Posted inଜାତୀୟ

ରୋହତାଙ୍ଗ୍‌ରେ ବରଫପାତ: ଅଟକି ରହିଲା ୧୫୦ ଗାଡ଼ି; ୨ଶହ ଲୋକ ଉଦ୍ଧାର

କୁଲ୍ଲୁ/ମନାଲି,୮।୧୦: ରୋହତାଙ୍ଗ୍‌ରେ ପ୍ରବଳ ବରଫପାତ ଜାରି ରହିଛି। ରାସ୍ତାରେ ଅଧଫୁଟ ବରଫ ଜମି ରହିବାରୁ ଯାନାବାହନ ଯାତାୟାତ କରିବା ସମ୍ଭବ ହୋଇ ପାରୁନାହିଁ। ସୋମବାର ରାତିରେ ହୋଇଥିବା ବରଫପାତ ଯୋଗୁ କୁଲ୍ଲୁ ଏବଂ ଲାହୌଲ ସ୍ପିତିକୁ ସଂଯୋଗ କରୁଥିବା ରୋହତାଙ୍ଗ୍‌ ଦର୍ଶ ରାସ୍ତାରେ ୧୫୦ରୁ ଅଧିକ ଗାଡ଼ି ରାସ୍ତାରେ ଅଟକି ରହଥିଲା। ଏକ ସେନା ଗାଡ଼ି ମଧ୍ୟ ରାସ୍ତାରେ ରହିଯାଇଥିଲା। ଗାଡ଼ିରେ ଥିବା ୨ଶହରୁ ଅଧିକ ଲୋକ ଦୀର୍ଘ ସମୟ ଧରି ଗାଡ଼ିରେ ବସିରହିଥିଲେ। ଶେଷରେ ବର୍ଡର ରୋଡ୍‌ ଅର୍ଗାନାଇଜେଶନ୍‌ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌-ଅଟୋ ଧକ୍କାରେ ୧୨ ମୃତ

ହାଇଦ୍ରାବାଦ,୫ା୮(ଆଇଏଏନ୍‌ଏସ୍‌): ତେଲେଙ୍ଗାନାର ମହାବୁବ୍‌ନଗର ଜିଲାରେ ରବିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ଜଣ ଶ୍ରମିକ ପ୍ରାଣ ହରାଇଥିବାବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଶ୍ରମିକମାନେ...

ସିମି ଆତଙ୍କବାଦୀ କେମିକାଲ୍‌ ଅଲ୍ଲୀ ଗିରଫ

ରାୟପୁର,୧୨।୧୦: ଜଣେ ସିମି ଆତଙ୍କବାଦୀଙ୍କୁ ରାୟପୁର ପୋଲିସ ଗିରଫ କରିଛି। ସେ ୬ ବର୍ଷ ଧରି ଫେରାର ଥିବା ପୋଲିସ କହିଛି। ୨୦୧୩ରେ ବୋଧଗୟା ଏବଂ...

ଜାମିନ ମିଳିବାର ଗୋଟିଏ ଦିନ ପରେ ସଂସଦ ପହଞ୍ଚିଲେ ଚିଦାମ୍ବରମ

ନୂଆଦିଲ୍ଲୀ,୫।୧୨: କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟ ସଭା ଏମ୍‌ପି ପି. ଚିଦାମ୍ବରମଙ୍କୁ ବୁଧବାର ଜାମିନ ମିଳିଛି। ଆଉ ଗୁରୁବାର ସକାଳୁ ସେ ସଂସଦରେ ପହଞ୍ଚିଥିବା...

ମୁଖ୍ୟ ସୂଚନା କମିଶନର ଭାବେ କାର୍ଯ୍ୟଭାର ଗ୍ରହଣ କଲେ ଯଶବର୍ଦ୍ଧନ ସିହ୍ନା

ନୂଆଦିଲ୍ଲୀ,୭ା୧୧: ଯଶବର୍ଦ୍ଧନ କୁମାର ସିହ୍ନା ଦେଶର ନୂତନ ମୁଖ୍ୟ ସୂଚନା କମିଶନର (ସିଆଇସି) ହୋଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶନିବାର ରାଷ୍ଟ୍ରୀୟ ଭବନରେ ପଦ...

କୋଭାକ୍ସିନ୍‌ ଡବଲ ମ୍ୟୁଟାଣ୍ଟ୍‌ ଷ୍ଟ୍ରେନ୍‌କୁ କରିବ ନଷ୍ଟ…

ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ସୁରକ୍ଷା ଦୃଷ୍ଟିରୁ ଦେଶବ୍ୟାପୀ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଲୋକଙ୍କୁ କୋଭାକ୍ସିନ୍‌ ଏବଂ...

ଚାଇନା ଭାଷା କହୁଛନ୍ତି ମୋଦି: କପିଲ ସିବଲ

ନୂଆଦିଲ୍ଲୀ,୨୧।୬: ଭାରତ ସୀମା ମଧ୍ୟରେ ଚାଇନା ପ୍ରବେଶ କରିନାହିଁ କିମ୍ବା କୌଣସି ଘାଟିକୁ ଦଖଲ କରିନାହିଁ। ଭାରତଠାରୁ କେହି ଇଞ୍ଚେ ବି ଜମି ନେଇପାରିQବନାହିଁ ବୋଲି...

ନଡ଼ା ନ ଜଳାଇବା ଚାଷୀଙ୍କୁ ସରକାର ଦେବେ ୨ହଜାର ୫ଶହ ଟଙ୍କା ପ୍ରୋତ୍ସାହନ ରାଶି

ଚଣ୍ଡିଗଡ଼,୧୪।୧୧: ନଡା ଜଳାଇବାକୁ ନେଇ ପଞ୍ଜାବ ସରକାର ଏବେ ଏକ ବଡ ପଦକ୍ଷେପ ନେଇଛନ୍ତି। ସୁପ୍ରିମକୋର୍ଟର ନିର୍ଦ୍ଦେଶ ପରେ ପଞ୍ଜାବ ସରକାର ଏବେ ନଡ଼ା ନ...

ବିଦ୍ୟା ଦେବୀ: ୯୭ ବର୍ଷ ବୟସରେ ସମ୍ଭାଳିବେ ସରପଞ୍ଚ ଦାୟିତ୍ୱ

ଜୟପୁର,୧୮।୧: ବୟସ ଯେ ଏକ ସଂଖ୍ୟା ଏହାକୁ ଏବେ ପ୍ରମାଣ କରିଛନ୍ତି ରାଜସ୍ଥାନ ସିକାରର ୯୭ ବର୍ଷୀୟା ମହିଳା ବିଦ୍ୟା ଦେବୀ। ନିକଟରେ ଅନୁଷ୍ଠିତ ହୋଇଥିବା...

Advertisement


Archives

Model This Week