Posted inଜାତୀୟ

ଲକ୍ଷ୍ନୌ ରେଳଷ୍ଟେଶନ୍‌ରେ ହେଲଥ୍‌ ଏଟିଏମ୍‌

ଲକ୍ଷ୍ନୌ,୫।୧୧: ଯାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ରେଳ ବିଭାଗ ପକ୍ଷରୁ ଲକ୍ଷ୍ନୌ ଷ୍ଟେଶନ୍‌ରେ ହେଲଥ୍‌ ଏଟିଏମ୍‌ କିଓସ୍କୋ ସ୍ଥାପନ କରାଯାଇଛି। ଏଠାରେ ରେଳଯାତ୍ରୀ ୫୦ରୁ ଶହେ ଟଙ୍କା ପୈଠ କରି ୧୬ ପ୍ରକାର ସ୍ବାସ୍ଥ୍ୟ ଯାଞ୍ଚ୍‌ କରିପାରିବେ। ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ ଅନ୍ତର୍ଗତ ଏହା କରାଯାଇଛି। କିଛି ମିନିଟ୍‌ ମଧ୍ୟରେ ଯାତ୍ରୀଙ୍କୁ ସେମାନଙ୍କର ସ୍ବସ୍ଥ୍ୟ ରିପୋର୍ଟ ମଧ୍ୟ ଦିଆଯାଉଛି। ହାର୍ଟ, ଲିଭର, ଡାଇବେଟିସ୍‌ ସମସ୍ୟା ଥିବା ଲୋକଙ୍କ ଲାଗି ଯାତ୍ରା ସମୟରେ ଏହି କିଓସ୍କୋ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇପାରିବ। ଏହା ଦ୍ୱାରା ଯାତ୍ରୀ ଉପକୃତ ହୋଇପାରିବେ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ନୂଆ ଷ୍ଟ୍ରେନ୍‌ରେ ଆଉ ୪ ସଂକ୍ରମିତ ହେବା ପରେ ସଂଖ୍ୟା ଛୁଇଁଲା ୨୯: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧ ।୧: ଦେଶରେ କରୋନାର ନୂଆ ଷ୍ଟ୍ରେନ୍‌ରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ,...

ଭୋଟରଙ୍କୁ ସମ୍ମାନ ଦିଅ: ଭଗଓ୍ବନ୍ତ

ଚଣ୍ଡିଗଡ,୧୨।୩: ପଞ୍ଜାବରେ ଆମ ଆଦାମୀ ପାର୍ଟି (ଏଏପି) ବିପୁଳ ପରିମାଣରେ ବିଜୟ ହୋଇଛି। ଭଗଓ୍ବନ୍ତ ମାନ ପଞ୍ଜାବର ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ଚୟନ ହୋଇଛନ୍ତି। ସେ...

ମେ’ ୨୨ରୁ ଗୋଟିଏ ହେବ ଦିଲ୍ଲୀର ୩ ନଗର ନିଗମ, ଅଧିସୂଚନା ଜାରି

ନୂଆଦିଲ୍ଲୀ,୧୯ ।୫: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଏକ ଅଧିସୂଚନା ଅନୁସାରେ, ଦିଲ୍ଲୀ ନଗର ନିଗମ(ସଂଶୋଧନ) ଅଧିନିୟମ, ୨୦୨୨ ଲାଗୁ ହେବା ସହ ଦିଲ୍ଲୀର ୩ ନଗର...

ଉତ୍ତର ପରେ ଏବେ ଦକ୍ଷିଣ ଭାରତ ପାଳି: କର୍ନାଟକ,କେରଳରେ ରେଡ୍‌ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ,୨୨।୧୦: ଉତ୍ତର ଭାରତରେ ପ୍ରବଳ ବର୍ଷା ଜାରି ରହିବା ପରେ ଏବେ ଦକ୍ଷିଣ ଭାରତରେ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। କର୍ନାଟକ, କେରଳ...

ସକ୍ରିୟ ମାମଲା ୧୨ ହଜାର ତଳେ …

ନୂଆଦିଲ୍ଲୀ, ୭।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି। ଦୈନିକ ସଂକ୍ରମଣ ହଜାରେ...

୯ ଜଣଙ୍କ ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡାଦେଶ

ହାଇଦ୍ରାବାଦ,୨୯।୧୦: ନିଜର ପୂର୍ବ ଅପରାଧକୁ ଲୁଚାଇବା ପାଇଁ ୯ ଜଣ ଦାଦନ ଶ୍ରମିକଙ୍କୁ ହତ୍ୟା କରିଥିବା ବିହାର ବେଗୁସରାଇ ଜିଲାର ସଞ୍ଜୟ କୁମାର ଯାଦବଙ୍କୁ ତେଲଙ୍ଗାନାର...

କରୋନାର ଶସ୍ତା ଔଷଧ ଏବେ ବଜାରରେ…

ହାଇଦ୍ରାବାଦ୍‌,୧୫।୮: ଦେଶରେ କରୋନା ମହାମାରୀ ସଙ୍କଟ ଥମିବାର ନାଁ ଧରୁନି। ତେବେ ହାଇଦ୍ରାବାଦ୍‌ରୁ ଖୁସି ଖବର ମିଳିଛି। ସ୍ଥାନୀୟ ଔଷଧ କମ୍ପାନୀ ଏମ୍‌ଏସ୍‌ଏନ୍‌ ଗ୍ରୁପ୍‌ ପକ୍ଷରୁ...

ଏଠାରେ ପିଇବା ପାଣି ଉପରେ ବି ପହରା…

ବିକାନେର୍‌,୨୨।୩: ଖରାଦିନ ଆସିଲେ ରାଜସ୍ଥାନରେ ଜଳସଙ୍କଟ ଅତି ଉତ୍କଟ ହୋଇଥାଏ। ବିକାନେର୍‌ରେ ପିଇବା ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ଏଠାରେ ପ୍ରଶାସନ ପକ୍ଷରୁ ସୁରକ୍ଷା ପଦକ୍ଷେପ...

Advertisement
Archives

Model This Week