ମାର୍ଶାଘାଇ, ୨୭।୧୦ (ଡି.ଏନ୍.ଏ.)- ଲଘୁଚାପ ପ୍ରଭାବରେ ଉପକୂଳ ଅଞ୍ଚଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ ବହୁ କ୍ଷୟକ୍ଷତି ଘଟିଛି। ମାର୍ଶାଘାଇ ବ୍ଲକର ତାଳସଙ୍ଗା ଗ୍ରାମରେ ଲଗାଣ ବର୍ଷା ପରେ କାନ୍ଥ ଭୁଷୁଡ଼ି ପଡ଼ିବାରୁ ଅନ୍ନଦା ପ୍ରସାଦ ଲେଙ୍କା (୬୩) ଗୁରୁତର ହୋଇଚନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Posted inଆମ ଜିଲା ଖବର, କେନ୍ଦ୍ରାପଡ଼ା View All
ବଢୁଛି ଗଞ୍ଜେଇ ଚାଷ, ଅବକାରୀ ବିଭାଗ ନୀରବ୭୧୨୮ ଏକର ଜମିରୁ ଗଛ ନଷ୍ଟ, ଗିରଫ ଶୂନ
ଫୁଲବାଣୀ ଅଫିସ, ୯ା୭ ରାକେଶ କୁମାର ରାଉତ କନ୍ଧମାଳ ଜିଲାରେ ବ୍ୟାପକ ଗଞ୍ଜେଇ ଚାଷ ହେବା ଘଟଣା କାହାରିକୁ ଅଛପା ନାହିଁ। ଜିଲାରୁ ରାଜ୍ୟ ଓ...

ପାରିବାରିକ କଳହ: ବିଷ ପିଇ ଜୀବନ ହାରିଲେ ଯୁବକ
ତିହିଡ଼ି,୧୩।୧(ଡି.ଏନ୍.ଏ.): ଭଦ୍ରକ ଜିଲା ତିହଡ଼ି ଥାନା ଭାଟପଡ଼ା ପଞ୍ଚାୟତ ଅଧୀନ ମିର୍ଜାପୁରରେ ଘରଭଡ଼ା ନେଇ ରହୁଥିବା ଜଣେ ଯୁବକ ରବିବାର ରାତିରେ ବିଷପିଇ ଆତ୍ମହତ୍ୟା କରିଛନ୍ତି।...

ଚଇତି ପର୍ବ: ମା’ଙ୍କ ସୁନା ବେଶ ଦର୍ଶନ ପାଇଁ ଘଟଗାଁରେ ଭିଡ଼
କେନ୍ଦୁଝର,୧୪।୪(ଡି.ଏନ୍.ଏ.): କେନ୍ଦୁଝର ଜିଲା ଘଟଗାଁବାସିନୀ ମା’ ତାରିଣୀଙ୍କ ଆବିର୍ଭାବ ଚଇତି ପର୍ବ ନିନ ହୋଇଥିଲା। ତେଣୁ ୯ ତାରିଖରୁ ବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ମା’ଙ୍କ ଜନ୍ମ...

ଗିରଫ ହେଲେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ: ମିଳିଲା ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି, ୩ କୋଟି ୮୦ଲକ୍ଷର ହିସାବ ଦେଇ ପାରିଲେନି
ବ୍ରହ୍ମପୁର ଅଫିସ/ଗଞ୍ଜାମ,୫ା୩(ଡି.ଏନ.ଏ.)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ଚନ୍ଦ୍ର ପାଢ଼ୀ ବୁଧବାର ଗିରଫ ହୋଇଛନ୍ତି। ଭିଜିଲାନ୍ସ ବିଭାଗ...

ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଉଦ୍ଘାଟନୀ ମ୍ୟାଚରେ କଟକ ବିଡ଼ାନାସୀ ବିଜୟୀ
ଗଣିଆ,୨୧ା୧(ଡି.ଏନ.ଏ.): ଗଣିଆ ମହାବୀର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଗଣିଆ ମିନି ଷ୍ଟାଡିୟମରେ ସୋମବାର ରାଜ୍ୟସ୍ତରୀୟ ଗଣିଆ କପ ଫୁଟବଲ ଟୁର୍ନାମେଣ୍ଟ ୨୦୨୦ ଉଦ୍ଘାଟିତ ହୋଇଯାଇଛି। ରାଜ୍ୟ...

ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଲେ ୬୦୬ କେରଳ ଫେରନ୍ତା
ଛତ୍ରପୁର, ୪।୫(ଡି.ଏନ୍.ଏ.): କେରଳରୁ ଏର୍ଣ୍ଣାକୁଲମ ଜଙ୍କସନ-ଖୋର୍ଦ୍ଧା ରୋଡ ସ୍ପେଶାଲ ଟ୍ରେନ ସୋମବାର ସକାଳେ ଗଞ୍ଜାମ ଜିଲା ଜଗନ୍ନାଥପୁର ଜଙ୍କସନ୍ ଷ୍ଟେଶନରେ ପହଞ୍ଚିଛି। ଏଥିରେ ଗଞ୍ଜାମ ଜଲାର...

ମଦ ବ୍ୟବସାୟୀଙ୍କ ମାଡ଼ରେ ଖବରଦାତା ଲହୁଲୁହାଣ
ତିଗିରିଆ, ୧୨ା୮( ଡି.ଏନ.ଏ.): ତିଗିରିଆ ବ୍ଲକ କରଡ଼ାପଲ୍ଲୀ ଗଁାର ଖବରଦାତା ପନିଆ ଖଁାଙ୍କୁ ସେହି ଗଁାର ୨ ଜଣ ଦେଶୀ ମଦ ବ୍ୟବସାୟୀ ନିସ୍ତୁକ ପିଟି...

କରୋନା ଆତଙ୍କ: ମାସ୍କ ତିଆରି କରୁଛନ୍ତି ଏସ୍ଏଚ୍ଜି ମହିଳା
ଜୟପୁର, ୧୯।୩ (ନି.ପ୍ର.): ସାରା ବିଶ୍ୱରେ କରୋନା ଭାଇରସ୍ ଆତଙ୍କ ଖେଳାଇଛି। ଏହାଠାରୁ ବଞ୍ଚିବାକୁ ହେଲେ ସଚେତନ ଓ ସତର୍କତା ଅବଲମ୍ବନ ପାଇଁ ସରକାର ଘୋଷଣା...