲିକା ଚରିତ୍ରରେ ଛୋଟ ପରଦାକୁ ଫେରିଲେ ଆମନା

ଛୋଟ ପରଦାରେ ପ୍ରସାରିତ ହେଉଥିବା ସଫଳ ଧାରାବାହିକ ‘କହିଁ ତୋ ହୋଗା’ରେ କଶିଶ ଚରିତ୍ର କଥା ପ୍ରାୟ ସମସ୍ତଙ୍କର ମନେଥିବ। ଏଥିରେ କଶିଶ ଚରିତ୍ରରେ ଆମନା ଶରିଫ ଅଭିନୟକରି ଘରେ ଘରେ ପରିଚିତ ହୋଇଥିଲେ। ପରେ ସେ କେତୋଟି ଧାରାବାହିକ ସହ ଫିଲ୍ମରେ ମଧ୍ୟ କାମ କଲେ। ୨୦୧୩ ମସିହାରେ ଆମନା ପ୍ରେମିକ ଅମିତ କପୁରଙ୍କୁ ବିବାହ କରିବା ପରେ ଅଭିନୟଠାରୁ ଦୂରେଇ ଯାଇଥିଲେ। ଏବେ ପୁଣିଥରେ ସେ ଛୋଟ ପରଦାକୁ ଫେରିଛନ୍ତି। ଏକତା କପୁରଙ୍କ ଧାରାବାହିକ ‘କସୌଟି ଜିନ୍ଦେଗି କି’ରେ ସେ କୋମୋଲିକା ଚରିତ୍ରରେ ଅଭିନୟ କରୁଛନ୍ତି। ପୂର୍ବରୁ ହିନା ଖାନ୍‌ ଏହି ଚରିତ୍ରରେ ଅଭିନୟ କରୁଥିଲେ।
୨୦୦୩ ମସିହାରେ ଆମନା ଛୋଟ ପରଦାରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ‘ହୋଙ୍ଗେ ଜୁଦା ନା ହମ୍‌’ ଏବଂ ‘ନାୟିକା’ ପରି ଧାରାବାହିକରେ କାମ କରିଛନ୍ତି। ପରେ ସେ ବଡ଼ ପରଦାରେ ‘ଆଲୁ ଚାଟ’, ‘ଆଓ ଓ୍ବିସ୍‌ କରେ’, ‘ଶକଲ ପେ ମତ୍‌ ଜା’ ପରି ସିନେମାରେ କାମ କରିଛନ୍ତି। ୨୦୧୫ରେ ସେ ଏକ ପୁଅ ସନ୍ତାନର ଜନନୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଗାୟିକା ସପ୍‌ନା

ବମ୍ବେ: କଥାରେ ଅଛି ରଖେ ହରି ତ ମାରେ କିଏ। ଏଭଳି କିଛି ଘଟଣା ଘଟିଛି ଗାୟିକା ସପନା ଚୌଧୁରୀଙ୍କ କ୍ଷେତ୍ରରେ। ଶୁକ୍ରବାର ରାତିରେ ଶପିଂ...

ମା’ ହେଲେ ଏହି ଅଭିନେତ୍ରୀ: ପ୍ରଶଂସକଙ୍କ ସହ ଶେୟାର କଲେ ଝିଅର ପ୍ରଥମ ଫଟୋ

ବଲିଉଡ୍‌ ଫିଲ୍ମ ‘ଲୁଡୋ’ ଅଭିନେତ୍ରୀ ପାର୍ଲେ ମାନି ଏକ କନ୍ୟା ସନ୍ତାନର ଜନନୀ ହୋଇଛନ୍ତି। ଏହି ଖୁସି ଖବର ନିଜେ ଅଭିନେତ୍ରୀ ଏବଂ ତାଙ୍କ ସ୍ବାମୀ...

