ରିଲିଜ୍‌ ହେଲା ‘ୟାଦ ପିୟା କି ଆନେ ଲଗି’ର ରିକ୍ରିଏଟ୍‌ ଭର୍ସନ

ମୁମ୍ବାଇ: ବଲିଉଡ୍‌ ବିୟୁଟି ଦିବ୍ୟା ଖୋସଲାଙ୍କୁ କେତେ ଗୁଡିଏ ମ୍ୟୁଜିକ ଭିଡିଓରେ ଦେଖିବାକୁ ମିଳିଛି। ଏବେ ତାଙ୍କର ଆଉଏକ ଗୀତ ‘ୟାଦ ପିୟା କି ଆନେ ଲଗି’ ରିଲିଜ୍‌ ହୋଇଯାଇଛି। ଅବଶ୍ୟ ଏହାକୁ ନେଇ ଦିବ୍ୟା ପୂର୍ବରୁ କିଛି ଫଟୋ ଶେୟାର କରିଥିଲେ ଯେଉଁଥିରେ ସେ ବଧୂ ବେଶରେ ଥିବା ବେଳେ ଚଷମା ଲଗାଇବା ଲୁକ୍‌ ଦେଖିବା ଭଳି ହୋଇଥିଲା। ଏଥିରେ ଦିବ୍ୟାଙ୍କ ଡ୍ୟାନ୍ସ ଦର୍ଶକଙ୍କୁ ଦିଓ୍ବାନା କରିଛି। ନେହା କକ୍କଡଙ୍କ କଣ୍ଠରେ ଜାନି ଓ ତନିଷ୍କ ବାଗଚୀ ଏହାର ରିକ୍ରିଏଟ୍‌ କରିଛନ୍ତି। ଏହା ଫାଲଗୁନି ପାଠକଙ୍କ ପ୍ରଥମ ଗୀତ। ଏହି ଗୀତ ମାଧ୍ୟମରେ ସେ ଡେବ୍ୟୁ କରିଥିଲେ। ଆଉ ଦିବ୍ୟା ମଧ୍ୟ ଫାଲଗୁନୀଙ୍କ ଭିଡିଓ ସଙ୍ଗ ଆଇୟୋ ରମା ମାଧ୍ୟମରେ ଡେବ୍ୟୁ କରିଥିଲେ। ଏଥର ଦିବ୍ୟାଙ୍କ ‘ୟାଦ ପିୟା କି ଆନେ ଲଗି’ଦର୍ଶକଙ୍କ ମନକୁ ନିଶ୍ଚୟ ଛୁଇଁବ ବୋଲି ଆଶା ରଖିଛନ୍ତି ନିର୍ମାତା।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କଲେ ଶୁଟିଂ, ସକାଳୁ ହୋଟେଲ୍‌ରୁ ମିଳିଲା ଏହି ଅଭିନେତ୍ରୀଙ୍କ ମୃତଦେହ

ଚଳିତବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ଆସୁଛି। ଅନେକ ଶ୍ରେଷ୍ଠ କଳାକାର ଫିଲ୍ମ ଇଣ୍ଡଷ୍ଟ୍ରି ଛାଡ଼ି ପରଲୋକ ଗମନ କରିଛନ୍ତି। ସେହିପରି...

ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବେ ଏହି ରାପର୍‌

ମୁମ୍ବାଇ: ଲୋକପ୍ରିୟ ରାପର ରପ୍ତାର ସ୍ତ୍ରୀ କୋମଲଙ୍କୁ ଛାଡ଼ପତ୍ର ଦେବେ। ଏହି ଖବର ଶୁଣି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ୨୦୨୦ରେ ଉଭୟେ ଛାଡ଼ପତ୍ର ପାଇଁ ନିଷ୍ପତ୍ତି...

