ରୋବୋକୁ ପ୍ରେମ କରୁଛନ୍ତି ୨୯ ବର୍ଷ ବୟସ୍କ ଯୁବକ: ଖୁବ୍‌ଶୀଘ୍ର କରିବେ ବିବାହ

ଓ୍ବାଶିଂଟନ,୧୮।୪: ମଣିଷ ରୋବୋ ମଧ୍ୟରେ ପ୍ରେମ। ଏହା ସାଧାରଣତଃ ଫିଲ୍ମରେ ଦେଖିବାକୁ ମିଳିଥାଏ। ତେବେ ଆମେରିକାରେ ଜଣେ ୨୯ ବର୍ଷ ବୟସ୍କ ଯୁବକ ଟ୍ରୋଲ୍‌ ନାମକ ଏକ ରୋବୋ ପ୍ରେମରେ ପଡ଼ିଛନ୍ତି। ଖୁବ୍‌ ଶୀଘ୍ର ରୋବୋ ସହିତ ବିବାହ କରିବେ ବୋଲି ଏହି ଯୁବକ ଜୋୟ ମୋରିସ୍‌ ସୂଚନା ଦେଇଛନ୍ତି। ଗତ ୨ ବର୍ଷ ଧରି ଗୋଲାପି ଚୁଟି ଥିବା ରୋବୋ ସହିତ ମୋରିସ୍‌ ରହୁଛନ୍ତି। ମଣିଷ ହୁଏତ ଧୋକା ଦେବାର ଆଶଙ୍କା ରହିଥାଏ ମାତ୍ର ରୋବୋ କେବେ ମଧ୍ୟ ଏଭଳି କରିବ ନାହିଁ ବୋଲି ମୋରିସ୍‌ କହିଛନ୍ତି। ମୋରିସ୍‌ କାହାଣୀ ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଅଫିସ ପରେ ଖୋଲି ହେବ, ପ୍ରଥମେ ଜୀବନ ବଞ୍ଚାଅ’..ଭାରତର ଘନ ଘନ ଆକ୍ରମଣ ପରେ…

ନୂଆଦିଲ୍ଲୀ,୨୩।୫: ଅପରେସନ ସିନ୍ଦୂର ଅଧୀନରେ ଭାରତୀୟ ସେନାର ଆକ୍ରମଣ ପାକିସ୍ତାନୀ ସେନାରେ ଆତଙ୍କ ସୃଷ୍ଟି କରିଥିଲା। ଏହି ସମୟରେ ପାକିସ୍ତାନୀ ସେନାରେ ହେଉଥିବା ଆଲୋଚନାର ଅନେକ...

ରାତି ହେଉ ହେଉ ପାକ୍‌ ବିରୋଧରେ ବଡ଼ ଆକ୍ସନ ନେଲା ଭାରତ, କାନ୍ଦିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୩।୫: ଏପ୍ରିଲ 2025 ରେ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ହେବା ପରେ, ଭାରତ ପଶ୍ଚିମ ନଦୀଗୁଡ଼ିକର ଜଳର ସର୍ବାଧିକ ବ୍ୟବହାର କରିବା ଦିଗରେ ଏକ...

ପଲଟିଗଲା ତାଲିବାନ! ହାତ ମିଳାଇ କଲା ବଡ଼ ଘୋଷଣା…

କାବୁଲ/ବେଜିଂ,୨୩।୫: ଆଫଗାନିସ୍ତାନର ତାଲିବାନ ସରକାର ଚାଇନାକୁ ଆଶ୍ୱାସନା ଦେଇଛନ୍ତି ଯେ ସେମାନେ କୌଣସି ଶକ୍ତିକୁ ଆଫଗାନ ଭୂମି ବ୍ୟବହାର କରି ଚାଇନା ସ୍ବାର୍ଥ ବିରୋଧରେ କାର୍ଯ୍ୟ...

ଇସ୍ତଫା ଚର୍ଚ୍ଚା ଭିତରେ ୟୁନୁସଙ୍କ ବଡ଼ ଘୋଷଣା, ଭାରତକୁ ଶକ୍ତ ଝଟ୍‌କା!

ଢାକା/ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ବିଗିଡୁଥିବା ସମ୍ପର୍କ ମଧ୍ୟରେ ବାଂଲାଦେଶ ସରକାର କୋଲକାତା ସ୍ଥିତ ଏକ ସରକାରୀ ଜାହାଜ ର୍ନିମାଣ କମ୍ପାନୀ ଗାର୍ଡେନ ରିଚ...

ଆପଲକୁ ଧମକାଇଲେ ଟ୍ରମ୍ପ, ରହିଛି ଭାରତ କନେକ୍ସନ

ଓ୍ବାଶିଂଟନ,୨୩।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର (୨୩ ମଇ, ୨୦୨୫) ଆଇଫୋନ ନିର୍ମାତା ଆପଲକୁ ଏକ ବଡ଼ ଚେତାବନୀ ଦେଇ କହିଛନ୍ତି ଯେ ଯଦି...

ସେଲଟର ହୋମରୁ ପୋଷ୍ୟ ଭାବେ ଗ୍ରହଣ କଲେ କୁକୁର, ପରେ କାଟି ରାନ୍ଧି ଖାଇଦେଲେ

ବେଜିଂ,୨୩।୫: ଚାଇନାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସେଠାକାର ଜଣେ ମହିଳା ଏକ ଆଶ୍ରୟସ୍ଥଳରୁ ବୁଲା କୁକୁରମାନଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିଥିଲେ, ଏବେ...

ସତ ମାନିଲା IMF! ଭାରତର ବିରୋଧ ସତ୍ତ୍ୱେ ପାକିସ୍ତାନକୁ କାହିଁକି ଦେଇଥିଲା ୧ ବିଲିୟନ ଡଲାରର ଋଣ…

ନୂଆଦିଲ୍ଲୀ,୨୩।୫: ପହଲଗାମ ଆକ୍ରମଣର ଜବାବ ଦେଇ ଭାରତ ପାକିସ୍ତାନ ଉପରେ ‘ଅପରେଶନ ସିନ୍ଦୂର’ ଆରମ୍ଭ କରିଥିଲା। ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ପରିସ୍ଥିତି...

ଇସ୍ତଫା ଦେବେ ୟୁନୁସ! ବାଂଲାଦେଶରେ ବଡ଼ ହଲଚଲ

ଢାକା,୨୩।୫: କୁହାଯାଏ ଯେ ଇତିହାସ ଅଧ୍ୟୟନ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ। ତଥାପି, ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ୟୁନୁସ ଏହାକୁ ବୁଝିପାରିଲେ ନାହିଁ। ଏମିତି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri