‘ରେନ୍‌ ଦ କ୍ଲବ୍‌’ ବାର୍‌ରେ ଚଢ଼ାଉ: ବିପୁଳ ପରିମାଣର ମଦ ଜବତ; ଚାଲିଥିଲା ବେଆଇନ୍‌ ବିକ୍ରି

କଟକ ରୋଡ,୨୩।୫(ଡି.ଏନ୍‌.ଏ.): କୋଭିଡ-୧୯ ପାଇଁ ରାଜ୍ୟରେ ମଦ ବିକ୍ରି ବନ୍ଦ ରହିଛି। ଏଭଳି ସ୍ଥିତିରେ ଗତ ପ୍ରାୟ ଦୁଇମାସ ଧରି ମଦ ଦୋକାନ ଓ ବାର୍‌ରେ ମଦ ବିକ୍ରି ବନ୍ଦ ରହିଛି। ହେଲେ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ ଆସିବା ପରେ ଶନିବାର କମିଶନରେଟ୍‌ ପୋଲିସର କୁଇକ୍‌ ଆକ୍ସନ ଟିମ୍‌, ଅବକାରୀ ବିଭାଗ ଓ ଲକ୍ଷ୍ମୀସାଗର ପୋଲିସ ମିଳିତ ଭାବେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ‘ରେନ୍‌ ଦ କ୍ଲବ’ ବାର୍‌ରେ ଚଢ଼ାଉ କରିଥିଲା। ପୂର୍ବାହ୍ନ ପ୍ରାୟ ୧୧.୩୦ରେ ପୋଲିସ ସେଠାରେ ଅତର୍କିତ ଭାବେ ଚଢ଼ାଉ କରିବା ସମୟରେ ବାର୍‌ର କିଛି କର୍ମଚାରୀ ଫେରାର ହୋଇଯାଇଥିଲେ। ତେବେ ଚଢ଼ାଉ ସମୟରେ ସେଠାରୁ ବିପୁଳ ପରିମାଣର ମଦ ଜବତ ହୋଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି। ତେବେ ଏତେ ପରିମାଣରେ ମଦ ବାର୍‌ରେ କିଭଳି ଗଚ୍ଛିତ ଥିଲା ସେନେଇ ପୋଲିସ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୋଭାଯାତ୍ରାରେ ସୀମିତ ଲୋକକଳା ଉତ୍ସବ

ଜଗତ୍‌ସିଂହପୁର ଅଫିସ,୧୫ା୬: ଲୋକ କଳା ଓ ଲୋକ ସଙ୍ଗୀତକୁ ପୁନର୍ଜୀବିତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଜୁନ ୧୪ରେ ଲୋକକଳା ଉତ୍ସବ ପାଳନ...

ପଶ୍ଚିମ ଓଡ଼ିଶାରେ ବନ୍ୟା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପଠାଇଲେ ଛାତ୍ରୀଛାତ୍ର

ବରଗଡ଼ ଅଫିସ,୨୧।୮: ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ତୁମୁରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍କୁଲ କ୍ୟାବିନେଟ ପକ୍ଷରୁ ପଶ୍ଚିମ ଓଡ଼ିଶା ବନ୍ୟା କ୍ଷତିଗ୍ରସ୍ତଙ୍କ...

୫ ଘଣ୍ଟା ଫସିଲେ କଳାହାଣ୍ଡିର କଳାକାର

ଭବାନୀପାଟଣା,୨୮।୧: ନୂଆଦିଲ୍ଲୀଠାରେ ୨୬ ତାରିଖରେ କୃଷକ ସଂଗଠନ ପକ୍ଷରୁ ଟ୍ରାକ୍ଟର ରାଲି ବେଳେ ବ୍ୟାପକ ହିଂସା ଏବଂ ଭଙ୍ଗାରୁଜା ଯୋଗୁ ରାସ୍ତାରେ ୫ ଘଣ୍ଟା ଫସି...

ଜିଲାପାଳଙ୍କ ନାଁରେ ଜାଲ୍‌ ଆକାଉଣ୍ଟ

କଟକ ଅଫିସ,୨୭ା୬: ସାଇବର ଠକଙ୍କ ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି। ସାଧାରଣ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ ଅଧିକାରୀଙ୍କୁ ସେମାନେ ଛାଡୁନାହାନ୍ତି। ବିଶେଷକରି ସୋସିଆଲ...

ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ

ବାରିପଦା ଅଫିସ,୨୪।୧୦: ମୟୁରଭଞ୍ଜ ଜିଲା ସ୍ଥିତ ପ୍ରସ୍ତାବିତ ଜାତୀୟ ଉଦ୍ୟାନ ତଥା ଶିମିଳିପାଳ ଅଭୟାରଣ୍ୟ ଆସନ୍ତା ନଭେମ୍ବର ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ। ଶିମିଳିପାଳ ଟାଇଗର...

ଲିଙ୍ଗରାଜରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ଚମକୁଛି ଏକାମ୍ର କ୍ଷେତ୍ର । ଐତିହ୍ୟର ସଂରକ୍ଷଣ ସହ ଆଗେଇଛି ସୌନ୍ଦର୍ଯ୍ୟକରଣ । ଲିଙ୍ଗରାଜ ମନ୍ଦିର ନିକଟ ୬୬ ଏକର ଜମିରେ ଏକାମ୍ର ପ୍ରକଳ୍ପ...

ଢିଙ୍କିଆ ପଞ୍ଚାୟତ ନିର୍ବାଚନ: ନାମାଙ୍କନପତ୍ର ଦାଖଲ କଲେ ୯ ସରପଞ୍ଚ ପ୍ରାର୍ଥୀ

କୁଜଙ୍ଗ,୮ା୬(ସ୍ବ.ପ୍ର.): ଜୁଲାଇ ୩ ତାରିଖରେ ହେବାକୁ ଥିବା ଢିଙ୍କିଆ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ହୋଇଛି। ୨୩ ଓ୍ବାର୍ଡ ବିଶିଷ୍ଟ ଏହି ପଞ୍ଚାୟତରେ ୨୨ଟି...

ବମିଖାଲ ଓଭରବ୍ରିଜ୍‌ ତଳେ ଚାଲିଛି ଖୁଲମଖୁଲା ନିଶା କାରବାର: ତାରିଣୀ ମା’ ଡାକିଲେ ମିଳେ ବ୍ରାଉନ ସୁଗାର

ଭୁବନେଶ୍ୱର,,୧୭ା୧୨(ବ୍ୟୁରୋ): ନିଶା କାରବାର ରୋକିବାକୁ ପୋଲିସ ପକ୍ଷରୁ ବିଭିନ୍ନ ଉଦ୍ୟମ ଚଳାଉଥିବାବେଳେ ବେପାରୀମାନେ ମଧ୍ୟ ନୂଆ ନୂଆ ତରିକା ଆପଣାଉଛନ୍ତି। କିଛିଦିନ ବ୍ୟବଧାନ ପରେ ପୁଣି...

Advertisement
Archives

Model This Week