କାର୍‌ ଦୁର୍ଘଟଣାରେ ପିତାଙ୍କୁ ହରାଇଥିଲେ ଏହି ଅଭିନେତ୍ରୀ: ଗୋଟିଏ ଇଚ୍ଛା ପୂରଣ ପାଇଁ କିଣିଥିଲେ ଆଇପିଏଲ୍‌ ଟିମ୍‌

ବମ୍ବେ: ପ୍ରୀତି ଜିଣ୍ଟା ବଲିଉଡ୍‌ ଅଭିନେତ୍ରୀ ହେବା ସହ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ପଞ୍ଜାବ କିଙ୍ଗ୍ସର ମାଲିକାଣୀ ମଧ୍ୟ। ୨୦୦୮ରେ ସେ ତତ୍କାଳୀନ ପ୍ରେମିକ ନେସ ଓ୍ବାଡିଆଙ୍କ...

୯ ବର୍ଷ ଡେଟିଂ ପରେ ବାଲ୍ୟ ବାନ୍ଧବୀଙ୍କୁ ବିବାହ କରିଥିଲେ ଇମ୍ରାନ…

ମୁମ୍ବାଇ,୧୩।୧: ବଲିଉଡ୍‌ ଷ୍ଟାର ଇମ୍ରାନ୍‌ ଖାଁଙ୍କୁ ବୁଧବାର ୩୭ ବର୍ଷ ପୂରଣ ହୋଇଛି। ସେ ୩୮ ବର୍ଷରେ ପାଦ ଦେଇଛନ୍ତି। ୧୯୮୩ ଜାନୁୟାରୀ ୧୩ରେ ଆମେରିକା...

ମୋ ଭାଇ ମୃତ୍ୟୁର ଫାଇଦା ନ ଉଠାଯାଉ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଆଜି ବି ରହସ୍ୟ ଘେରରେ। ଦୀର୍ଘ ଦିନ ଧରି ଅନୁସନ୍ଧାନ ଏବଂ ତଦନ୍ତ ସତ୍ତ୍ୱେ ମୃତ୍ୟୁ ସହ ଜଡିତ...

ଏହି ହିରୋଇନ୍‌ଙ୍କ ସହ ଖେଳିଲେ ଭାଙ୍ଗିଯିବ ପରିବାର, ଯନ୍ତ୍ରଣା ବାଣ୍ଟିଲେ ଅଭିନେତ୍ରୀ

ପିଲାମାନଙ୍କର ଲାଳନପାଳନ ପାଇଁ ଉଭୟ ମାତାପିତାଙ୍କ ଆବଶ୍ୟକ, ମାତ୍ର ଅନେକ ପିଲା ଏହି ସୁଖରୁ ବଞ୍ଚିତ ହୋଇଥାନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତ୍ରୀ ରେଣୁକା...

ବଲିଉଡ୍‌କୁ ଆଉ ଏକ ଝଟ୍‌କା:ଚାଲିଗଲେ ଏହି ଲୋକପ୍ରିୟ ଅଭିନେତା

ବଲିଉଡ୍‌ର ସୁପରହିଟ୍‌ ଫିଲ୍ମ ‘ଭିକି ଡୋନର’ରେ ଅଭିନୟ କରିଥିବା ଅଭିନେତା ଭୂପେଶ ପାଣ୍ଡ୍ୟାଙ୍କର ପରଲୋକ ଘଟିଛି। ସେ ଫୁସ୍‌ଫୁସ କ୍ୟାନସରରେ ଆକ୍ରାନ୍ତ ଥିଲେ। ନ୍ୟାସନାଲ ସ୍କୁଲ...

କରୋନା ପାଇଁ ବଦଳିଲା ଅଭିନେତ୍ରୀମାନଙ୍କ ଏୟାରପୋର୍ଟ ଲୁକ୍‌; ମେମେ ଶେୟାର କରି ମନକଥା କହିଲେ ମଲାଇକା

ବମ୍ବେ: ବିଶ୍ୱବାସୀଙ୍କ ନିଦ ହଜାଇ ସାରିଲାଣି କରୋନା। ଚାଇନାରୁ ଆରମ୍ଭ ହୋଇ ଗୋଟିଏ ପରେ ଗୋଟିଏ ଦେଶକୁ ମାଡ଼ି ଚାଲିଛି ଏହି ସଂକ୍ରମଣ। ଭାରତରେ ତିନିଜଣ...

Advertisement
Archives

Model This Week