୩୪ ବର୍ଷରେ କ୍ରିକେଟର ଜାହିର ଖାଁଙ୍କ ସ୍ତ୍ରୀ ସାଗରିକା: ରଶ୍‌ ଫିଲ୍ମର କିସିଂ ସିନ୍‌ ଯୋଗୁ ରାତାରାତି ପାଲଟିଥିଲେ ଷ୍ଟାର…

ମୁମ୍ବାଇ,୮।୧: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ତଥା କ୍ରିକେଟର ଜାହିର ଖାଁଙ୍କ ସ୍ତ୍ରୀ ସାଗରିକା ଘାଟଗେ ବୁଧବାର ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୬ ଜାନୁୟାରୀ...

୩୨ ବର୍ଷରେ ଏହି ରୋଗ ସହ ସଂଗ୍ରାମ କରୁଛନ୍ତି ନେହା କକ୍କର

ପ୍ରସିଦ୍ଧ ଗାୟିକା ନେହା କକ୍କର ଆଜିକାଲି ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌-୧୨’ରେ ଜଜ୍‌ ସିଟ୍‌ରେ ବସିଥଇବା ବେଳେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଏହି ଶୋ’ମାଧ୍ୟମରେ ନେହା...

‘ଗୁଡ୍‌ ନ୍ୟୁଜ’କୁ ନେଇ ଟ୍ରୋଲ୍‌ ହେଲେ ଅକ୍ଷୟ

ମୁମ୍ବାଇ: ବଳିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଏବେ ତାଙ୍କ ଅପକମିଂ ଫିଲ୍ମ ‘ଗୁଡ୍‌ ନ୍ୟୁଜ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ଅକ୍ଷୟଙ୍କ ସହ...

୩ ବିଳାସପୂର୍ଣ୍ଣ ଘର, ୯ କୋଟିର କାର୍‌ର ମାଲିକ ହେଉଛନ୍ତି ଏହି ଅଭିନେତା; ୬୮ ଲକ୍ଷ ଟଙ୍କାର ରଖିଛନ୍ତି କେବଳ ଜୋତା

ବମ୍ବେ: ବଲିଉଡ୍‌ରେ ବିଟ୍ଟୁ ଏବଂ ରେମ୍ବୋ ନାମରେ ଖ୍ୟାତ ରଣବୀର ସିଂହଙ୍କ ଆଜି ହେଉଛି ‘ହାପି ବର୍ଥ ଡେ’। ନିଜର ଫ୍ୟାଶନ ସେନ୍ସକୁ ନେଇ ସର୍ବଦା...

ଆସିପାରେ ‘ତନୁ ଓ୍ବେଡସ୍‌ ମନୁ’ର ତୃତୀୟ ଭାଗ

ମୁମ୍ବାଇ: ବଲିଉଡ୍‌ ମୁଭି ‘ତନୁ ଓ୍ବେଡସ୍‌ ମନୁ’ର ଜବରଦସ୍ତ ରେସ୍‌ପନ୍ସ ପରେ ଏହାର ଦ୍ୱିତୀୟ ଭାଗ ଦେଖିବାକୁ ମିଳିଥିଲା। ଏବେ ଏହି ହିଟ୍‌ ଫିଲ୍ମର ତୃତୀୟ...

ଏହି କାରଣରୁ କୁହି ଚାଓ୍ବଲାଙ୍କ ସହ ୬-୭ ବର୍ଷ କଥା ହେଉ ନ ଥିଲେ ଅମିର ଖାନ

ମୁମ୍ବାଇ: ବଲିଉଡ ଅଭିନେତା ଅମିର ଖାନ ଏବଂ ଅଭିନେତ୍ରୀ ଜୁହି ଚାୱଲା ପ୍ରଥମ ଥର ପାଇଁ ‘କୟାମତ ସେ କୟାମତ ତକ’ରେ ଏକାଠି ନଜର ଆସିଥିଲେ।...

Advertisement
Seven Jackpot


Archives

Model This Week